Independence Day

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଶବ ହସ୍ତାନ୍ତର ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ପରିଚୟକୁ ନେଇ ଦ୍ଵନ୍ଦ୍ଵ ଦୂର ହେବାର ନାଁ ନେଉନି। ଶନିବାର ଦିନ ତୃତୀୟ ଆହତ ବ୍ୟକ୍ତିଙ୍କର...

ଯାଜପୁର: ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଖରୀରେ ବୁଡ଼ି ଏକା ସାଙ୍ଗରେ ଆଖି ବୁଜିଲେ ଭାଇ ଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଲାଲବାଗ କୁଳସାହି ଗାଁରେ। ମୃତ ଭାଇ ଭଉଣୀ...

ଇସ୍ରୋର ସୋଲାର ମିଶନକୁ ବଡ଼ ସଫଳତା, ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍-ୱାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ହାସଲ କରିଛି ଆଉ ଏକ ଐତିହାସିକ ଉପଲବ୍ଧି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୌରଯାନ ଆଦିତ୍ୟ ଏଲ୍-ୱାନ ଶନିବାର ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ...

ଦଶପଲ୍ଲା ଷ୍ଟେସନରୁ ଗଡ଼ିଲା ଟ୍ରେନ, ଉଦଘାଟନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁତ ଦିନର ଅପେକ୍ଷା ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗଡ଼ିଲା ଟ୍ରେନ। ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିବା ସହ ପତାକା ଦେଖାଇ ଏଠାରୁ...

ଭୁବନେଶ୍ଵରରେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଡାକ୍ତର ଅଜୟ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଶନିବାର ଦିନ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଡାକ୍ତର ଅଜୟ କୁମାର। ନୂଆ ପ୍ରଭାରୀଙ୍କୁ ସ୍ଵାଗତ କରିବା ଲାଗି...

ରାଜ୍ୟରେ ଘନ କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ପ୍ରକୋପ ସହ କୁହୁଡ଼ି ଜାରି ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର...

ସୋମାଲିଆ ଉପକୂଳରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ, ୧୫ ଭାରତୀୟଙ୍କ ସହ ୨୨ ନାବିକଙ୍କୁ ଉଦ୍ଧାର କଲା ନୌସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଥିବା ଜାହାଜ ‘ଏମଭି ଲିଲା ନୋର୍ଫୋକ୍’କୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି ଭାରତୀୟ ନୌସେନା। ଏଥିରେ ଥିବା ୧୫ ଜଣ ଭାରତୀୟ ନାବିକଙ୍କ ସମେତ...

ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଲାଗୁ ହେବାକୁଥିବା ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଶନିବାର ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଡ୍ରାଇଭରମାନେ ବସ୍ ଓ...

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ!

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ନିଜକୁ ଦିଲ୍ଲୀପ ସାମନ୍ତରାୟ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ...

ଭୁବନେଶ୍ୱରରେ ଜାତୀୟ ଜନଜାତି ଶିଳ୍ପ ମେଳା ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ • ଓଡ଼ିଶା ସହିତ ୧୨ଟି ରାଜ୍ୟର ୨୦୦ରୁ ଅଧିକ ଜନଜାତି ଶିଳ୍ପୀ ସାମିଲ• ଜନଜାତି ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି• ଓଡ଼ିଶାର ୧୬ଟି ଜନଜାତି କଳାକୃତିର...