Independence Day

ପ୍ରବଳ ବର୍ଷା: ବନ୍ଦ ହେଲା ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ବର୍ଷା ପାଇଁ ଗୁରୁବାର ବଲାଙ୍ଗୀରରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଓ...

ଫୁଲବାଣୀ: ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ୟୁବ୍ ସାହାଯ୍ୟରେ ଭରା ନଈ ପାର୍ ହେଲେ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭରା ନଈରେ ଟ୍ୟୁବ ଭରସା କେତେବେଳେ ଦୋଳା ତ କେତେବେଳେ ଟ୍ୟୁବରେ ବୁହା ହେଉଛନ୍ତି ରୋଗୀ (ଫୁଲବାଣୀରୁ ସଦାଶିବ ପାତ୍ର): ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ୟୁବ ସାହାଯ୍ୟରେ ରୋଗୀଙ୍କୁ ଭରା...

ଦିଲ୍ଲୀ ପୋଲିସରେ ୭,୫୪୭ଟି କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ଦିଲ୍ଲୀ ପୋଲିସରେ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଦିଲ୍ଲୀ ପୋଲିସ ବିଭିନ୍ନ ବିଭାଗରେ ଖାଲିଥିବା ୭,୫୪୭ଟି କନଷ୍ଟେବଳ ପଦବୀ ପୂରଣ...

ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୩-୨୪ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ...

ଓଡ଼ିଶାରେ ଡେଙ୍ଗୁ ପରେ ଏବେ ସ୍କ୍ରବ ଟାଇଫସର ଭୟ, ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଡେଙ୍ଗୁ ପରେ ଏବେ ଓଡ଼ିଶାରେ ସ୍କ୍ରବ ଟାଇଫସର ମାମଲା ବଢ଼ି ଚାଲିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବାବେଳେ କିଛି ସ୍ଥାନରେ ଲୋକଙ୍କ ମୃତ୍ୟୁ ହୋଇଥିବା...

କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ସନ୍ଦୀପ ମିଶ୍ରଙ୍କ ୩୦ ବର୍ଷର ସଫଳ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=qN5ORIYkNZ0] ଅନ୍ତର୍ଜାତୀୟ କ୍ରୀଡ଼ା ସାମ୍ବାଦିକତା ଜଗତର ଜଣେ ପରିଚିତ ନାଁ ସନ୍ଦୀପ ମିଶ୍ର ଅନ୍ତର୍ଜାତୀୟ କ୍ରୀଡ଼ା ସାମ୍ବାଦିକ ଭାବେ ପରିଚିତ ସନ୍ଦୀପ ମିଶ୍ର। ୯ଟି ହକି ବିଶ୍ୱକପ୍‌, ୨ଟି କ୍ରିକେଟ ବିଶ୍ୱକପ୍ ସହ...

ନାଟ୍ୟ ସଂସ୍ଥା କାନମାସ ପକ୍ଷରୁ ଭୁବନେଶ୍ଵରରେ ଡ୍ରାମା ସ୍କୁଲ

 ଓଡ଼ିଶାଲାଇଭ୍ ବ୍ୟୁରୋ ‘କାନମାସ ସ୍କୁଲ ଅଫ ପରଫରମିଂ ଆର୍ଟ୍ସ’ର ନୂଆ ଶାଖା ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ଵରରେ ହେବ ଉଦଘାଟନ ଆକ୍ଟିଂ, ଆଙ୍କରିଂ, ନ୍ୟୁଜ କାଷ୍ଟିଂରେ ୬ ମାସିଆ ସାର୍ଟିଫିକେଟ୍ କୋର୍ସର ସୁଯୋଗ...

ବର୍ଷା ପାଇଁ ଆଗୁଆ ପଦକ୍ଷେପ: ଖୋଲିଲା ହୀରାକୁଦର ୨ଟି ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବୁଧବାର ଅପରାହ୍ଣ ୪ଟାରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ଉଭୟ ବାମ ଏବଂ ଦକ୍ଷିଣ ପାର୍ଶ୍ଵର ଗୋଟିଏ...

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜରୁରୀ ବିଟ୍ ରୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଟ୍ ରୁଟରେ ରହିଛି ପ୍ରଚୁର ପରିମାଣର ଭିଟାମିନ୍‌, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ସୁନ୍ଦର ଦେଖାଯିବାକୁ ସମସ୍ତଙ୍କର ଇଚ୍ଛା। ବିଶେଷ କରି ମହିଳାମାନେ ଚେହେରାକୁ ଚିକ୍କଣ ଓ ସୁନ୍ଦର କରିବା ପାଇଁ ବିଭିନ୍ନ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ ଜେଲ ଯାଇଥିବା ରାୟଗଡ଼ା ଡିଏଫଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ ଜେଲ...