ଏଏସଓ ଚୟନ ପ୍ରକ୍ରିୟାରେ ଲାଗିଲା ରୋକ, ପୂର୍ବ ରାୟ ଉପରେ ହାଇକୋର୍ଟଙ୍କ ରହିତାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏଏସଓ ଚୟନ ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ପରୀକ୍ଷାର ନୂଆ ମେରିଟ ଲିଷ୍ଟ ବାହାର କରିବା ସହ ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ବୁଧବାର ରହିତାଦେଶ...
ଆଜି ରାଜ୍ୟରେ ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ ଜାରି, ଅଗଷ୍ଟ ୧୧ରେ ଭୋଟ ଗଣତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଜାରି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର ଏବଂ ୯ଟି ପଞ୍ଚାୟତ...
ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ସୁଯୋଗ, କାଲି ସରିଯିବ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ...
ବିଫଳତା ହିଁ ମଣିଷକୁ ସଫଳ ହେବାର ବାଟ ଦେଖାଏ – ଓଏଏସ୍ ସତ୍ୟଲକ୍ଷ୍ମୀ ସାମନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=301FdLFx7n4]
“ବିଫଳତା ହିଁ ମଣିଷକୁ ସଫଳ ହେବାର ବାଟ ଦେଖାଏ। ଜୀବନରେ ବିଫଳ ହେଲେ ହିଁ ସଫଳତାର ସ୍ଵାଦ ବହୁଗୁଣ ଅଧିକ ହୋଇଯାଏ, ଯାହା ମୋ କ୍ଷେତ୍ରରେ ହୋଇଛି”, ଏହିଭଳି କହିଛନ୍ତି...
ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ, କେନ୍ଦ୍ରକୁ ପ୍ରଶଂସା କଲେ ପିନାକୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଲୋକସଭାରେ ଆଲୋଚନା ହୋଇଛି। ଇ-ଣ୍ଡି-ଆ ମେଣ୍ଟ ଆଣିଥିବା ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛି ବିଜେଡି। ଏନେଇ ବିଜେଡି ପକ୍ଷରୁ...
ବିବାହ ପରେ ଓଏଏସ୍ ହେବାର ସ୍ୱପ୍ନ ଦେଖିଥିଲେ ସ୍ୱାତୀ ସ୍ନିଗ୍ଧା ସୁଆର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=XplpJz4AEXU]
ବିବାହ ପରେ ଅଧିକାଂଶ ଝିଅଙ୍କର ସ୍ୱପ୍ନ ହଜି ଯାଉଥିବାବେଳେ ସ୍ୱାତୀ ସ୍ନିଗ୍ଧା ଦେଖିଥିଲେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ। ଏହି ସ୍ୱପ୍ନ ତାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି। ଓଡ଼ିଶା...
ସଂସଦ ସଦସ୍ୟତା ପରେ ଦିଲ୍ଲୀର ସରକାରୀ ବଙ୍ଗଳା ଫେରି ପାଇଲେ ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ ବାସଭବନକୁ ଫେରି ପାଇଲେ ରାହୁଲ ଗାନ୍ଧୀ। ଲୋକସଭା ସଦସ୍ୟତା ଫେରି ପାଇବା ପରେ ରାହୁଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ପୁଣି ମିଳିଛି। ମୋଦୀ ସରନେମ ମାମଲାରେ...
ବାଲେଶ୍ୱର: ସାଳନ୍ଦୀ ନଦୀରେ ବୁଡ଼ି ଦୁଇ କାଉଡ଼ିଆଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧାରେ ରହିଲା ମାନସିକ। ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପୂର୍ବରୁ ଚାଲିଗଲା ଦୁଇ କାଉଡ଼ିଆଙ୍କର ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ମୃତ ଦୁଇଜଣ ହେଲେ ଖଇରା ବ୍ଲକ...
ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ହେବନି ଆଧାର କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ସ୍କୁଲଗୁଡ଼ିକରେ ନାମ ଲେଖାଇବା ପାଇଁ ବାଧ୍ୟତାମୂଳକ ହେବନି ଆଧାରକାର୍ଡ। ବିନା ଆଧାରକାର୍ଡରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ। ଏ ନେଇ ମଙ୍ଗଳବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର...
ମଣିପୁର ହିଂସା: ବିଭିନ୍ନ ମାମଲାରେ ଯାଞ୍ଚର ତଦାରଖ ପାଇଁ ୩ ଜଣିଆ ମହିଳା ବିଚାରପତିଙ୍କ କମିଟି ଗଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁର ହିଂସା ମାମଲାର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏଥିରେ ହାଇକୋର୍ଟର ତିନିଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ସାମିଲ କରାଯାଇଛି। ଏହି ୩ ଜଣିଆ କମିଟି...





















