ବାହାନଗା ଟ୍ରାଜେଡି: ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସ ଆସିବାକୁ ସମ୍ପର୍କୀୟଙ୍କୁ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ପରିବାର ଲୋକେ ଏବେ ସେମାନଙ୍କ ଆତ୍ମୀୟଙ୍କ ଶବକୁ ଖୋଜିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ଵରର...
‘ଆଇବିପିଏସ୍’ ପକ୍ଷରୁ ‘ଆରଆରବି’ ନିଯୁକ୍ତି ପରୀକ୍ଷା ପାଇଁ ଆରମ୍ଭ ହେଲା ଆବେଦନ, ୨୧ ଜୁନ୍ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ଗୁଡ଼ିକରେ ଅନେକ ଗ୍ରୁପ ‘ଏ’, ‘ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ଅଫିସର ଓ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି।...
ସ୍ତ୍ରୀ-ଝିଅ ତ ଚାଲିଗଲେ, ଟଙ୍କା ନେଇ କ’ଣ କରିବି?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=fXb5jCsr8XY]
ବାହାନଗା ରେଳ ଦୁର୍ଘଟଣା ଉଜାଡ଼ି ଦେଲା କେତେ ହସଖୁସିର ସଂସାର। ଏହି ଦୁର୍ଘଟଣା କାହା ମଥାରୁ ସିନ୍ଦୁର ପୋଛି ଦେଲା ତ ଆଉ କାହାକୁ ଅନାଥ କରିଦେଲା।
ଜୁନ ୨ ତାରିଖ,...
ବାହାନଗା ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ମୃତ୍ୟୁ ସଂଖ୍ୟା ପୁଣି ୨୮୮ ଛୁଇଁଛି। ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତକଙ୍କ ସଂଖ୍ୟା ୨୭୫ କୁହାଯାଇଥିବାବେଳେ ବାଲେଶ୍ଵର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ନେଇ ଏବେ...
ବାହାନଗା ଟ୍ରାଜେଡି: ଓଡ଼ିଶାର ୩୯ ମୃତକଙ୍କ ପରିବାର ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁବରଣ କରଥିବା ଓଡ଼ିଶାର ୩୯ ଜଣ ଯାତ୍ରୀଙ୍କ ପରିବାର ପାଇଁ ରାଜ୍ୟ ସରକାର ୧ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ମଙ୍ଗଳବାର ଦିନ...
ବାହାନଗା ଟ୍ରେନ ଟ୍ରାଜେଡି: କଟକ ଆସି ଆହତମାନଙ୍କୁ ଭେଟିଲେ ମମତା ବାନାର୍ଜୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ଆହତ ହୋଇଥିବା ଯାତ୍ରୀଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି। ମଙ୍ଗଳବାର ସେ କଟକ ଏସସିବି ମେଡିକାଲ ଯାଇ ଆହତ ଯାତ୍ରୀଙ୍କୁ ଦେଖାକରିଛନ୍ତି।...
ବାହାନଗା ଡର: ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ଦେଖି ଓହ୍ଲାଇ ପଡ଼ିଲେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଲୋକଙ୍କ ମନରୁ ଭୟ ଯାଇନଥିବାବେଳେ ମଙ୍ଗଳବାର ଦିନ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ଦେଖି ଡରରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ।
ସିକନ୍ଦରାବାଦରୁ ଅଗରତାଲା ଯାଉଥିବା ଏକ୍ସପ୍ରେସରେ ଯାତ୍ରୀମାନେ...
ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତଦେହ ନେବାକୁ ଏକାଧିକ ଦାବିଦାର, ଡିଏନଏ ମ୍ୟାଚ୍ କଲେ ଦିଆଯିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ କରିବା ଏବେ ବଡ଼ ସମସ୍ୟା ପାଲଟିଛି। ଅନେକ ମୃତଦେହ ଚିହ୍ନଟ ହୋଇନଥିବାବେଳେ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ସାମ୍ନାକୁ...
‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’। ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ...
ବାହାନଗା ଟ୍ରେନ ଟ୍ରାଜେଡି: ମୃତଦେହ ଚିହ୍ନଟ ପାଇଁ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବଗୁଡ଼ିକୁ ଚିହ୍ନଟ ପାଇଁ ଏବେ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା। ଏ ଯାଏଁ ଚିହ୍ନଟ ହୋଇପାରିନଥିବା ଶବଗୁଡ଼ିକର ଡିଏନଏ...





















