Independence Day

ଭଦ୍ରକ: ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ବଡ଼ ଅଘଟଣ ଘଟିଛି। ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣକୁ ଗୁରୁତର...

ଜୟପୁର: ସାନକିଚବ ଗ୍ରାମରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ସାନକିଚବ ଗ୍ରାମରେ ଚଢ଼ଉ କରି ପୋଲିସ ୨୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଗ୍ରାମର ଦେବ ବଡ଼ନାୟକଙ୍କ ଘରେ ବେଆଇନ...

ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ସାମିଲ ହେଲା ମିଲେଟ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏବେ ମିଳିବ ମିଲେଟ୍ସ ଜାତୀୟ ଖାଦ୍ୟ। ସୋମବାର ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ମିଲେଟ୍ ଯୁକ୍ତ ଖାଦ୍ୟର...

କର୍ଣ୍ଣାଟକ ରେସ୍‌ରେ ୩ ଘୋଡ଼ା: ବିଜେପି, କଂଗ୍ରେସ ଓ ଜେଡିଏସ୍

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିଜର ଦମ୍ ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି ୩ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ୍। ତ୍ରିମୁଖୀ ପ୍ରତିଦ୍ଵନ୍ଦ୍ଵିତାରେ କିଏ ମାରିବ ବାଜି? ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ। ଏଥିପାଇଁ...

ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଆଜି ନିପନ୍ ଷ୍ଟିଲର ଅଧ୍ୟକ୍ଷଙ୍କ ସହ କରିବେ ଅଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତୃତୀୟ ବିଦେଶ ଗସ୍ତରେ ଯାଇ ଜାପାନରେ ପହଞ୍ଚିଛନ୍ତି। ସେ ମଙ୍ଗଳବାର ସକାଳେ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିଲେ। ଟୋକିଓରେ ଭାରତୀୟ ରାଷ୍ଟ୍ରଦୂତ ସି ବି ଜର୍ଜ...

ଓଡ଼ିଶାରେ ଏବେ ବିଏସସି ନର୍ସିଂ ପଢ଼ିବା ପାଇଁ ଦେବାକୁ ହେବ ନିଟ୍ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଡ଼ିଶାରେ ବିଏସସି ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ନିଟ୍ ପରୀକ୍ଷା। ଡାକ୍ତରୀ ପଢ଼ା ଭଳି ଏବେ ବିଏସସି ନର୍ସିଂ ପାଇଁ ମଧ୍ୟ ଜାତୀୟ ସ୍ତରରେ...
job

ଜାତୀୟ ଆଜୀବିକା ସେବା କେନ୍ଦ୍ର ପକ୍ଷରୁ ଏପ୍ରିଲ ୬ରେ ନିଯୁକ୍ତି ମେଳା, ୩୦୦ ଅଧିକ ଚାକିରି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନସିଏସସିଡିଏ) ପକ୍ଷରୁ ଭୁବନେଶ୍ଵରେ ଆୟୋଜିତ ହେବାକୁ ଯାଉଛି ଏକ ନିଯୁକ୍ତି ମେଳା। ଏପ୍ରିଲ ୬ ତାରିଖ ଦିନ ଭୁବନେଶ୍ଵରସ୍ଥିତ ଜାତୀୟ ଅଜୀବିକା କେନ୍ଦ୍ରରେ ଏହି ନିଯୁକ୍ତି...

ଅଟିଜିମକୁ କେମିତି ଚିହ୍ନିବା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=2-r5z5dj8mI] ‘ଅଟିଜିମ’ ଶୈଶବ ଅବସ୍ଥାରେ ଦେଖାଦେଉଥିବା ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ମାନସିକ ସମସ୍ୟା। ଏହି ସମସ୍ୟା ଥିଲେ ଜଣେ ଶିଶୁ ସାଧାରଣ ପିଲାଙ୍କ ଭଳି ଅନ୍ୟମାନଙ୍କ ସହ ଯୋଗାଯୋଗ ବା...

ସରିଲା ଏନଏସି ଭୋଟ: ଅତାବିରାରେ ୭୪ ପ୍ରତିଶତ ଓ ହିନ୍ଦୋଳରେ ୮୮ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ଉଭୟ ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ। ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବରଗଡ଼ ଜିଲ୍ଲା ଅତାବିରା ଏନଏସି ଏବଂ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ...

ବିଶାଖାପାଟଣାରେ ଉତ୍କଳ ଦିବସ ପାଳିଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଶାଖାପାଟଣାରେ ଉତ୍କଳ ଦିବସ ପାଳିଲେ ପ୍ରବାସୀ ଓଡ଼ିଆ। ଏହି ଅବସରରେ ବିଶାଖାପାଟଣା ସହରର ଦଶପଲ୍ଲା ହିଲ୍ସଠାରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରବାସୀ ଓଡ଼ିଆମାନେ...