ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ପାଇଁ ଜାରି ରହିଛି ଆବେଦନ, ମେ’ ୨୬ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଗଣଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ପଦବୀ ପାଇଁ ଏହି ପରୀକ୍ଷା...

ଆଜି ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପଡ଼ିବ ଭୋଟ, ସକାଳ ୭ଟାରୁ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ହେବ ମତଦାନ। ମୋଟ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର। ବୁଧବାର ସକାଳ ୭ଟାରେ ହେବ...

ଆସନ୍ତାକାଲି ସକାଳ ୭ଟାରୁ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ହେବ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ହେବ ମତଦାନ। ମୋଟ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର। ବୁଧବାର ସକାଳ ୭ଟାରେ...

ବଲାଙ୍ଗୀରରେ ବାଇକକୁ ଧକ୍କା ଦେଲା ବସ୍,ବାପାଙ୍କ ସହ ୨ ଝିଅଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀର ଜିଲ୍ଲା ଗଇଁତାଳ ଛକ ନିକଟରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଘରୋଇ ବସ ଧକ୍କାରେ ବାପାଙ୍କ ସମେତ ତିନି ଜଣ ଝିଅଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର...

କଣ୍ଟା ଆସନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାକିସ୍ତାନ ପ୍ରଧାନମନ୍ତ୍ରୀ ଚୌକି ଏମିତି କଣ୍ଟକିତ ଆସନ, ଏଠି ଯିଏ ବି ବସିଛି ସିଏ ଲହୁଲୁହାଣ ହୋଇଛି। କ୍ଷମତାଚ୍ୟୁତ ହେବାର ପ୍ରାୟ ବର୍ଷକ ପରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...

ଘନୀଭୂତ ହେଉଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର, ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା ଏକ ଅବପାତର ରୂପ ନେବ। ଆସନ୍ତା...

ନୀତିଶଙ୍କ ସହ ସାକ୍ଷାତ ରାଜନୈତିକ ନୁହେଁ ବ୍ୟକ୍ତିଗତ – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ନବୀନ ନିବାସରେ ନୀତିଶ-ନବୀନ ସାକ୍ଷାତକାର କୌଣସି ରାଜନୈତିକ ଅଲୋଚନା ହୋଇନଥିବା କହିଲେ ଦୁଇ ମୁଖ୍ୟମନ୍ତ୍ରୀ ସାକ୍ଷତକାରକୁ ବିରୋଧୀ ଏକତାର ପ୍ରତୀକ ଦର୍ଶାଇଲା ଜେଡିୟୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସି...

ବିବାଦ-ସମର୍ଥନ ମଝିରେ ‘ଦ କେରଳ ଷ୍ଟୋରି’

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲିଜ ପୂର୍ବରୁ ବିବାଦରେ ରହିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ଏବେ ବିବାଦ-ସମର୍ଥନ ମଧ୍ୟରେ ଆଗକୁ ବଢ଼ିବାକୁ ଲାଗିଛି। ‘ଦ କେରଳ ଷ୍ଟୋରି’କୁ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ବିରୋଧ...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି। ମଙ୍ଗଳବାର ଦିନ ତାଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ କରାଯାଇଛି। ପାକିସ୍ତାନୀ ରେଞ୍ଜର ବାହିନୀର ସୈନ୍ୟମାନେ ଇମ୍ରାନଙ୍କୁ ଗିରଫ କରି ହାଜତକୁ...

କଳାହାଣ୍ଡିରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ ଜଙ୍ଗଲରେ...