Independence Day

ଆଜି ବିଧାନସଭାରେ ଆସିବ ବଜେଟ, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ୨୦୨୪ ମସିହା ନିର୍ବାଚନ ପୂର୍ବରୁ ଏହି ବଜେଟ...

ଓଡ଼ିଶା ଟୁରିଜିମ୍‌ କନକ୍ଲେଭ-୨୦୨୩: ‘‘ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସମନ୍ୱିତ ବିକାଶ ସହ ସ୍ଥାନୀୟ ଲୋକଙ୍କ ରୋଜଗାର ଉପରେ ଗୁରୁତ୍ୱ’’

 ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଭୁବନେଶ୍ୱରଠାରେ ଚାଲିଥିବା ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା...

ନବ ଦାସ ହତ୍ୟା ମାମଲା: ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ମିଳୁନି ନବ ଦାସଙ୍କ ଛାତିକୁ ବିଦ୍ଧ କରିଥିବା ଗୁଳି ଏଫବିଆଇ ତଦନ୍ତକୁ ନେଇ ପ୍ରଶ୍ନ “ଗୋପାଳକୁ ମାନସିକ ରୋଗୀ ପ୍ରମାଣ କରିବାକୁ ଚାଲିଛି ପ୍ରୟାସ” ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ...

ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩ରେ ଇକୋ ଟୁରିଜିମର ବିକାଶକୁ ନେଇ ବିଶେଷ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭୁବନେଶ୍ଵରରେ ହୋଇଛି ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ସ୍ଵସ୍ତି ପ୍ରିମିୟମ ହୋଟେଲରେ ଏହି କନକ୍ଲେଭ...

ଓଡ଼ିଶା ଟୁରିଜମ କନକ୍ଲେଭ୍ ୨୦୨୩ରେ ‘ମାର୍କେଟିଂ ଡେଷ୍ଟିନେସନ ଓଡ଼ିଶା’କୁ ନେଇ ସ୍ଵତନ୍ତ୍ର ଟେକ୍ନିକାଲ ସେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟରେ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଆୟୋଜିତ ହେଉଛି ଏହି କନକ୍ଲେଭ। ଓଡ଼ିଶାର...

ଓଡ଼ିଶାକୁ ପର୍ଯ୍ୟଟନ ହବ୍ କରିବା ପାଇଁ ସମନ୍ୱିତ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଟୁରିଜିମ୍‌ କନକ୍ଲେଭର ପଞ୍ଚମ ସଂସ୍କରଣରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ମାନସ ମନ୍ଥନ। ‘‘ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ରାଜ୍ୟ ସରକାର...

‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍-୨୦୨୩’: ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବିଷୟ ଉପରେ ହେବ ବିଶେଷ ଅଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭୁବନେଶ୍ଵରରେ ଆୟୋଜିତ ହେଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍-୨୦୨୩’। ଗୁରୁବାର ସ୍ୱସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ହେଉଥିବା ଏହି କନକ୍ଲେଭରେ ୨ଟି ପର୍ଯ୍ୟାୟରେ ୫ଟି ଟେକ୍ନିକାଲ...

ଆପ୍ ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଏମସିଡି ମେୟର ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (ଏମସିଡି) ମେୟର ନିର୍ବାଚନ।...

ଭୁବନେଶ୍ୱରରେ ଆସନ୍ତାକାଲି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍-୨୦୨୩’: ଆଗେଇବ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ – ୨୦୨୩’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍‌...

ନବରଙ୍ଗପୁର: ପାଣି ପାଇଁ ରାସ୍ତା ଉପରେ ପ୍ରତିବାଦ କଲେ ବେହେରାଗୁଡ଼ା ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଗ୍ରୀଷ୍ମ ଋତୁ ଆସି ନାହିଁ, କିନ୍ତୁ ଏବେଠୁ ଦେଖା ଦେଲାଣି ଜଳର ଅଭାବ। ଦୀର୍ଘ ୪ ମାସ ହେଲା ପାନୀୟ ଜଳର ସମସ୍ୟା ଭୋଗୁଥିବା ନବରଙ୍ଗପୁର ଜିଲ୍ଲା...