corona

କରୋନା ମହାମାରୀର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବା ଜରୁରୀ

ଓଡ଼ିଶାଲାଇଭ୍‌ କୋରନା ବ୍ୟୁରୋ କରୋନା ଭାଇରସ ବିଶ୍ୱ ତମାମ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ବିଭିନ୍ନ ପର୍ଯ୍ୟାୟ ବିଷୟ ଜାଣିବା ଅତ୍ୟନ୍ତ ଜରୁରୀ ।ଯେ କୌଣସି ମହାମାରୀର ଚାରୋଟି ପର୍ଯ୍ୟାୟ ଥାଏ।...

ଅଟକିଗଲା କଟକ – ଜନତା କର୍ଫ୍ୟୁକୁ ସହରବାସୀଙ୍କ ଅଭୁତପୂର୍ବ ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ଛକ, ବଜାରରେ ପୋଲିସ୍‌ ବ୍ୟାରିକେଡିଂ। କଟକ: ‘କରୋନା ହାରିବ, ମଣିଷ ଜିତିବ’। ଏହି ଲକ୍ଷ୍ୟ ନେଇ ୧୪ ଘଣ୍ଟାର ଜନତା କର୍ଫ୍ୟୁ ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଚ୍ୟାଲେଞ୍ଜ...

ବ୍ରହ୍ମପୁର ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କୁ ସିଟି ବସ୍‌ରେ ପଠାଗଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଜନତା କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସି ଅଟକି ରହିଥିଲେ ଶହଶହ ଯାତ୍ରୀ। ସେମାନଙ୍କୁ ଜିଲ୍ଲା ପ୍ରଶାସନ...

ବ୍ରହ୍ମପୁର ଆଇଟିଆଇ ଓ ଆଇଜର ଛାତ୍ରଛାତ୍ରୀ ତିଆରି କଲେ ସାନିଟାଇଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଆତଙ୍କ ପରେ ବଜାରରେ ସାନିଟାଇଜର ଅଭାବ ଦେଖାଯାଇଛି। ଏହାମଧ୍ୟରେ ବ୍ରହ୍ମପୁରରେ ଆଇଟିଆଇ ଓ ଆଇଜର ଛାତ୍ରଛାତ୍ରୀମାନେ ସାନିଟାଇଜର ତିଆରି କରିଛନ୍ତି। ଏହି ଦୁଇ ଅନୁଷ୍ଠାନ ମିଳିତ...

କରୋନା ଲଢ଼େଇ – ଏକାଠି ହେଲା ସାରା ଦେଶ, ଓଡ଼ିଶା ଠପ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ‘ଜନତା କର୍ଫ୍ୟୁ’କୁ ଆଜି ସାରା ଦେଶରେ ଅଭୁତପୂର୍ବ ସମର୍ଥନ ମିଳିଛି। ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। କରୋନା ଲଢ଼େଇରେ ସାମିଲ ହୋଇଛି ସାରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଜନତା...
Lokaseva Bhawan

କରୋନା ପାଇଁ ଗାଇଡ୍‌ଲାଇନ – ଲକ୍‌ଡାଉନ୍‌ ବେଳେ କେଉଁ ବିଭାଗର କର୍ମଚାରୀ ଯିବେ ଅଫିସ୍‌, କିଏ ଯିବେନି?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ରାଜ୍ୟର କିଛି ଅଞ୍ଚଳକୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍‌ଡାଉନ୍...

୧୮୮ ଦେଶରେ କରୋନା, ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦିନ ଯେତିକି ଗଡୁଛି ପରିସ୍ଥିତି ସେତିକି ବିଗୁଡୁଛି। କରୋନା ଭାଇରସ୍‌ ଦେଶରୁ ଦେଶକୁ ବ୍ୟାପୁଛି। ୧୮୮ ଦେଶରେ କରୋନା ପହଞ୍ଚିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ...

ମୋଦୀଙ୍କ ଆହ୍ଵାନକୁ ସମର୍ଥନ – ବାଲକୁନିରେ ଛିଡ଼ା ହୋଇ ତାଳି ଓ ଘଣ୍ଟି ବଜାଇଲେ ଲୋକେ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ମୋଦୀଙ୍କ ଆହ୍ଵାନକୁ ସମର୍ଥନ କଲେ ଦେଶବାସୀ। ଜରୁରୀସେବାରେ ନିୟୋଜିତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଲେ ଲୋକେ। ବାଲକୁନି, ଛାତ ଉପରେ ଛିଡ଼ା ହୋଇ ତାଳି, ଘଣ୍ଟ ଓ ଶଙ୍ଖ ବଜାଇ...

‘ଲକ୍‌ଡାଉନ’ ବେଳେ ବନ୍ଦ ହେବନି ମାଲବାହୀ ଗାଡ଼ି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ୨୯ ତାରିଖ ଯାଏଁ ଏହି କଟକଣା ଜାରି ରହିବ। ତେବେ ଲକ୍‌ଡାଉନ୍‌...

ଟୁଇଟ କରି ମନେ ପକାଇଲେ ମୋଦୀ – ‘ଜରୁରୀସେବା ପାଇଁ କାମ କରୁଥିବା ଲୋକଙ୍କୁ ଧନ୍ୟବାଦ ଦେବା’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ଵାନରେ ଦେଶ ପାଳୁଛି ଜନତା କର୍ଫ୍ୟୁ। ଏହା ମଧ୍ୟରେ ଆଜି ସନ୍ଧ୍ୟା ୫ଟାରେ ଜରୁରୀ ସେବା ପାଇଁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ମନେ ପକାଇଛନ୍ତି...