ବଜ୍ରକାପ୍ତ ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ, ଦୁଇ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ା): ବ୍ରହ୍ମପୁର-ରୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ନିକଟ ଅଖୁସିଙ୍ଗି ଛକ ନିକଟରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଡିଲ ହେଉଥିବାବେଳେ ଚଢ଼ଉ କରିଲା ଏସଟିଏଫ। ଚଢ଼ଉ ବେଳେ ଗୋଟିଏ ଜୀବନ୍ତ...
ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟୁଆର୍ କୋଡ୍ ସ୍କାନ କରି ଜାଣିହେବ ଅଣ୍ଡାର ଉତ୍ପାଦନ ତାରିଖ ଓ ଗୁଣବତ୍ତା
ଡ୍ରାଏ କ୍ଲିନ୍, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପଦ୍ଧତିର ପ୍ରୟୋଗ
ଦିନକୁ ୧୦ ଲକ୍ଷ ଅଣ୍ଡା...
ଏପିଜେ ଅବଦୁଲ କଲାମ ଦ୍ଵୀପରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା: ଜାନୁଆରିରୁ ମାର୍ଚ୍ଚ ଯାଏଁ ବନ୍ଦ ରହିବ କ୍ଷେପଣାସ୍ତ୍ର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକର ଏପିଜେ ଅବଦୁଲ କଲାମ ଦ୍ଵୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଅଳ୍ପ ସମୟ ପାଇଁ ରୋକ୍ ଲଗାଇବ ଡିଆରଡିଓ। ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ଏହି ପଦକ୍ଷେପ...
ମଦ ବ୍ୟବସାୟୀଙ୍କ ଟଙ୍କା ପାହାଡ଼, ଗଣିଗଣି ମେସିନ ଅଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟକର ଫାଙ୍କିବା ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା ଆୟକର ବିଭାଗ। ଏହି ଚଢ଼ଉ ବେଳେ ଆୟକର ବିଭାଗକୁ ଯେତିକି ନଦଗ ଟଙ୍କା ମିଳିଲା ତାହା ସମସ୍ତଙ୍କୁ...
ଆତଙ୍କବାଦୀ ଲିଙ୍କ ଅଭିଯୋଗ: ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ରୁ ଅଧିକ ସ୍ଥାନରେ ‘ଏନଆଇଏ’ ଚଢ଼ଉ, ୧୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଇନଭେସ୍ଟିଗେସନ ଏଜେନ୍ସି (ଏନଆଇଏ) ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛି। ଏଥିରେ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ୍’ ଓ ଅଲ-କାଏଦା ସହ ସମ୍ପର୍କ ରଖିବା ଅଭିଯୋଗରେ...
ଖୋଲିବ ପାରାଦୀପ ବନ୍ଦରରେ ଜାହାଜରୁ ମିଳିଥିବା ୨୨୦ କୋଟି ଟଙ୍କାର ‘କୋକେନ’ ରହସ୍ୟ, ସହଯୋଗ ପାଇଁ ଆସିଲେ ଅନୁବାଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଖୁବ ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବାକୁ ଯାଉଛି। ଭାଷାଗତ...
ଝାରସୁଗୁଡ଼ା: ଭୁଶୁଡ଼ିଲା ଓପିଜିସି ପାଉଁଶ ପୋଖରୀ, ଆଖପାଖ ଅଞ୍ଚଳରେ ଚାଷଜମି ନଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ାର ବନହରପାଲିସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର (ଓପିଜିସି) ପାଉଁଶ ପୋଖରୀ ଭୁଶୁଡ଼ି ପଡ଼ିଛି। ଏଥିରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହୋଇ ଆଖପାଖ ଅଞ୍ଚଳରେ ପାଉଁଶ ମାଡ଼ିଯାଇଛି। ବହୁତ...
ଆୟକର ଚଢ଼ଉ: ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡର ୩ ଜଣ ଅଧିକାରୀ ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୁଧବାର ଦିନଠାରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ଏବଂ ପୁରୁଣାକଟକସ୍ଥିତ ରାଣୀଶକ୍ତି ରାଇସ ମିଲରରେ ଆୟକର ବିଭାଗ ପକ୍ଷରୁ ଚାଲିଥିବା ଚଢ଼ଉ...
ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଠିକାଦାରଙ୍କର ମୃତ୍ୟୁ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ଠିକାଦାରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ମଧ୍ୟପ୍ରଦେଶ ମହିୟର ଗାଁର ବ୍ରିଜେଶ ଦ୍ଵିବେଦୀ।
ନବରଙ୍ଗପୁର ବ୍ଲକ ଭତରାସିଉନି ପଞ୍ଚାୟତ ଦେଇଯାଇଥିବା...
ଇସ୍ରୋର ଆଦିତ୍ୟ ଏଲ୍-ୱାନ ମିଶନକୁ ବଡ଼ ସଫଳତା, ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-ୱାନକୁ ମିଳିଛି ବଡ଼ ସଫଳତା। ଏଲ୍-ୱାନ ପଏଣ୍ଟକୁ ଯାତ୍ରା କରୁଥିବା ଏହି ସ୍ପେସକ୍ରାଫ୍ଟ ସୂର୍ଯ୍ୟର ପ୍ରଥମ ଫଟୋ ପଠାଇଛି। ଏନେଇ...





















