Independence Day

ବାହାନଗା ଟ୍ରେନ ଟ୍ରାଜେଡି: ପୁଣି ୧୦ ଜଣ ରେଳ କର୍ମଚାରୀଙ୍କୁ ସମନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଆଉ ୧୦ ଜଣ ରେଳ କର୍ମଚାରୀଙ୍କୁ ସମନ କରିଛି ସିବିଆଇ। ଏହା ପୂର୍ବରୁ ଜୁଲାଇ ୧୨ ତାରିଖରେ ଏହି ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ...

ନନ୍ଦନକାନନକୁ ଆସିବେ ହୁଲୁକ୍‌ ଗିବନ୍‌ ଓ ଚିତାବିରାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବାକୁ ଯାଉଛି ୨ଟି ଚିତାବିରାଡ଼ି ଓ ୨ଟି ବାନର ପ୍ରଜାତିର ହୁଲୁକ୍‌ ଗିବନ୍‌। ବନ୍ୟପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଅରୁଣାଞ୍ଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଏମାନଙ୍କୁ ଅଣାଯିବ। ଏହାବଦଳର ସେଠାକୁ...

ଓଡ଼ିଶାରେ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜୁଲାଇ ୧୭ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (ପିଜିଟି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ...

ଆଜି ଲଞ୍ଚ ହେବ ଭାରତର ବହୁ ପ୍ରତୀକ୍ଷୀତ ଚନ୍ଦ୍ରଯାନ-୩’ ମିଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତର ବହୁ ପ୍ରତୀକ୍ଷୀତ 'ଚନ୍ଦ୍ରଯାନ-୩' ମିଶନ ଲଞ୍ଚ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ଟା ବେଳେ ଏହାକୁ ଲଞ୍ଚ କରାଯିବ।...

ପ୍ରେମ ପାଇଁ ସୀମା ଡେଇଁଲେ ପାକିସ୍ତାନର ସୀମା

ଓଡ଼ିଶାଲାଇଭ୍ ବ୍ୟୁରୋ କୁହାଯାଏ ପ୍ରେମ ମାନେନା ବାଧା କି ବନ୍ଧନ। ପ୍ରେମ ପାଇଁ ସାତ ଦରିଆ ପାର କରିଯାଏ ପ୍ରେମିକ। ଏବେ ପ୍ରେମ ପାଇଁ ସୀମା ଟପିଛନ୍ତି ପାକିସ୍ତାନର ସୀମା ହାଇଦର। ପାକିସ୍ତାନର ସୀମା ହାଇଦରଙ୍କ...

‘ଅଗ୍ନିପଥ’ ପ୍ରଭାବ: ଇତିହାସ ପାଲଟିବ ‘ଗୋର୍ଖା ବାହିନୀ’

ଓଡ଼ିଶାଲାଇଭ୍ ବ୍ୟୁରୋ “ଯଦି କିଏ ମୃତ୍ୟୁକୁ ଡରେନି ବୋଲି କହୁଥାଏ, ତେବେ ସେ ମିଛ କହୁଛି କିମ୍ବା ସେ ଜଣେ ଗୋର୍ଖା” “ସମସ୍ତଙ୍କର ମୃତ୍ୟୁକୁ ଭୟ ଥାଏ, ଯଦି କେହି କହୁଥାଏ ମୃତ୍ୟୁକୁ ଭୟ କରେନି...

ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦୁଇ ଦେଶ ମଧ୍ୟରେ ସ୍ଵାକ୍ଷର ହେବ ବହୁ ବୁଝାମଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ବିଦେଶ ଗସ୍ତରେ ଯାଇ ଗୁରୁବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି। ପ୍ୟାରିସ ବିମାନବନ୍ଦରରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ତାଙ୍କୁ ସ୍ଵାଗତ କରିଥିଲେ।...

ଜୁଲାଇ ୧୬ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ମୌସୁମୀ ୠତୁରେ ସ୍ଵାଭାବିକ ବର୍ଷା ତୁଳନାରେ କମ୍ ବର୍ଷା ରେକର୍ଡ କରାଯାଇଥିବାବେଳେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ...

ଆସନ୍ତାକାଲି ଲଞ୍ଚ ହେବ ‘ଚନ୍ଦ୍ରଯାନ-୩’: ଜହ୍ନ ଯାତ୍ରା ପାଇଁ ଇସ୍ରୋ ପକ୍ଷରୁ କାଉଣ୍ଟଡାଉନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୩’ ମିଶନ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ଟା ବେଳେ ଏହି ମିଶନକୁ ଲଞ୍ଚ...

ଦିଲ୍ଲୀକୁ ବୁଡ଼ାଇଲାଣି ଯମୁନା ପାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ଯମୁନା ନଦୀ ପାଣିରେ ଦିଲ୍ଲୀର ହାଲ ଏବେ ପୂରା ବେହାଲ ହୋଇପଡ଼ିଛି। ଯମୁନା ନଦୀର ଜଳସ୍ତର ଲଗାତର ବୃଦ୍ଧି ହେବା କାରଣରୁ ଦିଲ୍ଲୀରେ ପରିସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ...