ଟଙ୍କା ନେଉଥିବା ଭିଡିଓ ଭାଇରାଲ, ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଏଏସଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଏଏସଆଇ ଅବଦୁଲ ମତଲବୀ ଖାନ।
ଜଣେ ବ୍ୟକ୍ତିଙ୍କଠାରୁ...
ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ହେଲା ଚାର୍ଜଫ୍ରେମ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର
କ୍ରାଇମବ୍ରାଞ୍ଚ ଚାର୍ଜସିଟ ଆଧାରରେ ଗୋପାଳଙ୍କ ବିରୋଧରେ ଚାର୍ଜଫ୍ରେମ
ଅକ୍ଟୋବର ୫ ତାରିଖରେ ହେବ ମାମଲାର...
ସ୍କୁଲରେ ମତେ ସମସ୍ତେ କୋଇଲି ଡାକୁଥିଲେ – ଶାନ୍ତିଲତା ବାରିକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Qk7LU2o-sjs]
ପିଲାଟି ବେଳରୁ ଶାନ୍ତିଲତା ବାରିକଙ୍କର ସ୍ଵର ହିଁ ଥିଲା ତାଙ୍କ ପରିଚୟ। ସେଥିପାଇଁ ସମସ୍ତେ ତାଙ୍କୁ କୋଇଲି ବୋଲି ଡାକୁଥିଲେ।
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି...
ଦୃଷ୍ଟିହୀନ କ୍ରିକେଟର ପଙ୍କଜ ଭୂଏଙ୍କ ସଂଘର୍ଷ ଓ ସଫଳତାର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=GOyTtFLAUPQ]
ଦୃଷ୍ଟିହୀନ କ୍ରିକେଟରେ ଅନେକ ସଫଳତା ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ପଙ୍କଜ ଭୂଏ
ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ପଙ୍କଜ ଭୂଏ। ଭାରତୀୟ ଦୃଷ୍ଟିହୀନ ଦଳରେ ଖେଳି ସେ ରାଜ୍ୟ ଓ...
ଲିବିୟାରେ ପ୍ରଳୟଙ୍କରୀ ବନ୍ୟା: ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ହୋଇଛି ଉତ୍ତର ଆଫ୍ରିକୀୟ ଦେଶ ଲିବିୟାର ଅନେକ ସହର।
ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ଏହି ଭୟଙ୍କର ବନ୍ୟାରେ...
ରାୟଗଡ଼ାର ଟିକିରି ନିକଟ ରେଳ ଧାରଣାରେ ପଡ଼ିଗଲା ପଥର, ୭ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଟିକିରି ନିକଟ ରେଳ ଧାରଣାରେ ପାହାଡ଼ରୁ ଏକ ବଡ଼ ପଥର ଖସିପଡ଼ିବାରୁ ପ୍ରାୟ ୭ ଘଣ୍ଟା...
‘ପୁଷ୍ପା ୨’ ପୋଷ୍ଟରକୁ ନେଇ ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
'ପୁଷ୍ପା ୨'କୁ ନେଇ ବଢ଼ିଛି ଉତ୍କଣ୍ଠା, ପୁଷ୍ପାର ହାତ ଥିବା ପୋଷ୍ଟର କହିଛି ଅନେକ କଥା
ସାଉଥ ସିନେମା 'ପୁଷ୍ପା' ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା, ଯାହା ଏବେଯାଏଁ ଲୋକଙ୍କ ମନରୁ ଲିଭିନି।...
ବଢ଼ୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀର ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଗୁରୁବାର ସକାଳ ସମୟରେ ହୀରାକୁଦର ୮ଟି ଗେଟ୍ ଖୋଲାଯାଇଥିବାବେଳେ ମଧ୍ୟାହ୍ନରେ ଆଉ ୪ଟି ଗେଟ୍ ଖୋଲାଯାଇଛି।
ଏହା ପୂର୍ବରୁ ବୁଧବାର...
ଓଡ଼ିଶାରେ ଅନ୍ତର୍ଦେଶୀୟ ଜଳମାର୍ଗର ବିକାଶ, ମାଲ ପରିବହନ ହେବ ସୁଗମ ଓ ସୁଲଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପରିବହନ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବ ଅନ୍ତର୍ଦେଶୀୟ ଜଳମାର୍ଗ।
ଓଡ଼ିଶାରେ ପରିବହନ ବ୍ୟବସ୍ଥାର ଆହୁରି ବିକାଶ ପାଇଁ ଏକ ବଡ଼ ଯୋଜନା ଆରମ୍ଭ ହୋଇଛି। କେବଳ ସଡ଼କ କିମ୍ବା ରେଳପଥ ନୁହେଁ,...
ଇଣ୍ଡିଆନ ସୁପର ଲିଗ: ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ପ୍ରସ୍ତୁତ ଓଡ଼ିଶା ଏଫସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ସୁପର ଲିଗ, ସାମିଲ ହେବେ ୧୨ଟି ଦଳ
ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଦଶମ...





















