ଓଡ଼ିଶାରେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟକର୍ମୀ, ଲାଗୁ ହେଲା ‘ଏସମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାର ରାଜ୍ୟର ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରିଛନ୍ତି। ଏହାଫଳରେ ସେମାନେ ଆଉ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେ ନାହିଁ। ଏନେଇ ବୁଧବାର...
ବାତ୍ୟା ‘ମିଗଜୋମ’ ପ୍ରଭାବ: ଓଡ଼ିଶାରେ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ‘ମିଗଜୋମ’ କ୍ରମଶଃ ଦୁର୍ବଳ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲ୍ୟାଣ୍ଡଫଲର ପରବର୍ତ୍ତୀ ପ୍ରଭାବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ...
ନୂଆବର୍ଷରୁ ଶ୍ରୀକ୍ଷେତ୍ରରେ ବଡ଼ଠାକୁରଙ୍କୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ, ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ ପାଇଁ ମାପଚୁପ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ନୂଆବର୍ଷଠାରୁ ଶ୍ରୀକ୍ଷେତ୍ର ପୁରୀରେ ବଡ଼ଠାକୁରଙ୍କୁ ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରିପାରିବେ ଭକ୍ତ। ଏଥିଲାଗି ଭକ୍ତଙ୍କ ପାଇଁ ହେବାକୁ ଯାଉଛି ସ୍ଵତନ୍ତ୍ର ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ। ବୁଧବାର ଦିନ ଏଥିପାଇଁ...
୨୦୩୦ ସୁଦ୍ଧା ଭାରତର ବାୟୋ-ଅର୍ଥନୀତି ୩୦୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ!
ନୂଆଦିଲ୍ଲୀରୁ ଶୁଭଶ୍ରୀ ନାୟକ ଓ ଭୁବନେଶ୍ଵରରୁ ଅଭିଷେକ ରାୟ
ନୂଆଦିଲ୍ଲୀର ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩ରେ ନିଜ ବାୟୋଟେକ୍ନୋଲୋଜିର ସମ୍ଭାବନାକୁ ଉପସ୍ଥାପନ କଲା ଓଡ଼ିଶା।
ବାୟୋଟେକ୍ନୋଲୋଜି ସାରା ବିଶ୍ଵରେ ଆଜି ଏକ ନୂଆ ତଥା...
ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଗତକିଛି ଦିନ ହେଲା ଆନାକୋଣ୍ଡାଟି ଅସୁସ୍ଥ ଥିଲା।
୪୬ ନମ୍ବର ଖୁଆଡ଼ରେ ୧୦ଟି ଆନାକୋଣ୍ଡା ଥିଲେ। ଏମାନଙ୍କ ମଧ୍ୟରୁ ଗୋଟିଏ...
ଇସ୍ତଫା ଦେଲେ ନିର୍ବାଚନ ଜିତିଥିବା ୧୦ ଜଣ ବିଜେପି ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ତଫା ଦେଲେ ନିର୍ବାଚନରେ ବିଜୟ ହାସଲ କରିଥିବା ୧୦ ଜଣ ବିଜେପି ସାଂସଦ। ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଜିତିବା ପରେ ବିଜେପି ସାଂସଦମାନେ ନିଜ ଇସ୍ତଫାପତ୍ର ବୁଧବାର...
ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ଓ ରାଣୀଶକ୍ତି ରାଇସ ମିଲରେ ଆୟକର ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ଏବଂ ପୁରୁଣାକଟକସ୍ଥିତ ରାଣୀଶକ୍ତି ରାଇସ ମିଲରରେ ବୁଧବାର ଦିନ ଆୟକର ବିଭାଗ...
ସରିଲା କଟକର ଐତିହାସିକ ବାଲିଯାତ୍ରା: ବ୍ୟବସାୟ ୧୦୦ କୋଟି ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା କଟକର ଐତିହାସିକ ବାଲିଯାତ୍ରା। ଗତ ନଭେମ୍ବର ୨୭ ତାରିଖରୁ ୯ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ରେକର୍ଡ ବ୍ୟବସାୟ ହୋଇଛି। ଏଥର ବାଲିଯାତ୍ରାରେ ୧୦୦ କୋଟି ଟଙ୍କରୁ ଊର୍ଦ୍ଧ୍ଵ...
ଭାରତୀୟ ଗୁଇନ୍ଦା ବିଭାଗରେ ୯୯୫ଟି ‘ଏସିଆଇଓ’ ପଦବୀ ପାଇଁ ଆବେଦନ ଜାରି, ୧୫ ଡିସେମ୍ବର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ‘ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର’ (ଏସିଆଇଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଗୁଇନ୍ଦା ବିଭାଗରେ...
ରାଜସ୍ଥାନ: ଜାତୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନରେ ଦିନ ଦ୍ୱି’ପହରରେ ଜାତୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷକ ସୁଖଦେବ ସିଂହ ଗୋଗାମେଡୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ଦିନ ଦୁଇ ଜଣ ଆକ୍ରମଣକାରୀ ସୁଖଦେବଙ୍କ ଘରେ...





















