ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ‘ଭୁବନେଶ୍ଵର ଜିଲ୍ଲା ଗଠନ ସଂଘ’ ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି। ଏନେଇ ଶୁକ୍ରବାର ସଂଘ ପକ୍ଷରୁ ଭୁବନେଶ୍ଵର ବୁଦ୍ଧ...

ମହରମ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହେବନି କୌଣସି ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ମହରମ ପାଇଁ ସଜାଗ ହୋଇଛି ସମ୍ବଲପୁର। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ମହରମ ଅବସରରେ ସହରରେ କୌଣସି ଶୋଭାଯାତ୍ରା କରିବା ପାଇଁ...

ଭାରତୀୟ ରେଳବାଇର ଉତ୍ତରପୂର୍ବ ଜୋନରେ ୧୧୦୪ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଅଗଷ୍ଟ ୨ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପୂର୍ବାଞ୍ଚଳ ରେଳ (ଏନଇଆର) ଡିଭିଜନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧୧୦୪ଟି ପଦବୀ ପୂରଣ...

ନବ ଦାସ ହତ୍ୟା ମାମଲା: ଆସିଲା ଗୋପାଳଙ୍କର ପଲିଗ୍ରାଫ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ରାତି ପାହିଲେ ୬ ମାସ ପୂରିବ। ଶୁକ୍ରବାର ଦିନ ଆସିଛି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପଲିଗ୍ରାଫ ରିପୋର୍ଟ। ନବ ଦାସଙ୍କ ହତ୍ୟାକୁ ନେଇ...

ଥମୁନି ମଣିପୁର ହିଂସା: ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗରେ ପୁଣି ଗୁଳି ବିନିମୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ହିଂସା ଥମିବାର ନାଁ ନେଉନି। କୁକି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସା ପୁଣି ଉଗ୍ର ରୂପ ନେଇଛି। ଗୁରୁବାର ରାତିରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗ ଅଞ୍ଚଳରେ ପ୍ରବଳ...

ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ: ଶ୍ରୀମନ୍ଦିର ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଏବେବି ଜାରି ରହିଛି ବିବାଦ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ତିକ୍ତତା ଦେଖାଦେଇଛି। ଶୁକ୍ରବାର ହୋଇଥିବା ଶ୍ରୀମନ୍ଦିର...

ସୋର: ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଶିଆଳର ଆକ୍ରମଣ, ୧୦ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ସୋରରେ ଶିଆଳ ଆତଙ୍କ ଦେଖାଦେଇଛି। ଶୁକ୍ରବାର ଦିନ ଡାଳଙ୍ଗ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ଶିଆଳ ପଶି ୪ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କୁ ଆକ୍ରମଣ...

ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମୁହାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ। ପ୍ରତିଦିନ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ସହରରେ ଗୁରୁବାର ୪୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ...

ସଂସଦରେ ଥମୁନି ମଣିପୁର ତାତି, ବିରୋଧୀଙ୍କ ହଙ୍ଗାମାରେ ଉଭୟ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଥମୁନି ମଣିପୁର ହିଂସାର ତାତି। ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁଁ ସଂସଦୀୟ କାର୍ଯ୍ୟ ହୋଇପାରୁନାହିଁ। ଶୁକ୍ରବାର ଉଭୟ ଲୋକସଭା...

ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି, ବଡ଼ ବନ୍ୟା ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ମାଲକାନଗିରି ଜିଲ୍ଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହା ପ୍ରଭାବରେ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି...