Independence Day

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ୨୦୦୦ ମସିହାଠାରୁ ୟୁନେସ୍କୋ ପକ୍ଷରୁ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଗୋଟିଏ ଗୋଟିଏ...

ବିଧାନସଭା ବଜେଟ ଅଧିବେଶନ: ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରି ବିରୋଧୀଙ୍କ ଗୃହ ତ୍ୟାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳରେ ଗୃହ କମ୍ପିଛି। ବଜେଟ ଅଧିବେଶନରେ ପ୍ରଥମେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି। ଏହାକୁ...

ଓଡ଼ିଶାରେ ଶୀତ ସମାପ୍ତ, ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଶୀତ ସରିବାକୁ ଆସିଛି। ସମଗ୍ର ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀ‌ରେ ବୃଦ୍ଧି ପାଉଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନେକ...

ଭୁବନେଶ୍ୱରରେ ଫେବ୍ରୁଆରି ୨୩ରେ ପଞ୍ଚମ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍’ – ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଆସନ୍ତା ଫେବ୍ରୁଆରି ୨୩ ତାରିଖରେ ହେବାକୁ ଯାଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ - ୨୦୨୩’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ)...

ସ୍ତନ୍ୟପାନ କରାଉଥିବା ମା’ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=vZilkb12wyA] ଡିଜିଟାଲ ସ୍ଵାସ୍ଥ୍ୟ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ୍ ଓଡ଼ିଆକୁ ଡାଏଟିସିଆନ ସୁଶ୍ରୀ ତପସ୍ଵିନୀ ଦାସ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ। ଜଣେ ମା’ ପାଇଁ ସ୍ତନ୍ୟପାନ ସମୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ...

ସରିଲା ନିର୍ବନ୍ଧ, ବିବାହ କରିବେ ଦୁଇ ଜିଲ୍ଲାପାଳ ଅନନ୍ୟା ଦାସ-ଚଞ୍ଚଳ ରାଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା। ରବିବାର ଦିନ ଅନନ୍ୟା ଦାସଙ୍କ ସମ୍ବଲପୁରସ୍ଥିତ ବାସଭବନରେ ନିର୍ବନ୍ଧ ଶେଷ ହୋଇଛି।...

କୃଷି ଓଡ଼ିଶା-୨୦୨୩ରେ ଚାଷ କାର୍ଯ୍ୟ ପାଇଁ ଡ୍ରୋନ ଟେକ୍ନୋଲୋଜିର ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ କୃଷି କ୍ଷେତ୍ରରେ ଏବେ ଅନେକ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ହେଉଛି। ଏହା କୃଷକମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବାରେ ସହାୟ ହେଉଛି। ଆଗରୁ ଲୋକେ କେବଳ ଟ୍ରାକ୍ଟର...

କୋରାପୁଟ: ଏଣିକି ଗାଁ ଗାଁରୁ ଅଳିଆ ଉଠାଇବ ସଫେଇ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଏଣିକି ସ୍ୱଚ୍ଛ ହେବ ଗାଁ ପରିବେଶ। ସହରଗୁଡ଼ିକ ଭଳି ଏବେ ଗାଁରେ ମଧ୍ୟ ପହଞ୍ଚିବ ଅଳିଆ ଉଠା ଗାଡ଼ି। ଗାଁଗୁଡ଼ିକରେ ଘରୁ ଘରୁ ଅଳିଆ ଉଠାଇବାକୁ ଗାଡ଼ି ପହଞ୍ଚିବ। ଏଥିପାଇଁ...

ଷ୍ଟାର୍ଟଅପ ଦୁନିଆରେ ‘ରିପୋସ୍ ଏନର୍ଜି’ର କମାଲ, ଟାଟା ଗ୍ରୁପରୁ ନିବେଶ ପାଇ ହୋଇପାରିଛି ୧୮୦ କୋଟିର କମ୍ପାନି

ଓଡ଼ିଶାଲାଇଭ୍ ବ୍ୟୁରୋ ଆମ ଦେଶରେ ଏବେ ଅନେକ ଲୋକ ନୂଆ ନୂଆ ଷ୍ଟାର୍ଟଅପ କରି ହାସଲ କରୁଛନ୍ତି ଅନେକ ସଫଳତା। ସେମାନେ ନିଜର ଜ୍ଞାନକୁ ବ୍ୟବସାୟିକ ରୂପ ଦେଇ ହେଉଛନ୍ତି ସଫଳ। ନିଜର ଉଦ୍ୟୋଗ...

ୟୁନିସେଫ ଇଣ୍ଡିଆର ‘ନାସନାଲ ଆମ୍ବାସଡର’ ହେଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ ଇଣ୍ଡିଆର 'ନାସନାଲ ଆମ୍ବାସଡର' ଭାବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ନିଯୁକ୍ତ କରାଯାଇଛି। ଫେବ୍ରୁଆରି ୧୮ ତାରିଖରେ ୟୁନିସେଫ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମ୍ୟାକ୍ କାଫ୍ରେ ଏହି ସୂଚନା ଦେଇଛନ୍ତି।...