ବାଲେଶ୍ଵର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଆହତ ଯାତ୍ରୀ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି କରମଣ୍ଡଳ ଏକ୍ସପ୍ରେସ। ୩ରୁ ଅଧିକ ବଗି ଓଲଟି ପଡ଼ିଥିବାବେଳେ କିଛି ଯାତ୍ରୀ ବଗି ତଳେ ଚାପି ହୋଇ ରହିଯାଇଥିବା କୁହାଯାଉଛି। ଆହତ...
ବିଲାଓ୍ଵଲ ଭୁଟ୍ଟୋ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ସେନାର ସମର୍ଥନରେ ବୈଦେଶୀକ ବ୍ୟାପାର ମନ୍ତ୍ରୀ ହୋଇଥିଲେ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ। ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇବାକୁ ସେନା ମନ ବଳାଇଛି।
ପାକିସ୍ତାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଚରମ ସୀମାରେ...
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୂର୍ବପ୍ରସ୍ତୁତି, ଆଜି ରାତି ୧୦ଟାରୁ ୧୬ ଘଣ୍ଟା ଯାଏଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରରେ ଶୁକ୍ରବାର ରାତି ୧୦ଟାରୁ ଶନିବାର ଦିନ ୨ଟା ଯାଏଁ ୧୬ ଘଣ୍ଟା ଧରି ସାଧରଣ ଲୋକଙ୍କ ପାଇଁ ଠାକୁର ଦର୍ଶନ ବନ୍ଦ ରହିବ। ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ...
ବେତନ ବୃଦ୍ଧି ଦାବିରେ ଅମଲାଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ସରକାରୀ ଅଫିସରେ କାମ ଠପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଜିଲ୍ଲାସ୍ତରୀୟ ଅମଲା କର୍ମଚାରୀମାନେ ବେତନ ବୃଦ୍ଧି ଦାବିରେ ଗୁରୁବାରଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ସାମୂହିକ ଛୁଟିରେ ଯାଇଛନ୍ତି। ଏହାଫଳରେ ଜିଲ୍ଲା ଓ ବ୍ଲକସ୍ତରରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକର କାମ...
ସତସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ଜନ୍ମତିଥିରେ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ରୋଗୀଙ୍କୁ ଫଳ ଓ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସତସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ଜନ୍ମତିଥି ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଏହି ଅବସରରେ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ...
ବିଶ୍ଵ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ନିର୍ବାଚିତ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ପାଣିପାଗ ବିଭାଗର (ଆଇଏମଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ଵ ପାଣିପାଗ ସଂଗଠନର (ଡବ୍ଲୁଏମଓ) ତୃତୀୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଗୁରୁବାର ସୁଇଜରଲାଣ୍ଡର ଜେନିଭା ସ୍ଥିତ ଡବ୍ଲୁଏମଓର ମୁଖ୍ୟାଳୟରେ ସଂଗଠନର ବିଭିନ୍ନ...
ଜଳୁଛି ଓଡ଼ିଶା: ତତଲା ସହର ପାଲଟିଛି ସମ୍ବଲପୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅହସ୍ୟ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଶୁକ୍ରବାର ଦିନ ରାଜ୍ୟର ତତଲା ସହର ପାଲଟିଛି ସମ୍ବଲପୁର। ଦିନ ୧୧ଟା ୩୦ ସୁଦ୍ଧା ଏଠାରେ ୪୧ ଡିଗ୍ରୀ ତାପମାତ୍ରା...
ବାହାରିଲା ଓଜେଇଇ ପରୀକ୍ଷା ଫଳ, ୪୮ ହାଜର ୭୮୩ ପରୀକ୍ଷାର୍ଥୀ ପାଇଲେ ରାଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ। ଶୁକ୍ରବାର ଦିନ ୧୧ଟାରେ ଓଜେଇଇ କାର୍ଯ୍ୟାଳୟରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ...
୫-ଟି ସଚିବଙ୍କ ବରମୁଣ୍ଡା ବସ୍ ଟର୍ମିନାଲ କାର୍ଯ୍ୟ ସମୀକ୍ଷା, ଜୁଲାଇ ସୁଦ୍ଧା କାମ ସାରିବାକୁ ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ସ୍ଥିତ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ଏବେ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ଏବେ ଏହାର ୮୫ ପ୍ରତିଶତ କାମ ସରିଛି। ଜୁନ ମାସରେ ଏହାର ଭିତ୍ତିଭୂମି କାର୍ଯ୍ୟ ସରିବ। ଗୁରୁବାର...
ଭାରତୀୟ ବାୟୁ ସେନା ପକ୍ଷରୁ ‘ଆଫକାଟ୍ ପରୀକ୍ଷା’ ପରୀକ୍ଷା ପାଇଁ ଆରମ୍ଭ ହେଲା ଆବେଦନ, ଜୁନ୍ ୩୦ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁ ସେନାରେ ବିଭିନ୍ନ ପାଇଲଟ୍ ଓ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ହେବାକୁ ୨୦୨୩ ଆଫକାଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି...





















