ବନ୍ଦ ହେବ ଓ୍ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ଜାନୁଆରି ୧୪ରୁ ଓ୍ୱିଣ୍ଡୋ ୭ ଅପରେଟିଂ ସିଷ୍ଟମର ଅପଡେଟକୁ ମାଇକ୍ରୋସଫ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ଓ୍ୱିଣ୍ଡୋ ୭ ବ୍ୟବହାର କରୁଥିବା ପିସିକୁ ବଦଳାଇ ଓ୍ୱିଣ୍ଡୋ ୧୦ ଅପରେଟିଂ ସିଷ୍ଟମ ଥିବା...
ଫାଷ୍ଟଫୁଡରେ କ’ଣ ଥାଏ, ଯାହା ଶରୀର ପାଇଁ କ୍ଷତିକାରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫାଷ୍ଟଫୁଡ୍ ଶରୀର ପାଇଁ ହାନିକାରକ। ଏହା ତ ଆପଣମାନେ ଜାଣିଥିବେ। କିନ୍ତୁ ଫାଷ୍ଟଫୁଡରେ ଥିବା କେଉଁ ଜିନିଷ ଶରୀର ପାଇଁ କ୍ଷତିକାରୀ ତାହା ଜାଣିରଖନ୍ତୁ।
-ଫାଷ୍ଟଫୁଡରେ ଚଟପଟା ସ୍ୱାଦ ଯୋଗୁଁ କେବଳ ପିଲାମାନଙ୍କୁ...
କାକୁଡ଼ି ଖାଇବା ପରେ ପାଣି ପିଇବେ ନା ନାହିଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକାଂଶ ଲୋକ ଜାଣି ନଥିବେ କାକୁଡ଼ି ଖାଇବା ପରେ ପାଣି ପିଇବା ଉଚିତ୍ ନା ନାହିଁ। କାକୁଡ଼ିରେ ୯୫ ପ୍ରତିଶତ ପାଣି ଥିବାରୁ ଲୋକମାନେ ଗ୍ରୀଷ୍ମୠତୁରେ ଅଧିକ ସେବନ କରିଥାନ୍ତି।
କିଛି ବିଶେଷଜ୍ଞଙ୍କ...
ନିୟମିତ କଞ୍ଚା ଅମୃତଭଣ୍ଡା ଖାଇଲେ ହୋଇ ନଥାଏ ଏହି ସମସ୍ୟା
ଓଡ଼ିଶାଲାଇଭ ବ୍ୟୁରୋ
ସୁସ୍ଥ ଶରୀର ପାଇଁ ଅମୃତଭଣ୍ଡା ବେଶ ସହାୟକ ହୋଇଥିାଏ। ଗୁରୁତ୍ୱପୂର୍ଣ୍ଣ କଥା ପାଚିଲା ଅମୃତଭଣ୍ଡାଠାରୁ କଞ୍ଚା ଅମୃତଭଣ୍ଡାର ଉପାଦେୟତା ଢ଼େର ବେଶୀ। ଏଥିରେ ଭିଟାମିନ ଏ, ସି ଓ ଇ ଭରପୂର...
୪୦ ଟପିଲେ ମହିଳାମାନେ କାହିଁକି ସ୍ୱାସ୍ଥ୍ୟପ୍ରତି ଅଧିକ ଧ୍ୟାନ ଦେବା ଦରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରର ଦାୟିତ୍ୱ ଯୋଗୁଁ ବ୍ୟସ୍ତ ରହି ଅଧିକାଂଶ ସମୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଭୁଲି ଯାଇଥାନ୍ତି। ଏହାଯୋଗୁଁ ୪୦ ବର୍ଷ ହେବା ବେଳକୁ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ...
ବାରମ୍ବାର ଅଦା ଚା’ ପିଉଛନ୍ତି କି? ହୋଇପାରେ ଏହି ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସେ ଶୀତ ୠତୁ ହେଉ ବା ବର୍ଷା ୠତୁ ଅଧିକାଂଶ ସମୟରେ ଲୋକମାନେ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି। ତେବେ ସବୁ ସମୟରେ ଏହାକୁ ପିଇବା ଅନୁଚିତ୍। ଚା’ରେ ଆବଶ୍ୟକ...
ଦହି ଖାଆନ୍ତୁ – ମାନସିକ ଚାପରୁ ଲାଘବ ମିଳିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ, ବ୍ୟସ୍ତତା ଅନେକ ସମୟରେ ଲୋକମାନଙ୍କର ମାନସିକ ଚାପକୁ ବୃଦ୍ଧି କରୁଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାଦ୍ୱାରା ମାନସିକ ଅବସାଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏପରିସ୍ଥଳେ ନିଜ...
ଚର୍ବି ନିୟନ୍ତ୍ରଣ କରେ ପାନମଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଇବା ପରେ ଅନେକ ଲୋକଙ୍କର ପାନମଧୁରୀ ଖାଇବାର ଅଭ୍ୟାସ ରହିଛି। ଏହା ପାଚନ ଶକ୍ତିକୁ ବୃଦ୍ଧି କରିବା ସହିତ ମୁଖଦୁର୍ଗନ୍ଧକୁ କମ୍ କରିଥାଏ। ଆୟୂର୍ବେଦ ଅନୁସାରେ ପାନମଧୁରୀ ଖାଇବାର ଅନେକ ଉପକାରିତା...
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ଆମ୍ବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଆନ୍ତି। ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ...
କ୍ଷୀର ଥଣ୍ଡା ନା ଗରମ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ!
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ଷୀର ଗରମ ନା ଥଣ୍ଡା ପିଇବା ଭଲ, ତାହା ଅନେକଙ୍କ ମନରେ ପ୍ରଶ୍ନ ଥାଏ। କିଛି ଲୋକ ଏମିତି ବି ଭାବନ୍ତି ଯେ କ୍ଷୀର କେତେବେଳେ ପିଇବା ଦରକାର। କ୍ଷୀର ସ୍ୱାସ୍ଥ୍ୟ...





















