ସଂସଦ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ, ଏବେ ସିଆଇଏସଏଫକୁ ମିଳିବ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ସୁରକ୍ଷା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଏବେ ସଂସଦ ପରିସରର ସାମଗ୍ରିକ ସୁରକ୍ଷା ଦାୟିତ୍ଵ ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ (ସିଆଇଏସଏଫ୍‌) ଉପରେ ରହିବ। ସିଆଇଏସଏଫକୁ ଏହି ଦାୟିତ୍ଵ...

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଭୁବନେଶ୍ଵର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ପ୍ରଶାନ୍ତ ଗନ୍ତାୟତଙ୍କର ଭୁବନେଶ୍ଵର,...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜି ପ୍ରଥମେ ମହାପ୍ରଭୁଙ୍କୁ କରାଯିବ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପ୍ରଥମେ ବଡ଼ଠାକୁରଙ୍କୁ କରାଯିବ ନିମନ୍ତ୍ରଣ। ଏଥିପାଇଁ ଗୁରୁବାର ଅପରାହ୍ଣରେ ମହାପ୍ରଭୁଙ୍କ ନିକଟରେ ନିମନ୍ତ୍ରଣ ପତ୍ର ଅର୍ପଣ କରାଯିବ। ଏହାପରେ ଅନ୍ୟ ଧାର୍ମିକ ଅନୁଷ୍ଠାନ...

ଓଡ଼ିଶାକୁ ଥରଉଛି ଶୀତ, ଜି. ଉଦୟଗିରିରେ ରାତି ତାପମାତ୍ରା ୪ ଡିଗ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ତଳମୁହାଁ ହୋଇଛି ପାରଦ। ଚଳିତ ଋତୁରେ ପ୍ରଥମ ଥର ପାଇଁ ଟ୍ଵିନସିଟିରେ ପାରଦ ୧୨ ଡିଗ୍ରୀ ଛୁଇଁଛି। ଆହୁରି ଦୁଇଦିନ...

ଆଜି ମାଣବସା ଶେଷ ଗୁରୁବାର, ଉତ୍ସବମୁଖର ସାରା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମାଣବସା ଶେଷ ଗୁରୁବାର। ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଆଜିର ଦିନରେ ଘରେ ଘରେ ଧାନ ମେଣ୍ଟା ବା ‘ଧାନବେଣୀ’କୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ...

ଚିନ୍ତା ବଢ଼ାଉଛି କୋଭିଡ୍‌: ଗତ ୨୪ ଘଣ୍ଟା ସାରା ଭାରତରେ ୩୫୮ ନୂଆ ଆକ୍ରାନ୍ତ, ୬ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପୁଣି ଚିନ୍ତା ବଢ଼ାଉଛି କୋଭିଡ୍‌-୧୯। ସାରା ଦେଶରେ ଏବେ କୋଭିଡ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ...

ଆଇପିସି ଓ ସିଆରପିସି ବିଲରେ ସଂଶୋଧନ: ଭିଡ଼ ହିଂସା ପାଇଁ ମୃତ୍ୟୁଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ “ବ୍ରିଟିଶ ଶାସନ ଅମଳରୁ ପ୍ରଚଳିତ ଭାରତୀୟ ଅପରାଧୀକ ଆଇନରେ ପରିବର୍ତ୍ତନ ହୋଇଛି। ନୂଆ ଆଇନରେ ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଏହା...

ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ସୁଧୁରୁଛି – ଶାଳିନୀ ପଣ୍ଡିତ

ଓଡ଼ିଶାଲାଇଭ୍ ବ୍ୟୁରୋ “ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ସୁଧୁରୁଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ନୂଆ ରୋଗୀଙ୍କ ଅବସ୍ଥା ପୂର୍ବପରି ଆଉ ଗୁରୁତର ହେଉନାହିଁ। ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଶୀଘ୍ର ଭଲ ହୋଇ ଘରକୁ ଫେରୁଛନ୍ତି। ଆସନ୍ତା...

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩: ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମିଳିବ ଖେଳରତ୍ନ...

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବର୍ଷ ୨୦୨୩ ପାଇଁ ଘୋଷଣା କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର। ଏଥିରେ ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ...

କେନ୍ଦ୍ରାପଡ଼ା କେରେଡ଼ାଗଡ଼ର ବିକାଶ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା କେରେଡ଼ାଗଡ଼ର ବିକାଶ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ କେରେଡ଼ାଗଡ଼ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ କେରାଡ଼ାଗଡ଼ ଗ୍ରାମ ପଞ୍ଚାୟତ ପୋଖରୀର...