ଶବ ଭିତରୁ ଖୋଜା ଚାଲିଛି ପରିଚୟ: “କେତେ ଖୋଜିଲିଣି ମୋ ପୁଅକୁ ପାଉନି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାହୁଁ ଚାହୁଁ ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ଛାରଖାର କରିଦେଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା। ଏହି ଦୁର୍ଘଟଣା ଅନେକ ଜୀବନ ନେଲା, ଅନେକଙ୍କୁ ଆହତ ମଧ୍ୟ କଲା।...
ବାହାନଗା ଟ୍ରେନ ଟ୍ରାଜେଡିର ‘କବଚ’ ସିଷ୍ଟମ ସହ କୌଣସି ସମ୍ପର୍କ ନାହିଁ – ରେଳବାଇ ବୋର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଆଣ୍ଟି କୋଲିଜନ ସିଷ୍ଟମ ‘କବଚ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନଗୁଡ଼ିକରେ ‘କବଚ’ ସିଷ୍ଟମ କାହିଁକି ଲଗାଯାଇନଥିଲା ବୋଲି ବିରୋଧୀମାନେ ପ୍ରଶ୍ନ...
ବାହାନଗା ଟ୍ରେନ ଟ୍ରାଜେଡି: ଆହତଙ୍କ ଚିକିତ୍ସା ସମୀକ୍ଷା ପାଇଁ ଓଡ଼ିଶାରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ବିଷୟରେ ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ରବିବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ରବିବାର ଦିନ ଭୁବନେଶ୍ଵର ଏମ୍ସରେ...
ବାହାନଗା ଟ୍ରେନ୍ ଟ୍ରାଜେଡି: ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ଯାଏଁ ଓଡ଼ିଶାରୁ କୋଲକାତାକୁ ମାଗଣା ବସସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ କୋଲକାତାକୁ ମାଗଣାରେ ବସ୍ ସେବା ଯୋଗାଇ ଦେବାକୁ ରବିବାର ଦିନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ, ଭୁବନେଶ୍ୱର ଏବଂ...
ବାହାନଗା ଟ୍ରେନ ଟ୍ରାଜେଡି ମୃତକଙ୍କ ସଂଖ୍ୟା ୨୮୮ ନୁହେଁ ୨୭୫ – ମୁଖ୍ୟ ଶାସନ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ମୃତକଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସରକାର ନୂଆ ତଥ୍ୟ ଦେଇଛନ୍ତି। ଏହି ଦୁର୍ଘଟଣାରେ ମୋଟ ୨୭୫ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। କେତେକ ମୃତ ଦେହର ଦୁଇଥର...
ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ...
ବାହାନଗା ଟ୍ରାଜେଡି: ପ୍ରଧାନମନ୍ତ୍ରୀଙ୍କ ସହ ଆହତମାନଙ୍କ ଚିକିତ୍ସା ବିଷୟରେ କଥା ହେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କ ଜୀବନ ରକ୍ଷା...
ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ହେଲ୍ପ ଲାଇନ୍ ନମ୍ବର-୧୯୨୯
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଏମସି ପକ୍ଷରୁ ହେଲ୍ପ ଲାଇନ ନମ୍ବର...
ବାହାନଗା ଟ୍ରାଜେଡି: ରେଳଧାରଣାର ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଚାଲିଗଲା ଶତାଧିକ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରେଳଧାରଣାର ବୈଦୁତିକ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଭୟଙ୍କର ଟ୍ରେନ ଟ୍ରାଜେଡି...
ବାହନଗା ଟ୍ରେନ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୧୭୦ ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ମୃତକମାନଙ୍କ ମଧ୍ୟରୁ ୧୭୦ ଜଣଙ୍କର ମୃତଦେହ ଭୁବନେଶ୍ୱର ଅଣାଯାଇଛି। ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ...





















