shut down-2

୪୮ ଘଣ୍ଟିଆ ସଟଡାଉନ ହେଲା ନୟାହାଟ ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଡ଼ି ଚାଲିଛି କରୋନା ସଂକ୍ରମଣ, ଏନେଇ ଲକଡାଉନ ଏବେ ବି ଜାରି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ନୟାହାଟ ବଜାରକୁ ୪୮ ଘଣ୍ଟିଆ ସଟଡାଉନ...
student visa-4

ଷ୍ଟୁଡେଣ୍ଟ ଭିସା ଫେରାଇନେବାକୁ ଆମେରିକା ସରକାରଙ୍କ ଘୋଷଣା, ଘରକୁ ଫେରିବେ ବିଦେଶୀ ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଥିରେ ସବୁଠାରୁ ପ୍ରଭାବିତ ଦେଶ ହେଉଛି ଆମେରିକା। ଆମେରିକାରେ ବର୍ତ୍ତମାନ ସ୍ଥିତି ଅସମ୍ଭାଳ। ତେବେ ଏନେଇ ଆମେରିକା ସରକାର ଏକ ନୂଆ ନିୟମ...
bell bottom-1

ଅଗଷ୍ଟରେ ଆରମ୍ଭ ହେବ ଅକ୍ଷୟଙ୍କ ଫିଲ୍ମ ‘ବେଲ୍ ବଟମ୍’ର ସୁଟିଂ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦେଶରେ କରୋନା ଆତଙ୍କକୁ ନେଇ ସ୍କୁଲ, କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ଯାଏଁ ସବୁ ବନ୍ଦ। ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ପଡ଼ିଛି। କେତେକ ଫିଲ୍ମ ରିଲିଜ୍...
App Innovation Challenge-1

ପ୍ରଧାନମନ୍ତ୍ରୀଙ୍କ ‘ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ୍’, ଭାରତୀୟ ଆପ୍ ପାଇଁ ଯୁବବର୍ଗଙ୍କୁ ଆହ୍ୱାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ଚୀନର ୫୯ଟି ଆପକୁ ବ୍ୟାନ କରିଛି ଭାରତ ସରକାର। ଏଥିରେ ସାମିଲ୍ ଥିଲା ଟିକଟକ, ୟୁସି ବ୍ରାଉଜର ଭଳି ଆପ୍ ଯାହା ଭାରତରେ ବେଶ୍ ଲୋକପ୍ରିୟ ଥିଲା। ତେବେ ଏହା...
khordha tangi

ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିଶୁ କନ୍ୟା ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବଲିପାଟପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘ ଦିନ ହେଲା ଘରର ଛାତ ଉପରେ ଥିବା ଝୁଲାନ୍ତା ବିଦ୍ୟୁତ...
Jharana dash

ପ୍ରବାସୀଙ୍କ ମେଳରେ କ୍ୱାରେଣ୍ଟାଇନ ସେଣ୍ଟରରେ ବିବାହ ବାର୍ଷିକୀ ପାଳିଲେ ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଆତଙ୍କ ଯୋଗୁଁ ବହୁ ପ୍ରବାସୀ ନିଜ ଜନ୍ମମାଟିକୁ ଫେରୁଛନ୍ତି। ରାଜ୍ୟ ବାହାରୁ ଆସିଥିବା ଏହି ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପଡ଼ୁଛି। ତେବେ ବାହାରୁ ଫେରାନ୍ତ...
aish f

ଫିଲ୍ମ ‘ଯୋଦ୍ଧା ଆକବର’ରେ ଐଶ୍ୱର୍ଯ୍ୟା ପିନ୍ଧିଥିବା ସମସ୍ତ ଗହଣା ଥିଲା ଅସଲି ସୁନାର

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ୨୦୦୮ ରେ ପରଦାକୁ ଆସିଥିଲା ଫିଲ୍ମ ‘ଯୋଦ୍ଧା ଆକବର’। ଐଶ୍ୱର୍ଯ୍ୟା ଏବଂ ହ୍ରିତିକ୍ ଅଭିନୟ ସହ ଫିଲ୍ମରେ୍ ଐଶ୍ୱର୍ଯ୍ୟାଙ୍କ ଲୁକକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା...
gol hotel-3

ଭିଏତନାମାରେ ଖୋଲିଲା ଦୁନିଆର ପ୍ରଥମ ସୁନା ହୋଟେଲ୍, ଭଡ଼ା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁନିଆରେ ବହୁତ ବଡ଼ ବଡ଼ ଦାମୀ ହୋଟେଲର ଚାକଚକ୍ୟ ବିଷୟରେ ଶୁଣିଥିବେ। ହେଲେ ସମସ୍ତଙ୍କୁ ମାତ୍ ଦେଇ ଭିଏତନାମରେ ଖୋଲିଛି ପୃଥିବୀର ପ୍ରଥମ ସୁନାରେ ତିଆରି ହୋଟେଲ୍। ସେଠାରେ ହୋଟେଲର ଗେଟଠାରୁ...
So mahesh yadav-1

କାନପୁର ଏନକାଉଣ୍ଟର: ସହିଦ ଏସ୍.ଓ ମହେଶ ଯାଦବଙ୍କ ଶେଷ ଫୋନକଲ୍ ବଞ୍ଚାଇଥିଲା ଅନେକ ପୋଲିସକର୍ମୀଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ "ଅପରାଧୀ ଆମକୁ ଚାରିପଟୁ ଆକ୍ରମଣ କରୁଛନ୍ତି, ଗୁଳି ଚାଲିଛି। ଜଲଦି ଫୋର୍ସ ପଠାନ୍ତୁ।" ଏହା ଥିଲା କାନପୁର ହିଂସାରେ ସହିଦ ହୋଇଥିବା ଏସ୍.ଓ ମହେଶ ଯାଦବଙ୍କ ଶେଷ ଫୋନ କଲ୍। କିନ୍ତୁ...
liquor seized

ଖୋର୍ଦ୍ଧା ବାଣପୁରରୁ ୫୨ ଲିଟର ଦେଶୀ ମଦ ଜବତ, ଗୋଟିଏ ବାଇକ ସହ ୨ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଦେଶବ୍ୟାପି କରୋନା ଆତଙ୍କକୁ ନେଇ ଲକଡାଉନ ଜାରି ରହିଛି। ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବ୍ୟବସାୟୀ। ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ...