Independence Day

dil bechara song-2

ରିଲିଜ୍ ହେଲା ଫିଲ୍ମ ‘ଦିଲ୍ ବେଚାରା’ର ରୋମାଣ୍ଟିକ ଟ୍ରାକ୍ ‘ତାରେ ଗିନ୍’

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଏକ ରୋମାଣ୍ଟିକ ଟ୍ରାକ ଆଜି ରିଲିଜ୍ ହୋଇଛି। ଏହି ଗୀତର ଶୀର୍ଷକ ରହିଛି ‘ତାରେ ଗିନ୍’। ଏହାକୁ...
bbsr corona update

ଭୁବନେଶ୍ୱରରେ ଆଉ ୯୦ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରେ ଆଜି ପୁଣି ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ...
bihar lock down f

କରୋନା ଆଲର୍ଟ: କାଲିଠୁ ମାସ ଶେଷ ଯାଏଁ ଲକଡାଉନ ରହିବ ବିହାର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣ। କେତେକ ସ୍ଥାନରେ ସ୍ଥିତି ଅଣାୟତ। ତେବେ ବିହାରରେ ମଧ୍ୟ ଲଗାତାର ଭାବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ସେଠାରେ ଜୁଲାଇ ୧୬ରୁ ୩୧...
Ram gopal barma

ରାମ ଗୋପାଳଙ୍କ ଫିଲ୍ମରେ ଓଡ଼ିଆ ପୁଅ, ଅପ୍ସରାଙ୍କ ସହ ଡେବ୍ୟୁ କରିବେ ରକ୍

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନିକଟରେ ଓଡ଼ିଶାର ଅପ୍ସରା ରାଣୀଙ୍କୁ ମିଳିଛି ବଲିଉଡରେ କାମ କରିବାର ସୁଯୋଗ। ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ରୁ ସେ ଡେବ୍ୟୁ କରିବେ। ତେବେ ଆଉ ଏକ ଭଲ...
india-china

ଭାରତ-ଚୀନ ସୀମା ବିବାଦ, ୧୪ ଘଣ୍ଟା ଧରି ଚାଲିଲା କମାଣ୍ଡର ସ୍ତରୀୟ ଚତୁର୍ଥ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଚୀନ ସୀମା ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି। ଗତ ମଙ୍ଗଳବାର ଦିନ ଦୁଇ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା।...
khordha hospital

ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୋନା ଆକ୍ରାନ୍ତ, ବନ୍ଦ ହେଲା ଓପିଡି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): କାୟା ମେଲାଉଛି କରୋନା। ରାଜ୍ୟବ୍ୟାପି ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ କେବଳ ସାଧାରଣ ଜନତା ନୁହଁନ୍ତି, କରୋନା ସହ ଲଢ଼ୁଥିବା କୋଭିଡ୍ ଯୋଦ୍ଧାମାନେ ମଧ୍ୟ ଧିରେ...
dubbing artist

ଟଲିଉଡରୁ ହଲିଉଡ ଯାଏଁ, ସୁପରହିରୋଙ୍କ ଚରିତ୍ର ପଛରେ ରହିଛି ଏହି ଟିଭି କଳାକାରଙ୍କ ସ୍ୱର

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥ ଫିଲ୍ମ ହେଉ ବା ହଲିଉଡ, ଲୋକଙ୍କ ମଧ୍ୟରେ ସୁପରହିରୋମାନଙ୍କୁ ନେଇ ବହୁତ କ୍ରେଜ୍ ରହିଛି। ସେ 'ବାହୁବଲୀ' ହେଉ ବା 'ଆଇରନ୍ ମ୍ୟାନ୍', ଦର୍ଶକଙ୍କ ମଧ୍ୟରେ ସମସ୍ତଙ୍କର ସ୍ୱତନ୍ତ୍ର...
corona

ଦିଲ୍ଲୀରେ କମୁଛି ସଂକ୍ରମଣ, ହସ୍ପିଟାଲରେ ୭୦ ପ୍ରତିଶତ ବେଡ୍ ଖାଲି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ନଅ ଲକ୍ଷ ଟପିସାରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକୁ ଦିନ ଏହି ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜଧାନୀରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି।...
lock down-1

ଥମୁନି କରୋନା, ଏହି ସବୁ ସ୍ଥାନରେ ଲକଡାଉନ ସହ ବଢ଼ିଲା କଟକଣା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ଥମିବାର ନାଁ ନଉନି। ହୁ ହୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏଥିମଧ୍ୟରେ କିଛି ସ୍ଥାନରେ କରୋନାକୁ ନେଇ ହୋଇଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବାର...
Tawang

ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କାହିଁକି କୁହେ ଚୀନ?

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ବର୍ଷ ଧରି ଚାଲିଆସୁଛି ଭାରତ-ଚୀନ ସୀମା ବିବାଦ। ନିକଟରେ ଗଲଓ୍ୱାନ ଘାଟିରେ ହୋଇଥିବା ହିଂସା ଏହାର ଏକ ଜ୍ୱଳନ୍ତ ଉଦାହରଣ। ତେବେ ଭାରତରେ ଏପରି ଅନେର ସ୍ଥାନ ଅଛି ଯାହା...