Independence Day

ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କ ପାଇଁ ନିର୍ମାଣ ହେବ ଆହୁରି ୧୦୦ଟି ହଷ୍ଟେଲ: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ଗିଫୁଲ ମହୋତ୍ସବ ଉଦଯାପିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କ ପାଇଁ ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି...

ଫୁଲବାଣୀ ଶିଶୁ କନ୍ୟା ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ମାମଲାର ଶୁଣାଣି କରି ଦୋଷୀ ବିରୋଧରେ ସଜା ଶୁଣାଇଛନ୍ତି ଫୁଲବାଣୀ ପକ୍ସୋ କୋର୍ଟ। ପକ୍ସୋ କୋର୍ଟର ସ୍ୱତନ୍ତ୍ର...

ଅର୍ଚ୍ଚନା ନାଗଙ୍କ ଦସ୍ତଖତ ସଂଗ୍ରହ କଲା ପୋଲିସ: ଖୋଲିବ ଡାଏରୀ ରହସ୍ୟ!

ଓଡ଼ିଶାଲାଇଭ୍ ବ୍ୟୁରୋ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଝାରପଡ଼ା ଜେଲକୁ ଯାଇ ଶନିବାର ଦିନ ଅର୍ଚ୍ଚନାଙ୍କ ଦସ୍ତଖତ ସଂଗ୍ରହ କରିଛି କମିଶନରେଟ ପୋଲିସ।...

କୋଭିଡ ସଂକ୍ରମିତ ୫ ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମ ପୂରଣ କରିବା ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଆରମ୍ଭ ହୋଇଛି କୋଭିଡ ଭୟ। ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡ ଭଳି ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। କୋଭିଡ ମୁକାବିଲା ଲାଗି ଆଗୁଆ...

ଆସନ୍ତା ଶିକ୍ଷାବର୍ଷରୁ ଏକକାଳୀନ ଦୁଇଟି ବିଷୟରେ ହୋଇପାରିବ ଡିଗ୍ରୀ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କୁ ଆସନ୍ତା ଶିକ୍ଷା ବର୍ଷରୁ ଏକକାଳୀନ ଦ୍ୱୈତ ଡିଗ୍ରୀ କରିବାର ସୁଯୋଗ ମିଳିବ। ଉଚ୍ଚଶିକ୍ଷା ବିଭାଗ ଏନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ...
oxygen_covid19

କୋଭିଡ ନିୟମ କଡ଼ାକଡ଼ି: ଅସ୍କିଜେନ ସିଲିଣ୍ଡର ମହଜୁଦ ରଖିବାକୁ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡ ସ୍ଥିତି ଅଣାୟତ ହେବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ .୭କୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି।...

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ଗିରଫ କଲା ସିବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। ଭିଡିଓକନ୍ ଗ୍ରୁପ୍ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସେମାନେ ଗିରଫ...

ଗୋବିନ୍ଦ ସାହୁ ହାଜତ ମୃତ୍ୟୁ ମାମଲା: ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ହାଜତ ମୃତ୍ୟୁ ମାମଲାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ମଧ୍ୟ ଉଠିଛି।...

କୋଭିଡ୍‌ ବୁଷ୍ଟର ଡୋଜ୍‌ ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇ, କୋଭିଡ୍‌ ବୁଷ୍ଟର...

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’, କଂଗ୍ରେସ କରିବ ମେଗା ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ପ୍ରବେଶ କଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ । ବଦଲପୁର ବର୍ଡର ଦେଇ ଦିଲ୍ଲୀରେ ପଶିଛି ପଦଯାତ୍ରା। ୩ହଜାର କିଲୋମିଟର ଯାତ୍ରା ସାରି ୧୦୮ ଦିନରେ...