ତୃତୀୟ ଦିନରେ ଚାଲିଛି ଆୟକର ଚଢ଼ଉ: ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ପାଚେରି ବାହାରେ ପଡ଼ିଛି ପୁଳାପୁଳା ଚିରା...
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ତିନିଦିନ ହେଲା ଚଢ଼ଉ ଜାରି ରହିଛି। ଶୁକ୍ରବାର ଦିନ ଭିତରେ ଚଢ଼ଉ...
ଏବେ ଥରକେ ୫ ଲକ୍ଷ ଟଙ୍କା ଯାଏଁ କରିହେବ ‘ୟୁପିଆଇ’ ପେମେଣ୍ଟ, ଜାଣନ୍ତୁ କ’ଣ ରହିଛି ବିଶେଷତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଥରକରେ ୫ ଲକ୍ଷ ଟଙ୍କା ଯାଏଁ କରିହେବ ‘ୟୁପିଆଇ’ ପେମେଣ୍ଟ। କେବଳ ସ୍ୱାସ୍ଥ୍ୟ ସେବା ଓ ପାଠପଢ଼ା କ୍ଷେତ୍ରରେ ୟୁପିଆଇ ପେମେଣ୍ଟରେ ଏହି ସୁବିଧା ମିଳିବ। ଏନେଇ ରିଜର୍ଭ ବ୍ୟାଙ୍କ...
ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡପିଏମ୍ ନେତା ଲାଲଦୁହୋମା
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ‘ଜୋରମ୍ ପିପୁଲ୍ସ ମୁଭମେଣ୍ଟ’ର (ଜେଡପିଏମ୍) ନେତା ଲାଲଦୁହୋମା। ଶୁକ୍ରବାର ମିଜୋରାମର ରାଜ୍ୟପାଳ ଡକ୍ଟର ଖମ୍ଭମପତି ହରି ବାବୁ ତାଙ୍କୁ ପଦ ଓ ଗୋପନୀୟତାର...
ଆୟକର ଚଢ଼ଉ ବେଳେ ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ସିବିଆଇ ତଦନ୍ତ ଦାବି କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ଉ ଆଜି ତୃତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଚଢ଼ଉ ବେଳେ ବଲାଙ୍ଗୀରର ବଳଦେବ...
ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ ପଚାରିବା ମାମଲା: ରଦ୍ଦ ହେଲା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା ରଦ୍ଦ ହୋଇଛି। ଏହି ମାମଲାରେ ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ଶୁକ୍ରବାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...
କିଏ ହେବେ ମୁଖ୍ୟମନ୍ତ୍ରୀ ଚାଲିଛି ବିଜେପିର ମାନସ ମନ୍ଥନ: ତିନି ରାଜ୍ୟକୁ ଗଲେ ୯ ପର୍ଯ୍ୟବେକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଚାଲିଛି ବିଜେପିର ମାନସ ମନ୍ଥନ। ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ତା’ର ନିଷ୍ପତ୍ତି କରିବେ ବିଜେପିର...
ରାଜ୍ୟରେ ‘ମୋ ବସ୍’ ସେବା ସମ୍ପ୍ରସାରଣକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଘରୋଇ ବସ୍ ମାଲିକ ସଂଘର ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାର ରାଜ୍ୟରେ ‘ମୋ ବସ୍’ ସେବାକୁ ସମ୍ପ୍ରସାରିତ କରିବା ଯୋଜନାକୁ ତୀବ୍ର ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏହି ସମ୍ପ୍ରସାରଣ ବସ୍ ମାଲିକ ଓ କର୍ମଚାରୀଙ୍କ...
ଫେବ୍ରୁଆରି ୧୨ରୁ ଆଇଏସସି ଦ୍ୱାଦଶ ଏବଂ ୨୧ରୁ ଆଇସିଏସଇ ଦଶମ ପରୀକ୍ଷା, ଜାରି ହେଲା ଡେଟ ସିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୨୦୨୪ ମସିହାରେ ହେବାକୁଥିବା ଆଇସିଏସଇ (ଦଶମ) ଏବଂ ଆଇଏସସି (ଦ୍ୱାଦଶ) ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଏନେଇ ଶୁକ୍ରବାର କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ...
ଓଡ଼ିଶାରେ ବଢ଼ିବ ଶୀତ, ଖସୁଛି ରାତି ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଗକୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା...
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ, ୪ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ଦେଖିବାକୁ ମିଳିଛି। ନିର୍ବାଚନରେ ବିଜେପି ଟିକେଟରୁ ବିଜୟୀ ହୋଇଥିବା ୩ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର,...





















