ଆପ୍ ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଏମସିଡି ମେୟର ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍ସିଲର ଭାବେ ନିର୍ବାଚିତ ହୋଇଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (ଏମସିଡି) ମେୟର ନିର୍ବାଚନ।...
ଭୁବନେଶ୍ୱରରେ ଆସନ୍ତାକାଲି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍-୨୦୨୩’: ଆଗେଇବ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ – ୨୦୨୩’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍...
ନବରଙ୍ଗପୁର: ପାଣି ପାଇଁ ରାସ୍ତା ଉପରେ ପ୍ରତିବାଦ କଲେ ବେହେରାଗୁଡ଼ା ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଗ୍ରୀଷ୍ମ ଋତୁ ଆସି ନାହିଁ, କିନ୍ତୁ ଏବେଠୁ ଦେଖା ଦେଲାଣି ଜଳର ଅଭାବ। ଦୀର୍ଘ ୪ ମାସ ହେଲା ପାନୀୟ ଜଳର ସମସ୍ୟା ଭୋଗୁଥିବା ନବରଙ୍ଗପୁର ଜିଲ୍ଲା...
ବ୍ରେନ ମ୍ୟାଲେରିଆ ନିରାକରଣ ପାଇଁ ଭୁବନେଶ୍ଵର ଆଇଏଲଏସରେ ପ୍ରସ୍ତୁତ ହେଲା ଔଷଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରେନ ମ୍ୟାଲେରିଆ ରୋଗର ନିରାକରଣ ଦିଗରେ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ (ଆଇଏଲଏସ)କୁ ମିଳିଛି ବଡ଼ ସଫଳତା। ଭୁବନେଶ୍ଵରସ୍ଥିତ ଆଇଏଲଏସର ବୈଜ୍ଞାନିକ ଡାକ୍ତର ଅରୁଣ ନାଗରାଜ ଓ ତାଙ୍କ ଟିମ୍ ବ୍ରେନ୍...
ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ଦିନ: ନବ ଦାସଙ୍କ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵିତୀୟ ଦିନରେ ବି ସୁରୁଖୁରୁରେ ଚାଲି ପାରିଲାନି ଗୃହ କାର୍ଯ୍ୟ
ବିରୋଧୀଙ୍କ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବୀ
ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ବିଜେଟ ଅଧିବେଶନର ଦ୍ଵିତୀୟ...
ମାର୍ଚ୍ଚ ପହିଲାରୁ ଯୁକ୍ତ ୨ ଥିଓରି ପରୀକ୍ଷା, ବୁଧବାରଠାରୁ ହବକୁ ଯିବ ପ୍ରଶ୍ନପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା। ଏଥଲାଗି ବୁଧବାରଠାରୁ ପରୀକ୍ଷା ପରିଚାଳନା ହବଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ଫେବ୍ରୁଆରି ୨୭...
ଓଡ଼ିଶାରେ ଆରମ୍ଭ ହେଲା ଖରାର ପ୍ରକୋପ, ଭୁବନେଶ୍ଵରରେ ତାପମାତ୍ରା ଛୁଇଁଲା ୩୮ ଡିଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖରାର ପ୍ରକୋପ ବଢ଼ିବା ଆରମ୍ଭ ହୋଇଛି। ଏବେ ରାଜ୍ୟର ହାରାହାରି ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ମଙ୍ଗଳବାର ଭୁବନେଶ୍ଵରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଏଥିସହ ଭୁବନେଶ୍ୱର ରାଜ୍ୟର...
ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସର ଏନଏସଏସ ଶାଖା ପକ୍ଷରୁ ଚନ୍ଦକା ପଞ୍ଚାୟତ କୁଜିମହଲଠାରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର...
ଡିଆରଡିଓ ପକ୍ଷରୁ ‘ଆଇଟିସିଏମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ କ୍ରୁଜ ମିସାଇଲ ‘ଆଇଟିସିଏମ’ର ସଫଳତାର ସହ ପରୀକ୍ଷଣ କରାଯାଇଛି। ମଙ୍ଗଳବାର ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ୩...
ଉତ୍ତରପ୍ରଦେଶର ଡ୍ରାଇଭରଙ୍କୁ କୋରାପୁଟରୁ ଅପହରଣ: ୫ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ ମାନଙ୍କୁ କୋରାପୁଟରୁ ଅପହରଣ କରାଯିବା ଘଟଣାର ପର୍ଦ୍ଦାଫାସ କଲା କୋରାପୁଟ ପୋଲିସ। ଅପହରଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ...





















