ପୁରୁଷ ହକି ବିଶ୍ଵକପ-୨୦୨୩ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଅମିତ ରୋହିଦାସ ଉପ ଅଧିନାୟକ ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶୁକ୍ରବାର ଦିନ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଥିବା ୧୮ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଦୁଇ ଜଣ...
ମନି ଲଣ୍ଡରିଂ ଅଭିଯୋଗରେ ଗିରଫ ହେଲେ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ। ମନି ଲଣ୍ଡରିଂ ମାମଲାରେ ଶୁକ୍ରବାର ଦିନ ଜଗବନ୍ଧୁଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଡିସେମ୍ବର ୧୪ ତାରିଖରେ ଜଗବନ୍ଧୁଙ୍କୁ ୯...
ଘନ କୁହୁଡ଼ି ବଳୟରେ ଓଡ଼ିଶା: ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ସତର୍କତା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ଗାଁଠୁ ସହର ଥରୁଛି ସାରା ରାଜ୍ୟ। ସନ୍ଧ୍ୟା ଓ ସକାଳ ସମୟରେ ଶୀତ ବଢ଼ୁଛି। ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ଭୋରରୁ ନିଆଁ...
ପୁରୁଷ ହକି ବିଶ୍ଵକପ-୨୦୨୩ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ
ଲଗାତର ଭାବେ ଦ୍ଵିତୀୟ ଥର ପାଇଁ ବିଶ୍ଵକପ୍ ଆୟୋଜନ ଓଡିଶାର ଗୌରବ ବଢାଇଛି
ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ
ପୁରୁଷ ହକି ବଶ୍ଵକପ୍-୨୦୨୩ର ଆୟୋଜନ...
ଭୁବନେଶ୍ଵରରେ ପୁସ୍ତକ ମେଳାର ଚାରି ଦଶନ୍ଧି-୧: ଓଡ଼ିଶାରେ ରାଜ୍ୟସ୍ତରୀୟ ପୁସ୍ତକ ମେଳାର ଆରମ୍ଭ
କପିଳାସ ଭୂୟାଁ
ଦୁଇ ବର୍ଷର ବ୍ୟବଧାନରେ ଆୟୋଜିତ ରାଜ୍ୟସ୍ତରୀୟ ଚତୁର୍ଥ ରାଜ୍ୟ ‘ଅକ୍ଷର’ ପୁସ୍ତକ ମହୋତ୍ସବ ବା ବହି ମେଳା ଗତ ରବିବାର ସନ୍ଧ୍ୟାରେ ସମାପ୍ତ ହୋଇଯାଇଛି। ମେଳା ଦିନଗୁଡିକରେ ପ୍ରବଳ ଜନ ଗହଳିରୁ...
ୟୁନିସେଫ୍ ସହଯୋଗରେ ଭାରତୀୟ ଜନସ୍ଵାସ୍ଥ୍ୟ ପ୍ରତିଷ୍ଠାନ ଦ୍ଵାରା ଋତୁସ୍ରାବ ସମ୍ପର୍କିତ ସ୍ଵାସ୍ଥ୍ୟ ଏବଂ ପରିଚ୍ଛନ୍ନତା କର୍ମଶାଳା
ଓଡ଼ିଶାଲାଇଭ୍ ବ୍ୟୁାରୋ
ଋତୁସ୍ରାବ ସମ୍ପର୍କିତ ସ୍ଵାସ୍ଥ୍ୟ ଏବଂ ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍ ସହଯୋଗରେ ଭୁବନେଶ୍ଵରସ୍ଥିତ ଭାରତୀୟ ଜନସ୍ଵାସ୍ଥ୍ୟ ପ୍ରତିଷ୍ଠାନ ଦ୍ଵାରା ଏକ କର୍ମଶାଳା ହୋଇଯାଇଛି। ଏହି ଅବସରରେ ଭୁବନେଶ୍ଵର...
ବାଲେଶ୍ଵର ଜିଲ୍ଲାରେ ୧,୮୦୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
୫,୬୦୦ ଏସଏଚଜି ଗ୍ରୁପକୁ ୨୨୦ କୋଟି ଟଙ୍କାର ସହାୟତା
‘ଓ୍ଵାନ ପଞ୍ଚାୟତ, ଓ୍ଵାନ ପ୍ରଡକ୍ଟ’ର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ
ଶିଳ୍ପ ବିକାଶରେ ମା’ମାନେ ନୂଆ ଇତିହାସ ସୃଷ୍ଟି କରିବେ...
କୋଭିଡ ପାଇଁ ସତର୍କ କରାଇଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ, ଜାପାନ ଏବଂ ଆମେରିକା ସମେତ ୫ଟି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗୁଆ ପକ୍ଷେପ ଗ୍ରହଣ କରାଯାଉଛି। ସଂସଦରେ...
କୋଭିଡ ଚିନ୍ତା: ମାସ୍କ ପିନ୍ଧିବାକୁ ଆଇଏମଏର ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ ଏବଂ ଆମେରିକାରେ କୋଭିଡ ସ୍ଥିତି ଅଣାୟତ ହୋଇଥିବାବେଳେ ଭାରତରେ କୋଭିଡକୁ ନେଇ ଡର ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଗୁରୁବାର ଦିନ କୋଭିଡକୁ ନେଇ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲର ଡେପୁଟି ମ୍ୟାନେଜର ଗୟା ସାଁନ୍ତରା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲର ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ବିଭାଗ ଗୁରୁବାର ଦିନ ତାଙ୍କୁ ଗିରଫ କରିଛି। ଗୟା ସାଁନ୍ତରାଙ୍କ ଘରୁ ୧...





















