କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ‘ସ୍ପୋର୍ଟସ୍ ଷ୍ଟାର ଏସେସ’ ସମ୍ମାନ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଛି ‘ସ୍ପୋର୍ଟସ୍ ଷ୍ଟାର ଏସେସ’ ପୁରସ୍କାର। କ୍ରୀଡ଼ା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ସୋମବାର ମୁମ୍ବାଇଠାରେ...
ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ସାର୍ଦୁଲ ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ସାର୍ଦୁଲ ଠାକୁର। ଦୀର୍ଘ ଦିନର ପ୍ରେମିକା ମିତାଲି ପାରୁଲକରଙ୍କୁ ସୋମବାର ଦିନ ସେ ବିବାହ କରିଛନ୍ତି।
ମୁମ୍ବାଇଠାରେ ସାର୍ଦୁଲ ଏବଂ ମିତାଲିଙ୍କର...
ଓଡ଼ିଶାରେ ସୁନା ପଥର ଖଣିର ସନ୍ଧାନ ମିଳିଛି – ଇସ୍ପାତ ଓ ଖଣି ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେ କହିଛନ୍ତି କେନ୍ଦୁଝର,...
ଓଡ଼ିଶାରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପ୍ରବଳ ତାତି, ୪୧ ଡିଗ୍ରୀ ପାର କରିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ୁଛି। ଫେବ୍ରୁଆରି ମାସରେ ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ତାପମାତ୍ରା ୪୧...
ରାଉରକେଲାରେ ଏଫଆଇଏଚ ପ୍ରୋ-ଲିଗ: ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ପୁଣିଥରେ ଫେରିବ ଅନ୍ତର୍ଜାତୀୟ ହକି। ମାର୍ଚ୍ଚ ୧୦ ତାରିଖରୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ପ୍ରୋ-ଲିଗ। ଏଥିଲାଗି ସୋମବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ...
ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେବେ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଫେବ୍ରୁଆରି ୨୮ତାରିଖରେ ପଦରୁ ଅବସର...
ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଚାଲିଥିବା କଂଗ୍ରେସର ମହାଅଧିବେଶନରେ ସୋନିଆ ଦେଇଥିବା କିଛି ସଙ୍କେତ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।...
ନୂଆ ରୂପ ନେଉଛି ବିଜୁ ବାବୁଙ୍କ ‘ଡାକୋଟା’
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ରୂପ ନେବାକୁ ଯାଉଛି ବିଜୁ ବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ। ଡାକୋଟାର ମରାମତି ସହ ରଙ୍ଗ ଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ ୫ ତାରିଖ...
ମେ’ ଦ୍ଵିତୀୟ ସପ୍ତାହରେ ଓଜେଇଇ ପରୀକ୍ଷା, ମାର୍ଚ୍ଚ ୨୦ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ ମେ' ମାସ ଦ୍ଵିତୀୟ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଏଥିଲାଗି ମେ’ ୮, ୯, ୧୦, ୧୧ ଓ ୧୨ ତାରିଖରେ ପ୍ରବେଶିକା ପରୀକ୍ଷା...
ଜୟପୁର: ୧ କୋଟି ଟଙ୍କାର ଗଞ୍ଜେଇ ଓ ଗୋଟିଏ ମାଉଜର ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ପୋଲିସ ଇରିଗେସନ କଲୋନୀରେ ଥିବା ଏକ ଘରୁ ଏକ କୁଇଣ୍ଟାଲ ୧୪୫ କେଜି ଗଞ୍ଜେଇ ଓ ଗୋଟିଏ ମାଉଜର ଜବତ କରିଛି। ଜବତ ଗଞ୍ଜେଇର...





















