Independence Day

ରାଜ୍ୟରେ ବିଦ୍ୟୁତ୍‌ ଦର ପୁଣି ବୃଦ୍ଧି କରିବାକୁ ପ୍ରସ୍ତାବ ହେଲା ଗ୍ରିଡ୍‌କୋ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବିଦ୍ୟୁତ୍‌ ଦରକୁ ପୁଣି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି ଗ୍ରିଡ୍‌କୋ। ଭାରତର ଅନେକ ରାଜ୍ୟ ତୁଳନାରେ ଓଡ଼ିଶାର ବିଦ୍ୟୁତ୍‌ ଦର ଅଧିକ ଥିବା ବେଳେ, ୨୦୨୩-୨୪ ବର୍ଷରେ ଏହାକୁ...

ଓ-ହବକୁ ଏକ ବର୍ଷ: ବାର୍ଷିକ ଉତ୍ସବରେ ଶିଳ୍ପ ମନ୍ତ୍ରୀଙ୍କ ଆହ୍ଵାନ – ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା...

ଓଡ଼ିଶାଲାଇଭ୍ ବ୍ୟୁରୋ ଓ-ହବ ପୂର୍ଣ୍ଣ କରିଛି ଏକ ବର୍ଷ। ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପରିଚିତ ଏବଂ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସନ୍ତୁ ବୋଲି ଓ-ହବର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି...

ଜେଲରୁ ମୁକୁଳି ବାବୁ ନିରଞ୍ଜନ ଲେଖିଲେ ‘ବନ୍ଦୀର ଯନ୍ତ୍ରଣା’

ଓଡ଼ିଶାଲାଇଭ୍ ବ୍ୟୁରୋ “ଜଗନ୍ନାଥ ଥରେ ଯଦି ହାତକଡ଼ି ପିନ୍ଧନ୍ତ / ବନ୍ଦୀର ଯନ୍ତ୍ରଣା କେତେ ତମେ ବୁଝି ପାରନ୍ତ।/ ଷାଠିଏ ପଉଟି ଖାଇ ବଡ଼ ଦେଉଳରେ / ରତ୍ନ ସିଂହାସନେ ଶୋଇ ନିଘୋଡ଼ ନିଦରେ...

ଖାରଜ ହେଲା ରିମାଣ୍ଡ ଆବେଦନ, ଜେଲ ଗଲେ ଅର୍ଚ୍ଚନା   

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ୍ ଗଲେ ଅର୍ଚ୍ଚନା ନାଗ। ୬ ଦିନିଆ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆଜି ଅର୍ଚ୍ଚନାଙ୍କୁ କୋର୍ଟର ହାଜର କରିବା ସହ ଆଉ ଦୁଇ ଦିନ...

ବରଗଡ଼: ବନ୍ଧାକୋବି ଚାଷରୁ ଲାଭ ନ ମିଳିବାରୁ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଲେ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଧାକୋବି ଚାଷରୁ ଲାଭ ନ ମିଳିବାରୁ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଲେ ଚାଷୀ। ବରଗଡ଼ ଗଞ୍ଜିଆଟିକ୍ରା ଗାଁର ଦୁଇ ଚାଷୀ ମାମରାଜ ପ୍ରଧାନ ଓ ରୂପେଶ ପ୍ରଧାନ ଲକ୍ଷାଧିକ ଟଙ୍କା ବିନିଯୋଗ...

କୋଟଗଡ଼ରେ ମାଓବାଦୀଙ୍କ ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲାଲ ବାହୀନି। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର...

ନୟାଗଡ଼: ନିଖୋଜ ହେବାର ୫ ଦିନ ପରେ ନିଜ ଗାଁରୁ ଉଦ୍ଧାର ହେଲେ ଅମ୍ରିତ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନିଖୋଜ ହେବାର ୫ ଦିନ ପରେ ନାଟକୀୟ ଢଙ୍ଗରେ ନିଜ ଗାଁରୁ ଉଦ୍ଧାର ହେଲେ ଅମ୍ରିତ ପାତ୍ର। କୁରାଳ ଗାଁ ସୁବୁଦ୍ଧି ସାହିର ଏକ ଘରୁ ହାତଗୋଡ଼ ବନ୍ଧା...

ନୟାଗଡ଼: ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗୁଳି ମାଡ଼ରେ ଜଣେ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ନିକଟସ୍ଥ କୃଷ୍ଣପ୍ରସାଦ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ବିପକ୍ଷ ଗୋଷ୍ଠୀଙ୍କ ଗୁଳିମାଡ଼ରେ ଗ୍ରାମର ଅନିରୁଦ୍ଧ ନାୟକଙ୍କର...

ଆସନ୍ତା ୨୧ ତାରିଖରୁ ଚିଲିକାରେ ଡଲଫିନ୍ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୧ ତାରିଖରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହେବ। ୨୦ ତାରିଖରେ ତାଲିମ ସରିବା ପରେ ୨୧ତାରିଖଠାରୁ ୨୩ ତାରିଖ ପର୍ଯନ୍ତ ତିନି ଦିନ ଗଣନା କରାଯିବ। ପ୍ରଥମ ଦିନରେ ବନ...

ପୁରୁଷ ହକି ବିଶ୍ଵକପ ପାଇଁ ଆଜିଠୁ ଆରମ୍ଭ ହେଲା ଅଫଲାଇନ ଟିକେଟ ବିକ୍ରି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ-୨୦୨୩ ଆସନ୍ତା ଜାନୁଆରି ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି। ଟିକେଟ କିଣିବାକୁ ଉଭୟ ଭୁବନେଶ୍ଵର କଳିଙ୍ଗଷ୍ଟାଡିୟମ ଏବଂ...