‘ଆଇଏଏସ୍’ ହୋଇ ଦେଶରେ ଶିକ୍ଷାର ଉନ୍ନତି ପାଇଁ କାମ କରିବି – ସୌମ୍ୟରଞ୍ଜନ ଦାଶ 

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=KsQcRUI0vlA]ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ସିଭିଲ ସର୍ଭିସ ପରୀକ୍ଷା ୨୦୨୨ରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ୱରର ସୌମ୍ୟରଞ୍ଜନ ଦାଶ। ସର୍ବଭାରତୀୟ ସ୍ତରରେ ସେ ୧୩୬ ରାଙ୍କରେ ରହିଛନ୍ତି। ଦ୍ୱିତୀୟ...

କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲେ ୨ ଚିତା ଶାବକ

ଓଡ଼ିଶାଲାଇଭ୍ ବ୍ୟୁରୋ କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଦୁଃଖ ଖବର। ବୁଧବାର ଦିନ ୨ଟି ଚିତାବାଘ ଛୁଆଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ମୋଟ ୩ଟି ଚିତା ଶାବକଙ୍କର ମୃତ୍ୟୁ ହୋଇଛି। ଗତ...

ଆପଣ ଜାଣନ୍ତି କି ଥାଇରଏଡ୍ ରୋଗକୁ ଚିହ୍ନିବେ କେମିତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=ACzx_CUVbag] ଥାଇରଏଡ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୫ ତାରିଖକୁ ‘ବିଶ୍ଵ ଥାଇରଏଡ୍ ଦିବସ’ ପାଳନ କରାଯାଉଛି। ୨୦୦୭ ମସିହାରେ ୟୁରୋପିଆନ ଥାଇରଏଡ୍...

ମେ’ ୨୯ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ଜୁଲାଇ ୨୯ରୁ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମେ’ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ‘ସାମ୍ସ’ ୱେବସାଇଟରେ ଏହି ଅନଲାଇନ...

ଟୁଇନ ସିଟିରେ କାଳବୈଶାଖୀ ପ୍ରଭାବ: ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ବୁଧବାର ଦିନ ୩ଟାରୁ ହଠାତ୍ ବିଜୁଳି ଘଡ଼ଘଡ଼ି ସହ ଆରମ୍ଭ ହୋଇଛି ପ୍ରବଳ ବର୍ଷା। ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର...

ଭୁବନେଶ୍ଵରର ସତ୍ୟପ୍ରକାଶ ମିଶ୍ରଙ୍କ ୟୁପିଏସସିରେ ୨୬୧ ରାଙ୍କ ହାସଲ, ଜାଣନ୍ତୁ ତାଙ୍କ ସଫଳତାର ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=INlDmWQ-KW4]୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨୬୧ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ସତ୍ୟପ୍ରକାଶ ମିଶ୍ର। ୟୁପିଏସସିରେ...

ଥାଇରଏଡ୍ ରୋଗ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=Ar-m9AnRGIw] ଥାଇରଏଡ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୫ ତାରିଖକୁ ‘ବିଶ୍ଵ ଥାଇରଏଡ୍ ଦିବସ’ ପାଳନ କରାଯାଉଛି। ୨୦୦୭ ମସିହାରେ ୟୁରୋପିଆନ ଥାଇରଏଡ୍...

ବକ୍ସାଇଟ ଉତ୍ପାଦନରେ ନାଲକୋର ସର୍ବକାଳୀନ ରେକର୍ଡ, ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍ପାଦନ ୭୫ ଲକ୍ଷ ଟନ ପାର

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ୍ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ଆର୍ଥିକ ବର୍ଷ ୨୦୨୨-୨୩ରେ ବକ୍ସାଇଟ ଉତ୍ପାଦନରେ ସର୍ବକାଳୀନ ରେକର୍ଡ କରିଛି। ପୂର୍ବ ଆର୍ଥିକ ବର୍ଷରେ କମ୍ପାନି ୭୫.୫୧ ଲକ୍ଷ ଟନ୍ ବକ୍ସାଇଟ ଉତ୍ପାଦନ କରିଛି।...

ଗ୍ରୀଷ୍ମ ପ୍ରକୋପରେ ଜଳୁଛି ଓଡ଼ିଶା: ଭୁବନେଶ୍ଵର ଓ ସମ୍ବଲପୁରରେ ନିଆଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସାରା ଓଡ଼ିଶା। ବୁଧବାର ଦିନ ଭୁବନେଶ୍ଵର ଏବଂ ସମ୍ବଲପୁର ଦିନ ୧୨ଟା ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ଦୁଇ ଦିନ ଖରାର ପ୍ରକୋପ...

ମୋଦୀ ବିରୋଧୀଙ୍କୁ ବିଜେଡିର ମିଠା ଜବାବ: ନୂଆ ସଂସଦ ଭବନ ଉଦଘାଟନରେ ଯୋଗଦେବ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଭାରତରେ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି। ମେ’ ମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନର ଉଦଘାଟନକୁ ବିରୋଧ କରୁଛନ୍ତି...