Independence Day

ବୌଦ୍ଧରେ ଆରମ୍ଭ ହେଲା ଗଡ଼ଜାତ ଲୋକ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧରେ ଆରମ୍ଭ ହୋଇଛି ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା। ବୌଦ୍ଧ ଜିଲ୍ଲା ବୀରନରସିଂହପୁର ହାଇସ୍କୁଲ ପଡ଼ିଆଠାରେ ଗଡ଼ଜାତ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି...

ଦିଲ୍ଲୀ: ଅନ୍‌ଲାଇନ୍‌ରୁ ଏସିଡ୍ ଅର୍ଡର କରି ଛାତ୍ରୀଙ୍କ ଉପରକୁ ଫିଙ୍ଗିଥିଲେ ଯୁବକ, ଫ୍ଲିପକାର୍ଟ, ଆମାଜନକୁ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ନାବାଳିକା ଉପରେ ଏସିଡ ଫିଙ୍ଗିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସର ତଦନ୍ତ ପରେ...

ବୋରିଗୁମ୍ମାରେ ବଢ଼ୁଛି ଚିନ୍ତା: ୧୬ ଦିନରେ ପ୍ରାଣ ହରାଇଲେଣି ୧୦ ନବଜାତ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାପା ମା’ଙ୍କ ଆଖି ଆଗରେ ଚାହୁଁ ଚାହୁଁ ଚାଲିଯାଛି କଅଁଳ ଶିଶୁର ଜୀବନ। ଜନ୍ମ ହେବାର ଦୁଇ ତିନି ଦିନ ମଧ୍ୟରେ ଶୂନ୍ୟ ହୋଇଯାଉଛି ମା’ର କୋଳ। ମାତ୍ର ୧୬ ଦିନରେ...

ରାଜ୍ୟରେ ୩ ଦିନ ଭିତରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଖସିବାରେ ଲାଗିଛି ତାପମାତ୍ରା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ସବୁଠି ଥଣ୍ଡାର ପ୍ରକୋପ। ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ...

ଆଜି ବିଜୟ ଦିବସ: ୧୯୭୧ରେ ହୋଇଥିଲା ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ  

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ। ଡିସେମ୍ଵର ୧୬  ତାରିଖରେ ଏହି ଯୁଦ୍ଧରେ ପାକିସ୍ତାନ ଉପରେ ବଡ଼ ବିଜୟ ହାସଲ କରିଥିଲା ଭାରତ। ପରେ ଭାରତ ସହାୟତାରେ ସୃଷ୍ଟି...

ଜେଇଇ ମେନ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଗୁରୁବାର ଏନଟିଏ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ମେଡିକାଲ...

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ମାତା ଯଶୋଦାଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଧନୁ ସଂକ୍ରାନ୍ତି ଅର୍ଥାତ ଆଜିଠାରୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ଏହି ପହିଲି ଶ୍ରୀଜିଉଙ୍କୁ ଅର୍ପଣ କରାଯିବ। ଏଥିପାଇଁ  ଶ୍ରୀମନ୍ଦିରରେ ସ୍ୱତନ୍ତ୍ର...

ଅଗ୍ନି-୫ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାର ଅବଦୁଲ କଲାମ ଦ୍ୱିପରୁ ଗୁରୁବାର 'ଅଗ୍ନି-୫' ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। କଲାମ ଦ୍ୱିପର ୪ନମ୍ବର...

ଜଗତସିଂହପୁର ଜିଲ୍ଲାରେ ୨୧୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟିତ ବିଜୁ  ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି ୮ ଲକ୍ଷ  ଲୋକ ଲୋକଙ୍କ ଆସ୍ଥା ଓ ବିଶ୍ଵାସ ବଜାୟ ରଖିବା ପାଇଁ...

ସୁନ୍ଦରଗଡ଼ରେ ଆଦିବାସୀ ପରିବାରଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ‘ମିଶନ ଜୀବିକା’: ଆୟ ବଢ଼ାଉଛି ଚିନାବାଦାମ ଚାଷ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି ‘ମିଶନ ଜୀବିକା’ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ...