Science & Technology

ଚାନ୍ଦିପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ରଘାଟିରୁ ମଙ୍ଗଳବାର 'ବ୍ରହ୍ମୋସ' କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ୪୫୦ କିଲୋମିଟର ଦୂରବର୍ତ୍ତୀ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ସଫଳତାର ସହ...

ରାଜଧାନୀରେ ସୁଧୁରିବ ମୋବାଇଲ ନେଟଓ୍ୱର୍କ ସମସ୍ୟା, ଜାଣନ୍ତୁ କେମିତି ପାଇବେ ଫୋନ କଲ-ଇଣ୍ଟରନେଟ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଫନି ପରେ ରାଜଧାନୀ ଭୁବନେଶ୍ୱରରେ ପ୍ରମୁଖ ସମସ୍ୟା ସାଜିଛି ମୋବାଇଲ ନେଟଓ୍ୱର୍କ। ନେଟଓ୍ୱର୍କ ଟିକେ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି ଲୋକେ। ଏହି ସମସ୍ୟାକୁ ଆଖି ଆଗରେ ରଖି ଏକାଠି ହୋଇଛନ୍ତି...

ବାତ୍ୟା ସମୟରେ ଓଡ଼ିଶା ଆଇଟି ଶିଳ୍ପର ମାନ ରଖିଲା ଏସ୍‌ଟିପିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୟଙ୍କର ବାତ୍ୟା ଫନି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ସମେତ ସ୍ମାର୍ଟସିଟି ଭୁବନେଶ୍ୱରକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ବାତ୍ୟା ପ୍ରଭାବରେ ବିଜୁଳି, ପାଣି, ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ...

ଜିଓ ଧମାକା – ୬୦୦ ଟଙ୍କାରେ ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଟିଭିର ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ ସେବା ପ୍ରଦାନ କ୍ଷେତ୍ରରେ ଧମାଲ ମଚାଉଥିବା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଦୂରସଞ୍ଚାର କମ୍ପାନି ପୁଣି ଏକ ଧମାକାଦାର ଅଫର ଆଣିବାକୁ ଯାଉଛି। ବ୍ରଡବ୍ରାଣ୍ଡ, ଲ୍ୟାଣ୍ଡଲାଇନ ଫୋନ୍ ଏବଂ ଡିଟିଏଚ୍...

ଏଣିକି ଜିଓ ଉପଭୋକ୍ତା ବିମାନରେ ବ୍ୟବହାର କରିପାରିବେ ଫେସବୁକ, ଟୁଇଟର

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁଠୁ ଶସ୍ତା ଏବଂ ମାଗଣା କଲ୍ ସୁବିଧା ଯୋଗାଇ ଦେଇ ଟେଲିକମ୍ ଇଣ୍ଟଷ୍ଟ୍ରୀରେ ଧମାଲ ମଚାଉଥିବା ରିଲାଏନ୍ସ ଜିଓ ତରଫରୁ ଖୁବଶୀଘ୍ର ନୂଆ ସୁବିଧା ଯୋଗାଇ ଦେବା ନେଇ ଯୋଜନା ଚାଲିଛି।...

ଆସିଲା ୫-ଜି  ଜମାନା, ଦକ୍ଷିଣ କୋରିଆରେ ଆରମ୍ଭ ହେଲା ୫-ଜି ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସିଲା ୫-ଜି  ଜମାନା। ସାରା ବିଶ୍ୱରେ ଦକ୍ଷିଣ କୋରିଆ ପ୍ରଥମ ଦେଶ ଭାବେ ୫-ଜି ସେବା ଆରମ୍ଭ କରିଛି। ୫-ଜି ସେବା ପ୍ରଥମେ ଆରମ୍ଭ କରିବା ପାଇଁ ଦକ୍ଷିଣ କୋରିଆ, ଚୀନ...

ହ୍ୱାଟ୍ସଆପର ଗାଇଡ୍‌ଲାଇନ୍‌: ମିଛ ଖବର ଦେଖିଲେ ଏହି ନମ୍ବରରେ କଲ୍‌ କରନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସ୍ଆପ୍’ ଜାରି କରିଛି ଗାଇଡ୍‌ଲାଇନ୍‌। ଏଣିକି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ବିନା ଅନୁମତିରେ କାହାକୁ ଆଡ କରିପାରିବେନି ବ୍ୟବହାରକାରୀ। ଏହାସହ ଏକସଙ୍ଗେ ୫ରୁ ଅଧିକ ଲୋକଙ୍କୁ ପଠାଇପାରିବେନି ମେସେଜ୍‌। ହ୍ୱାଟ୍ସଆପ୍‌...

କଂଗ୍ରେସକୁ ଝଟକା, ୬୭୮ ଆକାଉଣ୍ଟ ଡିଲିଟ୍‌ କଲା ଫେସବୁକ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ସୋସିଆଲ ମିଡିଆ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଲାଗିଛି। ଏହି ପରିପେକ୍ଷୀରେ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ଲାଗିଛି ଏକ ବଡ଼ ଧରଣର ଝଟକା। କଂଗ୍ରେସର...

ଆଣ୍ଟି ସାଟେଲାଇଟ୍‌ ମିସାଇଲ୍‌ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଆଣ୍ଟି ସାଟେଲାଇଟ୍‌ ମିସାଇଲ୍‌। ବୁଧବାର ଏହାକୁ ସଫଳ ପରୀକ୍ଷଣ କରି ଭାରତ ବନିଯାଇଛି ସାରା ବିଶ୍ୱରେ ଚତୁର୍ଥ ମହାଶକ୍ତି ଦେଶ। ମିଶନ ଶକ୍ତି ଜରିଆରେ...

ଆରବିଆଇ କଲା ସାବଧାନ- ଏହି ଆପ୍‌ ଫୋନ୍‌ରେ ଥିଲେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେବ ଗାଏବ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନଲାଇନ୍‌ରେ ଠକେଇ କରିବାର ନୂଆ ନୂଆ ଉପାୟ ସାମ୍ନାକୁ ଆସୁଛି। ଏବେ ଏମିତି ଏକ ଆପ୍‌ ଆସିଛି ଯାହାକୁ ମୋବାଇଲ୍‌ରେ ଇନଷ୍ଟଲ କରିବାକ୍ଷଣି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍‌ହୋଇଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ...