ମହାରାଷ୍ଟ୍ରରେ ପାଓ୍ଵାର ପଲିଟିକ୍ସ: ଚାଲିଛି ଦାଦା-ପୁତୁରା ଲଢ଼େଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏନ୍‌ସିପିରେ ବିଭାଜନ, ଅଜିତଙ୍କ କ୍ଷମତା ଲୋଭ ନା ଭୟ ତାହା ସ୍ପଷ୍ଟ ନୁହେଁ। ଏହା ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ମଧ୍ୟ ନୁହେଁ। ବିଭାଜନ ପଛରେ କ୍ଷମତା ଲୋଭ ନା ଭୟ? ...

ଚନ୍ଦ୍ରଯାନ-୩ ମିଶନ: ଜୁଲାଇ ୧୩ରେ ଜହ୍ନକୁ ଯାତ୍ରା ଆରମ୍ଭ କରିବ ‘ଇସ୍ରୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩ ମିଶନକୁ ଲଞ୍ଚ କରାଯିବ। ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ସତିଶ ଧୱନ ସ୍ପେସ...

କାଳ ହେଲା ପାରିବାରିକ କଳହ: ତିନି ଛୁଆଙ୍କୁ କୂଅରେ ପକାଇ ଡେଇଁପଡ଼ିଲା ମା’

ଓଡ଼ିଶାଲାଇଭ୍ ବ୍ୟୁରୋ କାଳ ହେଲା ପରିବାରିକ କଳହ। କଳହ ଯୋଗୁଁ ନିଜର ହିତାହିତ ଜ୍ଞାନ ହରାଇ ବସିଲେ ଜଣେ ମହିଳା। ନିଜ ଜନ୍ମ କଲା ତିନି ସନ୍ତାନଙ୍କୁ କୂଅ ଭିତରକୁ ପକାଇବା ସହ ଆତ୍ମହତ୍ୟା...

ଓଡ଼ିଶାରେ ମୌସୁମୀ ପ୍ରଭାବରେ ବର୍ଷା ଜାରି, ଆଗକୁ ଲଘୁଚାପ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ରାଜ୍ୟରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଜୋରରେ ବର୍ଷା ହେଉଛି। ସୋମବାର ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା...

ସରିଲା ରିମାଣ୍ଡ ଅବଧି: କୋର୍ଟରେ ହାଜର ହେଲେ ପ୍ରଶାନ୍ତ ରାଉତ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ୫ ଦିନିଆ ରିମାଣ୍ଡ ଅବଧି। ସୋମବାର ଦିନ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା...

ପରିବା ବଜାରରେ ମହଙ୍ଗା ମାଡ଼: ଶହେ ଉପରେ ସବୁ ପରିବାର ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବା ବଜାରରେ ମହଙ୍ଗା ମାଡ଼। ପରିବାର ମୂଲ୍ୟ ଶୁଣି ଛାନିଆଁ ହେଉଛନ୍ତି ସାଧାରଣ ଲୋକ। ଏବେ ରୋଷେଇ ଘରୁ ଅନେକ ପରିବାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। କିଲୋଗ୍ରାମ ପିଛା ୩୦ରୁ...

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା। ଏହାସହ ଓଡ଼ିଶା ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଏସଓଏସସି) ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷାରେ ୧,୩୧୧ ଜଣ...

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼: ଏନସିପି ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହେଲେ ଅଜିତ ପାୱାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ରାଜନୀତି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ଏନସିପି ନେତା ଅଜିତ ପାୱାର ରବିବାର ଦଳର ୩୫ ଜଣ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇଛନ୍ତି। ଏଥିସହ...

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, କ୍ରସରରେ ନିଆଁ ଲଗାଇ ପୋଡ଼ିଦେଲେ ୯ଟି ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଞ୍ଚଳରେ ଦୀର୍ଘ ଦିନ ପରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ଶୁକ୍ରବାର ବିଳମ୍ବିତ ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ...

କୋରାପୁଟ: ପୋଖରିରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ (ଜୟପୁର): ପୋଖରୀରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କଞ୍ଚଣା ଗ୍ରାମରେ। ମୃତକମାନେ ହେଲେ ଅର୍ଜୁନ କ୍ରିସାନି ଏବଂ ଲବ କ୍ରିସାନିଙ୍କ ପୁଅ...