ଗଞ୍ଜାମ: ସମୁଦ୍ରରୁ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀଙ୍କ ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଭାସି ନିଖୋଜ ହୋଇଥିବା ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୧୦ ଘଣ୍ଟା ଉଦ୍ୟମ ପରେ ପ୍ରଜ୍ଞାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର...
ଆସନ୍ତାକାଲି ପ୍ରକାଶ ପାଇବ ‘ଓଜେଇଇ’ ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ଦିନ ୧୧ଟା ବେଳେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ଓଜେଇଇର ୱେବସାଇଟରେ ନିଜ ରେଜଲ୍ଟ ଦେଖିପାରିବେ। ଏନେଇ ଗୁରୁବାର ଓଡ଼ିଶା ଯୁଗ୍ମ ପ୍ରବେଶିକା...
ନୟାଗଡ଼ ଡିଏଫଓଙ୍କୁ ଅଶ୍ଳୀଳ ମେସେଜ କରି ୨ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଡିଏଫଓଙ୍କୁ ଅଶ୍ଳୀଳ ମେସେଜ ଏବଂ କଲ୍ କରିବା ଅଭିଯୋଗେରେ ଦୁଇ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ପଡଗଣ୍ଡୁସରର ପ୍ରୀତିରାଜ...
ତାତିରୁ ମିଳିବ ମୁକ୍ତି: ଜୁନ ୬ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ତାତିରୁ ମିଳିବ ରାଜ୍ୟବାସୀଙ୍କୁ ମୁକ୍ତି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ...
ଗଞ୍ଜାମ: ସମୁଦ୍ରରେ ଭାସିଗଲେ ଛାତ୍ରୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରକୁ ୫ ଜଣ ଛାତ୍ରୀ ଗୁରୁବାର ଦିନ ଗାଧୋଇବାକୁ ଯାଇଥିବା ବେଳେ ୨ ଜଣ ଭାସି ଯାଇଥିଲେ। ଭାସି ଯାଇଥିବା ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ...
ଥମୁନି ଆଦାନୀ ଝଡ଼: ‘ହିଣ୍ଡେନବର୍ଗ’ ପରେ ଏବେ ‘ଡେଲଏଟ୍’ ବଢ଼ାଇଲା ଗ୍ରୁପର ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିବା ମାମଲା ଶାନ୍ତ ପଡ଼ିନଥିବାବେଳେ ଏବେ ଆଉ ଏକ ଅଡିଟ ସଂସ୍ଥାର ପ୍ରକାଶିତ ତଥ୍ୟ ଗ୍ରୁପର ଚିନ୍ତା ବଢ଼ାଇଛି। ଏବେ ଅଡିଟ...
କୋଟିଆ ଓଡ଼ିଶାର: ପ୍ରମାଣ ଦେଉଛି ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ କୋଟିଆ ପୋଷ୍ଟ ଅଫିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋଟିଆ ଓଡ଼ିଶାର, ଏହା ପ୍ରମାଣ ଦେଉଛି ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ ହୋଇଥିବା କୋଟିଆ ପୋଷ୍ଟ ଅଫିସ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ମାନଚିତ୍ର ସ୍ପଷ୍ଟ।...
ସାରା ବିଶ୍ଵରେ ଅର୍ଥନୈତିକ ଅଭିବୃଦ୍ଧିରେ ସବୁଠୁ ଆଗରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ
ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୭୨.୪୧ ଲକ୍ଷ ଟଙ୍କା ଛୁଇଁଲା
ସାରା ବିଶ୍ଵରେ ଭାରତର ଅର୍ଥନୈତିକ...
ବିଜେପିର ମହା ଜନସମ୍ପର୍କ ଅଭିଯାନ, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ମହା ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୫୧ଟି ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ...
ଯୁକ୍ତ ୨ ପରୀକ୍ଷା ଫଳ: ଏଥର ମଧ୍ୟ ବାଜି ମାରିଲେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବୁଧବାର ଦିନ ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ...





















