ଗୋବିନ୍ଦ ସାହୁ ହାଜତ ମୃତ୍ୟୁ ମାମଲା: ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ହାଜତ ମୃତ୍ୟୁ ମାମଲାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ମଧ୍ୟ ଉଠିଛି।...

କୋଭିଡ୍‌ ବୁଷ୍ଟର ଡୋଜ୍‌ ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇ, କୋଭିଡ୍‌ ବୁଷ୍ଟର...

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’, କଂଗ୍ରେସ କରିବ ମେଗା ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ପ୍ରବେଶ କଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ । ବଦଲପୁର ବର୍ଡର ଦେଇ ଦିଲ୍ଲୀରେ ପଶିଛି ପଦଯାତ୍ରା। ୩ହଜାର କିଲୋମିଟର ଯାତ୍ରା ସାରି ୧୦୮ ଦିନରେ...

କୋଣାର୍କ ଓ କାକଟପୁରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ଭୋରୁ ପୁରୀ ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ପରିକ୍ରମା ମାର୍ଗ ବୁଲି ଦେଖିଛନ୍ତି। ଉତ୍ତରଦ୍ଵାରରୁ ପଶ୍ଚିମଦ୍ଵାର ଓ ଦକ୍ଷିଣ...

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି: ହିତାଧିକାରୀଙ୍କୁ ଆଉ ବର୍ଷେ ଯାଏଁ ମିଳିବ ମାଗଣା ରାସନ

ଓଡ଼ିଶାଲାଇଭ୍ ବ୍ୟୁରୋ   ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତର ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନକୁ ଆଉ ବର୍ଷେ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।...

ଜୟପୁର: ଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ, ୩ ଲକ୍ଷ ଟଙ୍କା ସହ ବାଇକ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଟଙ୍କା ଲୁଟ ଅଭିଯୋଗରେ ଜୟପୁର ସଦର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩ ଲକ୍ଷ ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି। ଗିରଫ ଦୁଇ...

କୋଭିଡ ପାଇଁ ରାଜ୍ୟରେ ଜାରି ହେଲା ନୂଆ ଆଡଭାଇଜରି

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଭଳି ୫ଟି ଦେଶରେ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ.୭କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।...

ସିକ୍କିମ: ଗଭୀର ଖାତ ଭିତରକୁ ଖସିଗଲା ସେନା ଗାଡ଼ି, ୧୬ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସହିଦ ହୋଇଛନ୍ତି ୧୬ ଜଣ ଭାରତୀୟ ଯବାନ। ଶୁକ୍ରବାର ଦିନ ହୋଇଥିବା ଏହି ଦୁର୍ଘଟଣାରେ ୪ ଜଣ ଯବାନ ଗୁରୁତର ଆହତ ହୋଇ ଚିକିତ୍ସା...

କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ଵପୂର୍ଣ୍ଣ ବୈଠକ: ଆସିବ ନୂଆ ଆଡଭାଇଜରି

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଭଳି ୫ଟି ଦେଶରେ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ-୭କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା...

କେନ୍ଦ୍ରାପଡ଼ା: ପୋଖରୀରେ ବୁଡ଼ି ୩ ନାବାଳକଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଖରୀରେ ବୁଡ଼ି ୩ ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗାଁରେ। ଗ୍ରାମ ନିକଟ ବଣପାଟିଆଠାରେ ଖୋଳା ଯାଇଥିବା...