ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ଓଡ଼ିଶା ବିଧାନସଭା

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୨ ତାରିଖ, ଶୁକ୍ରବାର ଦିନଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ...

ମୟୂରଭଞ୍ଜ: ବିଶିଷ୍ଟ ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଗୁରୁବାର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ତାଙ୍କ ଶହେତମ ଜନ୍ମ...

ମହିଳା ସଂରକ୍ଷଣ ବିଲ୍: ୨୭ ବର୍ଷର ଅପେକ୍ଷା ହେବ ପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୭ ବର୍ଷର ତର୍କ ବିତର୍କର ଅନ୍ତ ପରେ ଭାରତରେ ଆସୁଛି ମହିଳା ସଂରକ୍ଷଣ ବିଲ୍।  ଭାରତରେ ୨୭ ବର୍ଷର ଅପେକ୍ଷା ପରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବାର ବାଟ ଫଟିଛି। ଏହା...

ପୁଣି ଖୋଲିଲା ହୀରାକୁଦର ୬ଟି ଗେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଉପରମୁଣ୍ଡରେ ବର୍ଷା ହେଉଥିବାରୁ ବଢ଼ିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଫଳରେ ଗୁରୁବାର ଦିନ ୬ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପୂର୍ବରୁ ଜଳ ନିଷ୍କାସନ ପାଇଁ ଖୋଲାଥିବା ସମସ୍ତ ଗେଟକୁ...

ପ୍ରମିଳା ମଲ୍ଲିକ ହେବେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି। ଓଡ଼ିଶା ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା। ପୂର୍ବରୁ କୌଣସି ମହିଳା ବିଧାୟକ ବାଚସ୍ପତି ପଦ ଅଳଙ୍କୃତ କରିନଥିଲେ। ଓଡ଼ିଶା ବିଧାନସଭାର...

କୁଲି ସାଜିଲେ, ଯାତ୍ରୀଙ୍କ ବ୍ୟାଗ ବୋହିଲେ ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କୁଲି ଅବତାର, କୁଲିଙ୍କ ଡ୍ରେସ ପିନ୍ଧିଲେ ଯାତ୍ରୀଙ୍କ ବ୍ୟାଗ ଉଠାଇଲେ ରେଳ ଷ୍ଟେସନରେ କୁଲି ଲୁକରେ ନଜର ‍ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀସ୍ଥିତ ‍ଆନନ୍ଦ...

କାନାଡା ନାଗରିକଙ୍କୁ ଭାରତ ଆସିବାକୁ ବାରଣ, ଭିସା ସେବା ବନ୍ଦ କଲା କାନାଡାସ୍ଥିତ ଭାରତୀୟ ଦୂତାବାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ବିବାଦ ତୀବ୍ର ହୋଇଛି। ଏବେ କାନାଡା ନାଗରିକଙ୍କ ପାଇଁ ଭାରତ ନିଜର ଭିସା ସେବା ବନ୍ଦ କରିଛି। ପରବର୍ତ୍ତୀ ନିର୍ଦେଶ ଆସିବା...

ଆଇସିସି କ୍ରିକେଟ ବିଶ୍ୱକପ ଆନ୍ଥେମ ରିଲିଜ

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲିଜ ହୋଇଛି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ଏକଦିବସୀୟ ବିଶ୍ୱକପ କ୍ରିକେଟ ୨୦୨୩ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ଏହାରି ଭିତରେ ରିଲିଜ ହୋଇଛି ଆଇସିସି କ୍ରିକେଟ ବିଶ୍ୱକପ...

ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା। ଗୁରୁବାର ଦିନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପ୍ରଥମେ...

ଉପକୂଳ ସୁରକ୍ଷାକୁ ଗୁରୁତ୍ଵ: ପାରାଦୀପରେ ଆରମ୍ଭ ହେଲା ସମରାଭ୍ୟାସ ‘ସାଗର କବଚ-୨’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପାରାଦୀପରେ ଗୁରୁବାର ଆରମ୍ଭ ହୋଇଛି ଉପକୂଳ ସୁରକ୍ଷା ସମରାଭ୍ୟାସ ‘ସାଗର କବଚ-୨’। ଓଡ଼ିଶା ଓ ପଶ୍ଚିମବଙ୍ଗର ୪୮୨ କିଲୋମିଟର ଉପକୂଳରରେ ଦୁଇ ଦିନ ଧରି ଏହି ସମରାଭ୍ୟାସ ଚାଲିବ। ଓଡ଼ିଶା ଓ...