ଭୁବନେଶ୍ୱର କେୟାର ହସ୍ପିଟାଲରେ ପେନ୍ଲେସ ନି ରିପ୍ଲେସମେଣ୍ଟ ସର୍ଜରି
ଓଡ଼ିଶାଲାଇଭ୍ ହେଲ୍ଥ ବ୍ୟୁରୋ
[youtube https://www.youtube.com/watch?v=jWFDQ5MP9gg]
ସାଧାରଣତଃ ନି ରିପ୍ଲେସମେଣ୍ଟ ସର୍ଜରି ବା ଆଣ୍ଠୁ ପ୍ରତ୍ୟାରୋପଣ ଏକ ଜଟିଳ ଚିକିତ୍ସା। କେତେକ କ୍ଷେତ୍ରରେ ଏହି ଚିକିତ୍ସାରେ ସଫଳତା ମଧ୍ୟ ମିଳିନଥାଏ। ତା’ ଛଡ଼ା ଚିକିତ୍ସା ପରେ...
୪୦ ଟପିଲା ୧୧ଟି ସହର ତାପମାତ୍ରା, ଟିଟିଲାଗଡ଼ ୪୪ ଡିଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାପମାତ୍ରା ୪୪ ଡିଗ୍ରୀ ଟପିବା ସହ ଟିଟିଲାଗଡ଼ ଏବେ ତତଲାଗଡ଼ରେ ପରିଣତ ହେଲାଣି।
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ। ଆଞ୍ଚଳିକ ପାଣିପାଗ...
ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଜୁରି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ।
ଖଜୁରି ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ସୁସ୍ଥ...
୯ଟି ଜିଲ୍ଲାରେ ବଢ଼ିବ ତାପମାତ୍ରା, ପାଣିପାଗ ବିଭାଗର ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ୯ଟି ଜିଲ୍ଲାରେ ତାପମାତ୍ର ବଢ଼ିବ। ଏନେଇ ରାଜ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି।
ପାଣିପାଗ ବିଭାଗ ରାଜ୍ୟର...
ଆସୁଛି ବାତ୍ୟା ଫାନି, ଓଡ଼ିଶାରେ ପଡ଼ିବନି ପ୍ରଭାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଡିପ୍ରେସନର ରୂପ ନେଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଡିପ ଡିପ୍ରେସନର ରୂପ ନେବ। ଏବେ ଏହା ଚେନ୍ନାଇରୁ...
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ଏହିସବୁ ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଘଟିଲେ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଯଦି ବି କୌଣସି ରୋଗ ହୁଏ ତାହା ସହଜରେ ଭଲ ହୋଇ ନ ଥାଏ।...
ମହୁ ଖାଉଥିଲେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ମହୁରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଯେଉଁଥିପାଇଁ ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ମହୁ ଖାଇବା ବେଳେ କିଛି କଥା ପ୍ରତି ଦୃଷ୍ଟି ଦିଅନ୍ତୁ,...
୧୧ ସହରରେ ୪୦ ଟପିଲା ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗରମ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସନ୍ଧ୍ୟାରେ କେତେକ ସ୍ଥାନରେ କାଳ ବୈଶାଖୀ ବର୍ଷା ହେଉଛି। ଶନିବାର ସନ୍ଧ୍ୟା...
ଖରାଦିନେ ରୋଗମୁକ୍ତ ରହିବା ପାଇଁ ଆପଣାନ୍ତୁ ମଡ୍ ଥେରାପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନ ପାଇଁ ମଡ୍ ଥେରାପି ଅତ୍ୟନ୍ତ ଉପଯୋଗୀ। ଗରମ ଲାଗି ହେଉଥବୋ ବିଭିନ୍ନ ସମସ୍ୟାରୁ ଏହି ମୁକ୍ତି ଦେଇଥାଏା ତ୍ୱଚାକୁ ସୁରକ୍ଷିତ ରଖିବା ସହ ଏହା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ...
ଆସୁଛି ବାତ୍ୟା ଫାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ଫାନି। ଏନେଇ ତାମିଲନାଡ଼ୁରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ଓ ମେ’୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଏହାର ପ୍ରଭାବ ଓଡ଼ିଶା...





















