Independence Day

ବରଗଡ଼: ବନ୍ଧାକୋବି ଚାଷରୁ ଲାଭ ନ ମିଳିବାରୁ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଲେ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଧାକୋବି ଚାଷରୁ ଲାଭ ନ ମିଳିବାରୁ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଲେ ଚାଷୀ। ବରଗଡ଼ ଗଞ୍ଜିଆଟିକ୍ରା ଗାଁର ଦୁଇ ଚାଷୀ ମାମରାଜ ପ୍ରଧାନ ଓ ରୂପେଶ ପ୍ରଧାନ ଲକ୍ଷାଧିକ ଟଙ୍କା ବିନିଯୋଗ...

କୋଟଗଡ଼ରେ ମାଓବାଦୀଙ୍କ ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲାଲ ବାହୀନି। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର...

ନୟାଗଡ଼: ନିଖୋଜ ହେବାର ୫ ଦିନ ପରେ ନିଜ ଗାଁରୁ ଉଦ୍ଧାର ହେଲେ ଅମ୍ରିତ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନିଖୋଜ ହେବାର ୫ ଦିନ ପରେ ନାଟକୀୟ ଢଙ୍ଗରେ ନିଜ ଗାଁରୁ ଉଦ୍ଧାର ହେଲେ ଅମ୍ରିତ ପାତ୍ର। କୁରାଳ ଗାଁ ସୁବୁଦ୍ଧି ସାହିର ଏକ ଘରୁ ହାତଗୋଡ଼ ବନ୍ଧା...

ନୟାଗଡ଼: ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗୁଳି ମାଡ଼ରେ ଜଣେ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ନିକଟସ୍ଥ କୃଷ୍ଣପ୍ରସାଦ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ବିପକ୍ଷ ଗୋଷ୍ଠୀଙ୍କ ଗୁଳିମାଡ଼ରେ ଗ୍ରାମର ଅନିରୁଦ୍ଧ ନାୟକଙ୍କର...

ଆସନ୍ତା ୨୧ ତାରିଖରୁ ଚିଲିକାରେ ଡଲଫିନ୍ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୧ ତାରିଖରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହେବ। ୨୦ ତାରିଖରେ ତାଲିମ ସରିବା ପରେ ୨୧ତାରିଖଠାରୁ ୨୩ ତାରିଖ ପର୍ଯନ୍ତ ତିନି ଦିନ ଗଣନା କରାଯିବ। ପ୍ରଥମ ଦିନରେ ବନ...

ପୁରୁଷ ହକି ବିଶ୍ଵକପ ପାଇଁ ଆଜିଠୁ ଆରମ୍ଭ ହେଲା ଅଫଲାଇନ ଟିକେଟ ବିକ୍ରି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ-୨୦୨୩ ଆସନ୍ତା ଜାନୁଆରି ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି। ଟିକେଟ କିଣିବାକୁ ଉଭୟ ଭୁବନେଶ୍ଵର କଳିଙ୍ଗଷ୍ଟାଡିୟମ ଏବଂ...

ଭାରତର ସରଗମ କୌଶଲ ହେଲେ ଶ୍ରୀମତୀ ବିଶ୍ଵ ସୁନ୍ଦରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସରଗମ କୌଶଲ ଚଳିତ ୨୦୨୨ ବର୍ଷ ପାଇଁ ଶ୍ରୀମତୀ ବିଶ୍ଵ ସୁନ୍ଦରୀ ହେବାର ଗୌରବ ଲାଭ କରିଛନ୍ତି। ଲାସ୍ ଭେଗାସରେ ଆୟୋଜିତ ସୁନ୍ଦରୀ ମହିଳା ପ୍ରତିଯୋଗିତାରେ ବିଶ୍ଵର ୬୩ଜଣ ପ୍ରତିଦ୍ଵନ୍ଦ୍ଵୀଙ୍କୁ...

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହିଂସା ଘଟଣା: ସମ୍ବଲପୁର ଜିଲ୍ଲା ଆଦାଲତ ଅଞ୍ଚଳରୁ ହଟିଲା ୧୪୪ ଧାରା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲା ଅଦାଲତ ଓ ଜିଲ୍ଲା ମୁଖ୍ୟାଳୟ ଅଞ୍ଚଳରେ ଗତ ୬ ଦିନ ହେଲା ଲାଗିଥିବା ଧାରା ୧୪୪ ରବିବାର ଉଠାଇ ଦିଆଯାଇଛି। ମୁତୟନ ହୋଇଥିବା ପୋଲିସ ସଂଖ୍ୟା ମଧ୍ୟ ହ୍ରାସ...

ଜି.ଉଦୟଗିରି ସବୁଠୁ ଥଣ୍ଡା ସହର, ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ। ଆସନ୍ତା ୨ ଦିନରେ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।...

ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଲା ନୂଆ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ମିଳିବ ଡାକ୍ତରୀ ସାର୍ଟିଫିକେଟ। ପରିବହନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ସାରଥୀ ପୋର୍ଟାଲ ମାଧ୍ୟମରେ ଏହି ସେବା ଉପଲବ୍ଧ ହେବ। ପୋର୍ଟାଲରେ ପଞ୍ଜୀକୃତ ଡାକ୍ତର ଏହି...