Independence Day

ଭୁବନେଶ୍ଵରରେ ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ: ଓଡ଼ିଶାର ୩ ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ...

କରମଣ୍ଡଳ କରାଇଦେଲାନି କାଳିଆ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=4E14PXFAj54] ହସଖୁସିରେ ବାହାରି ଥିଲେ ଶ୍ରୀକ୍ଷେତ୍ରରେ ପହଞ୍ଚି ସ୍ନାନ ପୂର୍ଣ୍ଣିମାରେ କାଳିଆକୁ ଦର୍ଶନ କରିବେ, ହେଲେ ଅଧାବାଟରେ ସବୁକିଛି ଓଲଟପାଲଟ ହେଇଗଲା। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଯୋଗୁଁ ମଉଳିଗଲା ବାଲେଶ୍ୱରର ଦେବକୀ...

ଧାନ, ମୁଗ, ବିରି ଆଦି ବିଭିନ୍ନ ଖାଦ୍ୟଶସ୍ୟର ‘ଏମଏସପି’ ବଢ଼ାଇଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ଦେଶରେ ଧାନ, ବିରି, ମୁଗ ଆଦି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବଢ଼ାଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ଫସଲର ଏମଏସପି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର...

ଭାରତ-ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିୟନସିପର (ଡବ୍ଲୁଟିସି) ଫାଇନାଲ୍ ମୁକବିଲା। ଟେଷ୍ଟ କ୍ରିକେଟର ବିଶ୍ଵ ବିଜେତା ହେବା ଲକ୍ଷ୍ୟରେ ଏହି ମ୍ୟାଚରେ ଉଭୟ ଦଳ...

ବାହାନଗା ଟ୍ରେନ ଟ୍ରାଜେଡି: ମୃତଦେହକୁ ନେଇ ଦ୍ଵନ୍ଦ୍ଵ, ଜଣଙ୍କ ପାଇଁ ୬ ଦାବିଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି। କିଛି ମୃତଦେହ ଚିହ୍ନଟ ହୋଇନପାରି ପଡ଼ି ରହିଥିବାବେଳେ ଗୋଟିଏ ମୃତଦେହର ୬ ଜଣ ଲେଖାଏଁ ଦାବିଦାର ରହିଛନ୍ତି।...

ଜଳୁଛି ସାରା ଓଡ଼ିଶା: ଦିନ ୧୦ଟାରୁ ରାଜଧାନୀରେ ନିଆଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତପ୍ତ ଖରାରେ ଜଳୁଛି ସାରା ଓଡ଼ିଶା। ବୁଧବାର ଦିନ ୧୦ଟାରୁ ରାଜଧାନୀ ଭୁବନେଶ୍ଵରରେ ନିଆଁ ବର୍ଷା ହେଉଛି। ଦିନ ୧୨ଟା ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ମଙ୍ଗଳବାର...

ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଉପକୂଳ ଛୁଇଁବ। ଏବେ ମୌସୁମୀ ବାୟୁ ଆରବ ସାଗର ଉପରେ ରହିଥିବାବେଳେ କେରଳ ଉପକୂଳରେ ଏଥିପାଇଁ ପାଗ ଅନୁକୂଳ ରହିଛି।...
AIIMS-Bhubaneswar OPD

ବାହାନଗା ଟ୍ରାଜେଡି: ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସ ଆସିବାକୁ ସମ୍ପର୍କୀୟଙ୍କୁ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ପରିବାର ଲୋକେ ଏବେ ସେମାନଙ୍କ ଆତ୍ମୀୟଙ୍କ ଶବକୁ ଖୋଜିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ଵରର...

‘ଆଇବିପିଏସ୍’ ପକ୍ଷରୁ ‘ଆରଆରବି’ ନିଯୁକ୍ତି ପରୀକ୍ଷା ପାଇଁ ଆରମ୍ଭ ହେଲା ଆବେଦନ, ୨୧ ଜୁନ୍ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଭିନ୍ନ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ଗୁଡ଼ିକରେ ଅନେକ ଗ୍ରୁପ ‘ଏ’, ‘ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ଅଫିସର ଓ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି।...

ସ୍ତ୍ରୀ-ଝିଅ ତ ଚାଲିଗଲେ, ଟଙ୍କା ନେଇ କ’ଣ କରିବି?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fXb5jCsr8XY] ବାହାନଗା ରେଳ ଦୁର୍ଘଟଣା ଉଜାଡ଼ି ଦେଲା କେତେ ହସଖୁସିର ସଂସାର। ଏହି ଦୁର୍ଘଟଣା କାହା ମଥାରୁ ସିନ୍ଦୁର ପୋଛି ଦେଲା ତ ଆଉ କାହାକୁ ଅନାଥ କରିଦେଲା। ଜୁନ ୨ ତାରିଖ,...