ଦିଲ୍ଲୀରେ ହେବ ଆପ୍-କଂଗ୍ରେସ ମେଣ୍ଟ, ଏକାଠି ଲଢ଼ିବେ ଲୋକସଭା ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ଦିଲ୍ଲୀ ରାଜନୀତି। ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆମ ଆଦମୀ ପାର୍ଟି (ଆପ) ଏବଂ କଂଗ୍ରେସ। ଦିଲ୍ଲୀରେ ଆପ-କଂଗ୍ରେସ ମେଣ୍ଟ କରିବାକୁ ସହମତି ପ୍ରକାଶ...

ହିଂସାତ୍ମକ ହେଉଛି କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ, ପଞ୍ଜାବ-ହରିଆଣା ସୀମାରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦାବି ନେଇ ଏକାଧିକ କୃଷକ ସଂଗଠନ ଆରମ୍ଭ କରିଥିବା ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି। ଏଥିରେ ହରିଆଣା ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଜଣେ...

ଓଡ଼ିଶାରେ ହିଟ ଓ୍ଵେଭ୍ ନେଇ ଆଗୁଆ ସତର୍କ କରାଇଲେ ଏସଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେଠାରୁ ଅସହ୍ୟ ହେଲାଣି ତାତି। ଫେବ୍ରୁଆରି ମାସରୁ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବାରୁ ଆଗକୁ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ହିଟ...

ଏଥର ଓଡ଼ିଶାରେ ସରକାର ଗଢ଼ିବ ବିଜେପି – ରାଜନାଥ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେପି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଦକ୍ଷିଣ ଓ ପଶ୍ଚିମ...

ବାରବାଟୀ ଷ୍ଟାଡିୟମର ନବକଳେବର: ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା, ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରିକେଟର ଏନ୍ତୁଡ଼ିଶାଳ କଟକ ବାରବାଟୀ ଷ୍ଟାଡିୟମର ନବକଳେବର ହେବାକୁ ଯାଉଛି। ବର୍ତ୍ତମାନର ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସେହି ସ୍ଥାନରେ ଏକ ଅତ୍ୟାଧୁନିକ ବିଶ୍ଵସ୍ତରୀୟ ଷ୍ଟାଡିୟମର ନିର୍ମାଣ କରାଯିବ। ଏଥିରେ ପ୍ରାୟ...

ଜନଜାତି ସମ୍ପ୍ରଦାୟଙ୍କ ଉପରେ ଥିବା ଛୋଟ ମାମଲା ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଜନଜାତି ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ହୋଇଥିବା ଛୋଟ ଛୋଟ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ, ଅବକାରୀ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ...

ବାଲେଶ୍ୱର, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଆଉ ୫ଟି ଜିଲ୍ଲାରେ ଚାଲିଲା ଲକ୍ଷ୍ମୀ ବସ୍ ଯାତାୟତ ସୁବିଧା ପାଇବେ ୫ଟି ଜିଲ୍ଲାର ୧,୦୫୭ଟି ଗ୍ରାମ ପଞ୍ଚାୟତର ଲୋକ ସ୍ଵୟଂସହାୟକ ଗୋଷ୍ଠୀ ମା’ ମାନଙ୍କୁ ଲକ୍ଷ୍ମୀ ବସ ପରିଚାଳନା ଦାୟିତ୍ଵ ବାଲେଶ୍ୱର, ନୂଆପଡ଼ା,...

ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସ ୨୦୨୪: ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ (ଅଭିଷେକ ରାୟ): ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ‘ଆଲପାଇନ ସ୍କିଙ୍ଗ୍‌’ରେ ନିଜର...

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା। ଫେବ୍ରୁଆରି ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ମେଳା ଚାଲିବ। ମେଳା ପାଇଁ ସଜେଇ...

ଓଡ଼ିଶାରେ ଏବେଠୁ ଅସହ୍ୟ ହେଲାଣି ତାତି, ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଅସହ୍ୟ ହେଲାଣି ତାପମାତ୍ରା। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ ଏବେଠୁ ପ୍ରସ୍ତୁତ ହୋଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ଅଂଶୁଘାତର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସମସ୍ତ...