ଲଞ୍ଚ୍ ହେଲା ‘ଭିଭୋ ଭି-୧୫ ପ୍ରୋ’ ସ୍ମାର୍ଟଫୋନର ଟିଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ନିକଟରେ ତା’ର ‘ଭିଭୋ ଭି-୧୫ ପ୍ରୋ’ ଟିଜର ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ ଫେବ୍ରୁଆରି ୨୦ରେ ରାଜଧାନୀ ଦିଲ୍ଲୀରେ ଲଞ୍ଚ ହେବ। କମ୍ପାନି ଏହି...
ଭାରତରୁ ବିଦା ହୋଇପାରେ ହ୍ୱାଟ୍ସଆପ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର। ଭାରତରୁ ବିଦା ହୋଇପାରେ ହ୍ୱାଟ୍ସଆପ୍। ହ୍ୱାଟ୍ସଆପ୍ ଓ ଭାରତ ସରକାରଙ୍କ ମଧ୍ୟରେ ଗତ ବର୍ଷଠାରୁ ବିବାଦ ଲାଗି ରହିଥିଲା। ତେବେ ଏହି ବିବାଦର ଅନ୍ତ...
‘ଜିସ୍ୟାଟ୍-୩୧’ର ସଫଳ ଉତ୍କ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ସକାଳେ ଭାରତର ୪୦ତମ ଯୋଗାଯୋଗ ସାଟେଲାଇଟ୍ 'ଜିସ୍ୟାଟ୍-୩୧'ର ଉତ୍କ୍ଷେପଣ ସଫଳ ହୋଇଛି। ଏହି ସାଟେଲାଇଟ୍କୁ ଭାରତ ବାହାରେ ଫ୍ରେଞ୍ଚ ଗୁଏନାଠାରେ ଉତ୍କ୍ଷେପଣ କରାଯାଇଥିଲା। ୨୦୧୯ ମସିହାରେ ଇସ୍ରୋ ପକ୍ଷରୁ ଏହା...
ଆଜିଠୁ ଲାଗୁ ହେବ ନୂଆ ଡିଟିଏଚ୍ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଆଜିଠୁ ଲାଗୁ ହେବ ନୂଆ ଡିଟିଏଚ୍ ଟାରିଫ ବ୍ୟବସ୍ଥା। ଏଣିକି ଦର୍ଶକ ନିଜ ମନ ପସନ୍ଦର ଚ୍ୟାନେଲ ପାଇଁ ଟଙ୍କା ଦେବେ। ଯେଉଁ...
ସାଓମି ଲଞ୍ଚ କଲା ‘ରେଡ୍ମି ଗୋ’ ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ କମ୍ପାନି ସାଓମିର ସବୁଠାରୁ ବଡ଼ ବ୍ରାଣ୍ଡ ରେଡ୍ମି ତା’ର ‘ରେଡ୍ମି ଗୋ’ ସ୍ମାର୍ଟଫୋନ ଲଞ୍ଚ କରିଛି। ରେଡ୍ମି ଗୋ’ ସ୍ମାର୍ଟଫୋନରେ ଗ୍ରାହକ ଏଣ୍ଡ୍ରୋଏଡ ଗୋ ଅପରେଟିଂ ସିଷ୍ଟମକୁ ବ୍ୟବହାର କରିପାରିବେ।...
ଯଦି ଏଯାଏଁ ବାଛି ନାହାନ୍ତି ନିଜ ପସନ୍ଦର ଚ୍ୟାନେଲ, ଆପଣାନ୍ତୁ ଏହି ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୂରସଂଚାର ନିୟାମକ (ଟ୍ରାଇ)ର ନୂଆ ନିୟମ। ଉପଭୋକ୍ତା ନିଜ ପସନ୍ଦର ଚ୍ୟାନେଲ ବାଛିବା ଲାଗି ୩୧ ଜାନୁଆରି ସମୟ ଦେଇଛି ଟ୍ରାଇ। ଏହା ସହିତ ପ୍ରସାରଣ ଓ କେବୁଲ ସେବା ଲାଗି...
ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଜିଓରେଲ୍ ଆପ୍ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଓ ଫୋନ୍ ଏବେ ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ଅଫର। ଭାରତୀୟ ଗ୍ରାହକଙ୍କୁ ଆଉ ଟ୍ରେନ୍ ଟିକେଟ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବନି କିମ୍ବା ଟିକେଟ ବୁକିଙ୍ଗ ପାଇଁ ଏଜେଣ୍ଟକୁ...
ଏଣିକି ହ୍ୱାଟ୍ସ୍ଆପ୍’ରେ ଆପେ ଆପେ ଟାଇପ୍ ହୋଇଯିବ ମେସେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସ୍ ଆପ୍’ ଏବେ ଅପଡେଟ୍ ହୋଇଛି। ଏହି ଅପଡେଟ୍ କିଛି ନୂଆ ଫିଚର୍ ରହିଛି। ଏହି ଫିଚର୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜର୍ସଙ୍କ ପାଇଁ ରହିଛି।...
୫୬ କୋଟି ଟଙ୍କାର ସବୁଠୁ ମହଙ୍ଗା ଫୋନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ ଫୋନର ଦାମ ୫୬ କୋଟି ଟଙ୍କା। କାନକୁ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ। ବିଶ୍ୱର ସବୁଠୁ ମହଙ୍ଗା ଫୋନର ଦାମ ୫୬ କୋଟି ଟଙ୍କା। କିଛି...
ଏଣିକି ଜିଓ ଟିଭିରେ ୧୬ଟି ଓଡ଼ିଆ ଚ୍ୟାନେଲ ଦେଖିପାରିବେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଓ ଟିଭି ଏବେ ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ଅଫର। ଏବେ ଜିଓ ଟିଭି ଆଣିଛି ୧୬ଟି ଓଡ଼ିଆ ଚ୍ୟାନେଲ୍। ଏଣିକି ମାଗଣାରେ ଜିଓ ଉପଭୋକ୍ତାମାନେ ଜିଓ ଟିଭି ଆପ୍ରେ ଦେଖିପାରିବେ...





















