ପିଲାବେଳୁ ମୁଁ ଗୀତ ଗାଉଥିଲି – ଶାନ୍ତିଲତା ବାରିକ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Qk7LU2o-sjs]
ପିଲାଟି ବେଳରୁ ଶାନ୍ତିଲତା ବାରିକଙ୍କର ସ୍ଵର ହିଁ ଥିଲା ତାଙ୍କ ପରିଚୟ। ସେଥିପାଇଁ ସମସ୍ତେ ତାଙ୍କୁ କୋଇଲି ବୋଲି ଡାକୁଥିଲେ।
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି...
କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ଦିନ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି। ଉଭୟଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଛି।
ସୋମବାର...
ଏସିଆନ ଗେମ୍ସ ମହିଳା କ୍ରିକେଟରେ ଭାରତକୁ ସ୍ଵର୍ଣ୍ଣ, ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା ଟିମ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣିମ ସଫଳତା। ଏହି ପ୍ରତିଯୋଗୀତାର ମହିଳା କ୍ରିକେଟରେ ସୋମବାର ଭାରତୀୟ ଦଳ ସ୍ଵର୍ଣ୍ଣ ପଦକ ହାସଲ କରିଛି। ମହିଳା କ୍ରିକେଟ ଫାଇନାଲରେ ଭାରତ...
ରଦ୍ଦ ହେବ ବିଦେଶରେ ରହୁଥିବା ଖାଲିସ୍ତାନ ସମର୍ଥକଙ୍କ ‘ଓସିଆଇ’ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଲିସ୍ତାନ ପ୍ରସଙ୍ଗକୁ ନେଇ ଏବେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଘନେଇବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା କାନାଡା...
ରାଜଧାନୀରେ ରଙ୍ଗ୍ ରୁଟ ଡ୍ରାଇଭିଂ, ଜବତ ହେଲା ଶତାଧିକ ବାଇକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିଲେ ସାବଧାନ। ପୋଲିସ ନଜରରେ ପଡ଼ିଲେ ଜବତ ହେବ ଆପଣଙ୍କ ଗାଡ଼ି। ଏନେଇ ଟ୍ରାଫିକ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଡ୍ରାଇଭ...
ସଚିବଙ୍କ ଗସ୍ତକୁ ନେଇ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରମ୍ବାର ସଚିବଙ୍କ ଗସ୍ତ ଏବଂ ଖର୍ଚ୍ଚକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ବିରୋଧୀ। ସୋମବାର ଦିନ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାବେଳେ ପୁଣି ସମାନ କଥା ଦୋହରାଇ ସରକାରଙ୍କୁ ଘେରିଥିଲେ...
ବାହା ହେଲେ ପ୍ରେମ ପକ୍ଷୀ: ଏକାଠି ହେଲେ ରାଘବ-ପରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ-ପରିଣୀତି
ପତିପତ୍ନୀ ପାଲଟିଲେ ପରୀ-ରାଘବ। ପରିଣୀତି ଚୋପ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଆପ ନେତା ରାଘବ ଚଢ଼ା। ରାଜସ୍ଥାନ ଉଦୟପୁରସ୍ଥିତ ଲୀଲା ପ୍ୟାଲେସରେ ଏହି ସେଲିବ୍ରିଟି...
ଆଜିଠୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ, ସେପ୍ଟେମ୍ବର ୨୯ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ଏଥିରେ ମୌସୁମୀ ବାୟୁ ରାଜସ୍ଥାନରୁ ବାହାରି ଉତ୍ତର ଭାରତ ଏବଂ ଓଡ଼ିଶା ଦେଇ ଫେରିଯିବ। ଏଥିପାଇଁ ପାଗ ଅନୁକୂଳ ହୋଇଥିବା...
ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୁଣି ମିଳିବ ନାକ୍ ‘ଏ+’ ମାନ୍ୟତା!
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୨୬ରୁ ୨୮ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ ନାକ୍ ଟିମ। ଶିକ୍ଷାର ମାନ, ଭିତ୍ତିଭୂମି ଓ ଗବେଷଣା ବିଷୟ ଉପରେ ହେବ ପୁନଃମୂଲ୍ୟାୟନ
ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ ବା...
ଏସିଆନ ଗେମ୍ସ: ଭାରତ ହାତେଇଲା ପ୍ରଥମ ସ୍ଵର୍ଣ୍ଣ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ହାତେଇଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଏହି ପ୍ରତିଯୋଗିତାର ‘ପୁରୁଷ ୧୦ ମିଟର ଏୟାର ରାଇଫଲ’ ଟିମ ଇଭେଣ୍ଟରେ ସୋମବାର ବିଶ୍ଵ ରେକର୍ଡ...





















