ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ଓଡ଼ିଶାର ସ୍ନୋ ଗାର୍ଲ ରଞ୍ଜିତା ବେହେରାଙ୍କ କମାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାମ୍ମୁ ଏବଂ କାଶ୍ମୀରର ଗୁଲମାର୍ଗଠାରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ତୃତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଝିଅ ରଞ୍ଜିତା ବେହେରା...

ବିଦେଶରେ ଚମକିଲେ ନବରଙ୍ଗପୁରର ବାପା-ପୁଅ: ଅନ୍ତର୍ଜାତୀୟ କରାଟେ ଓ କୋବୁଡୋରେ ଉଭୟଙ୍କୁ ସ୍ୱର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ବିଦେଶରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ସେନସାଇ ଶରତ କୁମାର ରାଉତ ଏବଂ ତାଙ୍କ ପୁଅ ସନ୍ଦୀପ କୁମାର ରାଉତ। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ...

ତୁର୍କୀ ଓ ସିରିଆରେ ଜାରି ରହିଛି ଭାରତର ଉଦ୍ଧାର ଅଭିଯାନ ‘ଅପରେସନ ଦୋସ୍ତ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ଭୂମିକମ୍ପ ପାଇଁ ଧ୍ଵଂସସ୍ତୂପରେ ପରିଣତ ହୋଇଛି ତୁର୍କୀ ଓ ସିରିଆ। ଏ ପର୍ଯ୍ୟନ୍ତ ଦୁଇ ଦେଶରେ ପ୍ରାୟ ୪୦ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏବେ ଏହି ଦୁଇ ଦେଶରେ...

ନବ ଦାସ ହତ୍ୟା ଘଟଣା: ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡାରୁ ଚୌଦ୍ୱାର ଜେଲ ସ୍ଥାନାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଉପକାରାଗାରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ...

ପୁଲଓ୍ୱାମା ଆକ୍ରମଣକୁ ୪ ବର୍ଷ, ମନରୁ ଲିଭୁନି ଛାତିଥରା ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଲଓ୍ୱାମା ଆକ୍ରମଣକୁ ପୂରିଲା ୪ ବର୍ଷ। ହେଲେ ଆଜିବି ମନରୁ ଲିଭୁନି ସେହି ଛାତିଥରା ଘଟଣା। ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଜଣ ସିଆରପିଏଫ୍‌ ଯବାନ। ଆଜି...

ଆଦାନୀ ମାମଲାର ତଦନ୍ତ କରିବ ଏକ୍ସପର୍ଟ କମିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରଠାରୁ ଦେଶରେ ଆର୍ଥିକ ଓ ରାଜନୈତିକ ସ୍ତରରେ ଚହଳ ସୃଷ୍ଟି ହୋଇଛି। ଅଭିଯୋଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଜନସ୍ଵାର୍ଥ...

ଦିଲ୍ଲୀ ବିବିସି କାର୍ଯ୍ୟାଳୟରେ ଆୟକର ଟିମ୍: ଆରମ୍ଭ ହେଲା ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ବିବାଦୀୟ ଡକ୍ୟୁମେଣ୍ଟାରି ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ବିବିସିର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ଆୟକର ବିଭାଗର ଏକ ଟିମ ପହଞ୍ଚିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି...

ଓଡ଼ିଶାର ସହରାଞ୍ଚଳରେ ସର୍ବସାଧାରଣ ଶୌଚାଳୟ ବ୍ୟବହାର ହେଲା ମାଗଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସହରାଞ୍ଚଳରେ ସର୍ବସାଧରଣଙ୍କ ଲାଗି ରହିଥିବା ଶୌଚାଳୟଗୁଡ଼ିକୁ ଏଣିକି ଲୋକେ ମାଗଣାରେ ବ୍ୟବହାର କରିପାରିବେ। ସୋମବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକଙ୍କ...

ପ୍ରେମ ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍ସ ଡେ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରେମ ଏକ ଶାଶ୍ୱତ ଅନୁଭବ। ଦୁଇଟି ମନର ନିଆରା ବନ୍ଧନ। ଅଢ଼େଇ ଅକ୍ଷରରେ ଗଢ଼ା ଏହି ସମ୍ପର୍କ ଦୁଇଟି ମନ ଏବଂ ପ୍ରାଣକୁ ଏକାଠି କରିଦିଏ। ସେହି ପ୍ରେମର ମଧୂର ସମ୍ପର୍କକୁ...

ବିମାନ ଇନ୍ଧନରେ ଲାଗୁଥିବା ଭାଟକୁ ୧ ପ୍ରତିଶତକୁ ହ୍ରାସ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରିଜିଓନାଲ କନେକ୍ଟିଭିଟି ସ୍କିମ୍‌ ଅନ୍ତର୍ଗତ ବିମାନ ଇନ୍ଧନ ଉପରେ ଲାଗୁଥିବା ଭାଟକୁ ୧ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମସ୍ତ ବିମାନବନ୍ଦରରୁ ଅଧିକ ବିମାନ ଉଡ଼ାଣକୁ...