୩୦ ବର୍ଷ ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୦ ବର୍ଷ ପରେ ମହିଳାମାନେ ସାଧାରଣତଃ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିଥାନ୍ତି। ତେବେ ସାମାନ୍ୟ ଧ୍ୟାନ ଦେଲେ ଆପଣ ଏଥିରୁ ରକ୍ଷା ପାଇପାରିବେ।
ଘର ସମ୍ଭାଳିବା ସହିତ ଅଫିସରେ ପରିଶ୍ରମ...
ଗର୍ଭାବସ୍ଥାରେ ହେପାଟାଇଟିସରୁ କିପରି ପାଇବେ ରକ୍ଷା?
ଓଡ଼ିଶାଲାଇଭ ବ୍ୟୁରୋ
ସାଧାରଣତଃ ହେପାଟାଇଟିସ୍ ରୋଗୀମାନଙ୍କର ଚିକିତ୍ସା ସଫଳତାର ସହ ହୋଇଥାଏ। ମାତ୍ର ୫/୧୦ ପ୍ରତିଶତ କ୍ଷେତ୍ରରେ ଏହା ପ୍ରାଣଘାତକ ପାଲଟେ। କିନ୍ତୁ ଗର୍ଭାବସ୍ଥାରେ ହେପାଟାଇଟିସ୍ ହେଲେ ଗର୍ଭପାତର ଆଶଙ୍କା ଥାଏ। ସେଥିରୁ ରକ୍ଷା...
ଖରାଦିନେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ କାକୁଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନ ବାଇଁ ବେଶ ଉପକାରୀ କାକୁଡ଼ି। ଗରମ ଦିନରେ କାକୁଡି ଖାଇଲେ ଏହା ବିଭିନ୍ନ ସମସ୍ୟା ଦୂର କରିଥାଏ। କାକୁଡ଼ିର ମଞ୍ଜିରେ ଗରମ ଦୂର କରୁଥିବା ଗୁଣ ଥାଏ। ତେଣୁ ନିୟମିତ...
ଘଣ୍ଟାକୁ ୭କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଫନି’
ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଶାକୁ ‘ଫନି’ ଭୟ। ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ିଆସୁଛି ବାତ୍ୟା ‘ଫନି’ । ଭାରତୀୟ ପାଣିପାଗ ବିଭାଗର ସୂଚାନୁସାରେ ଫନି କେଉଁଠି ଲ୍ୟାଣ୍ଡଫଲ କରିବ ସ୍ପଷ୍ଟ ହୋଇନଥିବା...
ହାକୁଟିରୁ ଜାଣନ୍ତୁ ରୋଗ ବିଷୟରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଖାଇବା ପରେ ହାକୁଟି ଆସିଥାଏ। ହାକୁଟି ହେବାକୁ ଅନେକ ଲୋକ ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥିବାର ସଙ୍କେତ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ବାରମ୍ବାର ହାକୁଟି ଦେଲେ ଏହା...
ଆସୁଛି ବାତ୍ୟା, ହେଲେ ୧୧ ସହରରେ ୪୦ ଉପରେ ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗେଟେ ପଟେ ବାତ୍ୟା 'ଫନି'କୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନ୍ୟପଟେ ଗରମରୁ ନିସ୍ତାର ମିଳୁନି।...
ଶରୀର ପାଇଁ କେଉଁ ଖାଦ୍ୟ କେତେ ଜରୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟୁଟ୍ରିସନମାନଙ୍କ ଅନୁସାରେ ଆମ ଶରୀରରେ ରୋଗ ସୃଷ୍ଟି କରୁଥିବା ୧୦ଟି କାରଣ ମଧ୍ୟରୁ ୬ଟି କାରଣ ହେଉଛି ଖାଦ୍ୟପାନୀୟ ସମ୍ବନ୍ଧୀୟ। ତେଣୁ ପ୍ରତିଦିନ କେଉଁ ଖାଦ୍ୟକୁ କେତେ ପରିମାଣରେ ଖାଇବେ ତାହା...
‘ଫନି’ ମୁକାବିଲା ଲାଗି ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍
ଓଡ଼ିଶାଲାଇଭ ବ୍ୟୁରୋ
'ଫନି'ମୁକାବିଲା ଲାଗି ଅଧିକ ଫାୟର ୟୁନିଟ୍ ନିୟୋଜିତ କଲା ବିଭାଗ
'ଫନି' ମୁକାବିଲା ଲାଗି ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ଫାୟର ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।...
କେଉଁଠି ଲ୍ୟାଣ୍ଡଫଲ କରିବ ‘ଫନି’?
ଓଡ଼ିଶାଲାଇଭ ବ୍ୟୁରୋ
ଚେନ୍ନାଇ ଠାରୁ ୬୮୦ କିମି ଦୂରରେ ସାଇକ୍ନନିକ ଷ୍ଟର୍ମ ‘ଫନି’ କେନ୍ଦ୍ରୀଭୂତ ହୋଇଛି। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ କୁହାଯାଉଛି ଅପରାହ୍ନ ସୁଦ୍ଧା...
‘ଫନି’ ପାଇଁ ଗଞ୍ଜାମରେ ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି। ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ...





















