Independence Day

ଆଇସିସି ବିଶ୍ଵକପ: ଆଫଗାନିସ୍ତାନର ଭଲ ବ୍ୟାଟିଂ, ଭାରତ ଆଗରେ ୨୭୩ ରନର ଟାର୍ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଖେଳାଯାଉଛି ଭାରତ-ଆଫଗାନିସ୍ତାନ ମ୍ୟାଚ। ଏଥିରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରି ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଛି। ବୁଧବାର ମ୍ୟାଚ ଆରମ୍ଭରେ ଆଫଗାନିସ୍ତାନ ଟସ୍...

ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ସାଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ଧର୍ମଶାଳା ଗୋକର୍ଣ୍ଣେଶ୍ଵର ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କର ବୁଧବାର ଦିନ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜାରକା କୁମାରୀ ଗାଁର ଦିବ୍ୟରଞ୍ଜନ ମହାରଣା ଏବଂ ଗୋବିନ୍ଦ...

ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ, ନଭେମ୍ବର ୨୩ ନୁହେଁ ୨୫ରେ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ନୁହେଁ ୨୫ ତାରିଖରେ ହେବ ମତଦାନ। ଏ ନେଇ ବୁଧବାର ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ...

ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ୪୦ ଶିଶୁଙ୍କୁ ବିଭତ୍ସ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ପଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ଏହି ଯୁଦ୍ଧରେ ଦିନ ବିତିବା ସହ ହମାସର ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ...

ପଠାନକୋଟ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ପଠାନକୋଟ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫକୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅଜଣା ବ୍ୟକ୍ତିଙ୍କ ଗୁଳିରେ ଲତିଫର ମୃତ୍ୟୁ ହୋଇଛି। ଗତ ୨୦୧୬ ମସିହାରେ ପଞ୍ଜାବର ପଠାନକୋଟ ଏୟାରଫୋର୍ସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ...

ଓଡ଼ିଶାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ, ୧୫ ହଜାର ମହିଳାଙ୍କୁ ମିଳିଲା ସ୍କୁଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା। ବୁଧବାର ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ୧୫ ହଜାର...

ବାହାନଗା ଟ୍ରେନ ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ସତ୍କାର ଶେଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ସିରିଜ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୨୮ଟି ଅଚିହ୍ନା ମୃତଦେହର ସଂସ୍କାର କାର୍ଯ୍ୟ ଶେଷ ହୋଇଛି। ମଙ୍ଗଳବାର ଦିନ ଏମ୍ସ ହସ୍ପିଟାଲ ପକ୍ଷରୁ ମୃତଦେହ ବିଏମସିକୁ ହସ୍ତାନ୍ତର...

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସିଛନ୍ତି ପ୍ରାୟ ୫୦ ଓଡ଼ିଆ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବିଭିନ୍ନ ସହରରେ ଫସି ରହିଛନ୍ତି ଓଡ଼ିଶାର ୫୦ ଜଣ ଛାତ୍ରଛାତ୍ରୀ। ସେମାନେ ଇସ୍ରାଏଲର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଛନ୍ତି। ସେମାନେ ସମସ୍ତେ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଆଫଗାନିସ୍ତାନ ବିପକ୍ଷରେ ଭାରତ ଖେଳିବ ଦ୍ଵିତୀୟ ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଭାରତ ଖେଳିବାକୁ ଯାଉଛି ନିଜର ଦ୍ଵିତୀୟ ମୁକାବିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ସିଜିଏଲ୍’ ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା...