ପେଟ ଚର୍ବି କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ...
ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ କରଞ୍ଜ: ବଢିପାରେ ଚୀନ ଓ ପାକିସ୍ତାନର ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୋର୍ପିଅନ୍ ଶ୍ରେଣୀର ବୁଡା ଜାହାଜ 'ଆଇଏନ୍ଏସ୍ କରଞ୍ଜ' ନୌସେନାରେ ସାମିଲ
ମାଜଗୋନ ଡକ୍ରେ ନୌସେନାରେ ସାମିଲ ହେଲା ସ୍କୋର୍ପିଅନ୍ ଶ୍ରେଣୀର ବୁଡା ଜାହାଜ ଆଇଏନ୍ଏସ୍ କରଞ୍ଜ। ଗୁପ୍ତରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ...
ବୁଧବାର ଚନ୍ଦ୍ରଗ୍ରହଣ: ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ରାତିରେ ଏକାସାଙ୍ଗରେ ଦେଖିବାକୁ ମିଳିବ ସୁପରମୁନ୍, ବ୍ଲୁ ମୁନ୍ ଏବଂ ଚନ୍ଦ୍ରଗ୍ରହଣ। ଏହି ମହାଜାଗତିକ ଦୃଶ୍ୟକୁ ବୈଜ୍ଞାନିକମାନେ କହୁଛନ୍ତି 'ସୁପର ବ୍ଲୁ ବ୍ଲଡ ମୁନ୍'।
ବୁଧବାର ହେଉଛି ମାଘ ପୂର୍ଣ୍ଣିମା। ଏହିଦିନ...
ଆପଣ ବି ହୋଇପାରିବେ ସାମ୍ବାଦିକ: ଲଞ୍ଚ୍ ହେବ ବୁଲେଟିନ୍ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ୍ ହେବାକୁ ଯାଉଛି ବୁଲେଟିନ୍ ଆପ୍। ଏହି ଆପ୍ ସହାୟତାରେ ୟୁଜର୍ସ ନିଜ ସହରର ଖବରକୁ ତତ୍କ୍ଷଣାତ୍ ସାରା ବିଶ୍ଵରେ ପହଞ୍ଚାଇପାରିବେ।
ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଗୁଗୁଲ୍...
ସାବଧାନ! ମୋବାଇଲ ଫୋନକୁ ଆଟାକ୍ କରିପାରେ ମାଲୱାର ଭାଇରସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଏପରି ଏକ ମାଲୱାର ଭାଇରସ୍ ଆସିଛି। ଯାହା ଫୋନ୍କୁ ତରଳାଇ ଦେଇ ପାରେ ବା ଫୋନ୍ ବ୍ୟାଟେରୀରେ ବିସ୍ପୋରଣ କରିପାରେ। ଅନେକ ଭାବୁଥିବେ ଫୋନ୍ ବ୍ୟାଟେରୀ କିପିରି ଫାଟିବ। ଏହି...
ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=zGEhcZsPoDY]
ସର୍ବଭାରତୀୟ ୬୧ ତମ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ
ଦୀର୍ଘ ୧୬ବର୍ଷ ପରେ ଓଡ଼ିଶାରେ ତୃତୀୟଥର ପାଇଁ ଏହି ସମ୍ମିଳନୀ
ସବୁ କ୍ଷେତ୍ରରେ ଜାତୀୟ ହାରଠାରୁ...
ଅଗ୍ନି-୫ର ସଫଳ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଷ୍ୟଭେଦ କ୍ଷମତା ୫ହଜାର କିଲୋମିଟର
ଚୀନର ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫କୁ ଟକ୍କର ଦେବାକୁ ସକ୍ଷମ
ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଅବଦୁଲ କଲାମ ଦୀପରୁ ଗୁରୁବାର ହୋଇଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର...
ସିଟ୍ ବେଲ୍ଟ ପିନ୍ଧି ନଥିଲେ ଖୋଲିବନି ଏୟାରବ୍ୟାଗ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
କୌଣସି ଦୁର୍ଘଟଣା ବେଳେ ଚାରିଚକିଆ ଯାନରେ ଚାଳକ ଓ ସହଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଥିବା ଏୟାରବ୍ୟାଗ୍ ନ ବାହାରିବା ନେଇ ବାରମ୍ବାର ପ୍ରଶ୍ନ ଉଠାଯାଉଛି। ତେବେ ବିଶେଷଜ୍ଞମାନେ ସ୍ପଷ୍ଟ କରିଦେଇଛନ୍ତି ଯେ...
ମହାକାଶରେ ଆଉ ଏକ ସୂର୍ଯ୍ୟ ଠାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡେନମାର୍କର ବୈଜ୍ଞାନିକମାନେ ମହାକାଶରେ ଆଉ ଏକ ସୂର୍ଯ୍ୟ ଠାବ କରିଛନ୍ତି। ପୃଥିବୀ ପୃଷ୍ଠଠାରୁ ୧୨୦ ଆଲୋକବର୍ଷ ଦୂରତାରେ ଏହି ନକ୍ଷତ୍ରକୁ ଠାବ କରାଯାଇଛି। ଏହା ସୂର୍ଯ୍ୟଭଳି ବିଭିନ୍ନ ରାସାୟନିକ ପଦାର୍ଥରେ ଗଠିତ...
ଇସ୍ରୋର ନୂଆବର୍ଷ ଭେଟି: ମହାକାଶକୁ ଗଲା ୧୦୦ତମ ସାଟେଲାଇଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଆଉ ଏକ ଇତିହାସ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଇସ୍ରୋ ଆଜି ଉତକ୍ଷେପଣ କରିଛି ଦେଶର ୧୦୦ତମ ସାଟେଲାଇଟ୍। ପିଏସ୍ଏଲ୍ଭି-୪୦ ସାହାଯ୍ୟରେ...





















