ରାଜଭବନ ବନାମ ରାଜ୍ୟ ସରକାର: ନୋ-କନଫ୍ଲିକ୍ଟ ଜୋନରେ ପଲିଟିକାଲ ଓ୍ଵାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଭବନକୁ ନିର୍ବିବାଦୀୟ ସ୍ଥଳ ଅର୍ଥାତ ନୋ କନଫ୍ଲିକ୍ଟ ଜୋନ କୁହାଯାଉଥିବା ବେଳେ ଗତ କିଛି ବର୍ଷ ହେଲା ବିଭିନ୍ନ ରାଜ୍ୟର ଏହି ନୋ କନ୍‌ଫ୍ଲିକ୍ଟ ଜୋନରେ ବଡ଼ ପଲିଟିକାଲ ଓ୍ଵାର ଚାଲିଥିବା...

ଗୁଜରାଟର ମେହସାଣା ଜିଲ୍ଲାରେ ‘ଫ୍ରେଞ୍ଚ୍ ଫ୍ରାଇଜ୍’ ପ୍ରସ୍ତୁତି ଶିଳ୍ପ ପ୍ରତିଷ୍ଠା କରିବ ଫାଲକନ୍ ଗ୍ରୁପ୍, ଏମଓୟୁ ସ୍ୱାକ୍ଷର

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟର ମେହସାଣା ଜିଲ୍ଲାରେ ଏକ ଫ୍ରେଞ୍ଚ୍‌ ଫ୍ରାଇଜ୍‌ (ଆଳୁ ଚିପ୍ସ) ଶିଳ୍ପ ପ୍ରତିଷ୍ଠା କରିବ ଫାଲକନ ଗ୍ରୁପ୍‌। ଏନେଇ ସୋମବାର ଦିନ ଗୁଜରାଟ ସରକାରଙ୍କ ସହିତ ଫାଲକନ୍‌ ଗ୍ରୁପ୍‌ ଏମଓୟୁ ସ୍ୱାକ୍ଷର...

ଗ୍ୟାଙ୍ଗଷ୍ଟର ଧମକ୍ ପରେ ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାଙ୍କଷ୍ଟରଙ୍କଠାରୁ ଧମକ୍ ମିଳିବା ପରେ ବଢ଼ିଲା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା। ଭାଇଜାନଙ୍କ ବାନ୍ଦ୍ରାସ୍ଥିତ ଘର ‘ଗ୍ୟାଲେକ୍ସି’ ଆଗରେ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗ୍ୟାଙ୍ଗଷ୍ଟର...

ବାଲୁକା କଳା ମାଧ୍ୟମରେ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପାଳିତ ହେଉଛି ବିଶ୍ଵ ପଖାଳ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କରି ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ନିଜ...

ରାଜ୍ୟରେ ୩ ବର୍ଷ ମଧ୍ୟରେ ନଦୀରେ ବୁଡ଼ି ୯୭୦ ଜଣ ପ୍ରାଣ ହରାଇଛନ୍ତି – ତୁଷାରକାନ୍ତି ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ନଦୀରେ ବୁଡ଼ି ୯୭୦ ଜଣଙ୍କର ମୃତ୍ୟୁ ହୋଇଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଗତ ୩ ବର୍ଷ...

ପାନ୍ କାର୍ଡ ସହ ଆଧାର ସଂଯୋଗ ହୋଇଛି କି ନାହିଁ କେମିତି ଜାଣିବେ ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ପାନ୍ କାର୍ଡକୁ ଆଧାର ସହିତ ସଂଯୋଗ କରିବାକୁ ଧାର୍ଯ୍ୟ କରାଯାଇଛି। ଏହାପରେ ଆଧାର ସଂଯୋଗ ହୋଇନଥିବା ପାନ୍ କାର୍ଡ ଗୁଡ଼ିକ ବ୍ଲକ୍ ହୋଇଯିବ।...

ନବ ଦାସ ହତ୍ୟା ମାମଲା: ବିଧାନସଭା ଘେରାଉ ବେଳେ ପୋଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ “ନବ ଦାସଙ୍କ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ” ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ବିଧାୟକ ସୁଶାନ୍ତ ସିଂଙ୍କ ଘର ଉପରକୁ ଟମାଟୋ ମାଡ଼ ବିଧାନସଭା...

ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବ, ପ୍ରବଳ ବର୍ଷା ଲାଗି ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ପଶ୍ଚିମା ଝଡ଼ର ପ୍ରଭାବ ଜାରି ରହିଛି। ଏଥିଲାଗି ଦୁଇ ଦିନ ହେଲା ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ଜୋରରେ ପବନ ହେବାର ଦେଖାଯାଇଛି।...

ଡିଜେ ଆଜେକ୍ସଙ୍କର ସନ୍ଦେହଜନକ ମୃତ୍ୟୁ: ପରିବାର ଲୋକଙ୍କ ଅଭିଯୋଗ ପରେ ଆରମ୍ଭ ହେଲା ପୋଲିସର ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନାହାନ୍ତି ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା। ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ...

ଆଜି ଶେଷ ହେଲା ମାଟ୍ରିକ ପରୀକ୍ଷା, ଏପ୍ରିଲ ୩ରୁ ଖାତା ଦେଖା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚାଲିଥିବା ୨୦୨୩ ମାଟ୍ରିକ ପରୀକ୍ଷା ସୋମବାର ଶେଷ ହୋଇଛି। ଛାତ୍ରଛାତ୍ରୀ ଶେଷ ଦିନରେ ଗଣିତ ପରୀକ୍ଷା ଦେଇଥିଲେ। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ବେଳେ ଶେଷ ହୋଇଥିଲା।...