Independence Day

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବର୍ଷିଆନ ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୂର୍ଯ୍ୟାସ୍ତ ପୂର୍ବରୁ କଟକ ସ୍ଥିତ ଗୋରା କବରଠାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ପୁଣି ହାଜର ହେଲେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପୁଣି ଥରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ଏହା ପୂର୍ବରୁ ସେ ଗୁରୁବାର ଦିନ ଇଡି...

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨: ମିଶନ ଶକ୍ତି ଶିଳ୍ପପାର୍କ ଓ ପ୍ରତି ଗାଁରେ ମିଶନ ଶକ୍ତି ଗୃହ...

ଓଡ଼ିଶାଲାଇଭ୍ ବ୍ୟୁରୋ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨ରେ ଶନିବାର ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ମିଶନ ଶକ୍ତିର ଏକ ସ୍ଵତନ୍ତ୍ର ଅଧିବେଶନ ଆୟୋଜିତ ହୋଇଛି। ଏହି ଅବସରରେ ମିଶନ ଶକ୍ତି ତରଫରୁ ବିଭିନ୍ନ ଅନୁଷ୍ଠାନ...

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ପୁଣି ୧.୭୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏହି ମେଗା ଇଭେଣ୍ଟର ଦ୍ଵିତୀୟ କାର୍ଯ୍ୟ ଦିବସରେ ଓଡ଼ିଶାକୁ ପୁଣି ମିଳିଛି...

ନବରଙ୍ଗପୁର: ୪ ଜଣଙ୍କ ଜୀବନ ନେଲା କାର ଦୁର୍ଘଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ନିକଟରେ ଏକ କାର୍ ଦୁର୍ଘଟଣା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ନବରଙ୍ଗପୁର...

ଭିନ୍ନକ୍ଷମମାନଙ୍କର ସ୍ୱର ଡକ୍ଟର ଶ୍ରୁତି ମହାପାତ୍ର

ଶୁଭଶ୍ରୀ ନାୟକ [youtube https://www.youtube.com/watch?v=Sj8LUfnI6m4] ଡକ୍ଟର ଶ୍ରୁତି ମହାପାତ୍ରଙ୍କ ସ୍ୱପ୍ନ, ସଂଘର୍ଷ ଓ ସାଧନାର କାହାଣୀ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ।... ଜଣେ ଭିନ୍ନ ପ୍ରତିଭା। ଭିନ୍ନକ୍ଷମମାନଙ୍କ ଲାଗି ସ୍ୱର। ସମସ୍ତଙ୍କ ପାଇଁ ପ୍ରେରଣା ଓ...

ଭିନ୍ନକ୍ଷମ ହେଲେ ବି ତାଙ୍କ ଭିତରେ ରହିଛି ଭିନ୍ନ ଏକ କ୍ଷମତା

ଓଡ଼ିଶାଲାଇଭ୍ ବ୍ୟୁରୋ ଯେଉଁମାନେ ସମାଜରେ ଭିନ୍ନକ୍ଷମ ସେମାନଙ୍କ ପାଖରେ ଥାଏ ଭିନ୍ନ ଏକ କ୍ଷମତାର ପରିଚୟ। ସେଥିପାଇଁ ସେମାନଙ୍କର ଆଉ ଏକ ନାମ ଦିବ୍ୟାଙ୍ଗ। ନିଶ୍ଚିତ ରୂପେ ଏମାନେ ଦିବ୍ୟ ଅଙ୍ଗରେ ଗଠିତ। କାରଣ...

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨: ବାୟୋଟେକ୍ନୋଲୋଜିରେ ଥିବା ନୂଆ ସମ୍ଭାବନା ବିଷୟରେ ଆଲୋଚନା ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨ରେ ବାୟୋଟେକ୍ନୋଲୋଜିର ଏକ ସ୍ଵତନ୍ତ୍ର ପ୍ୟାଭେଲିୟନ କରାଯାଇଛି। ଶନିବାର ଏଠାରେ ବାୟୋଟେକ୍ନୋଲୋଜିର ଏକ ସେସନ ଆୟୋଜିତ ହେବ। ଏହା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ୪...

ରାଜନୈତିକ ପତିଆରା ପାଇଁ ଚାଲିଛି କସରତ: ପଦ୍ମପୁରରେ ବିଜେଡି ସୁପ୍ରିମୋଙ୍କ ପାଓ୍ଵାର ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଆସନ ହାତେଇବା ପାଇଁ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ଚାଲିଛି ଜୋରଦାର କସରତ। ପଦ୍ମପୁରକୁ ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ଅନେକ ନିର୍ବାଚନରେ ବିଜେଡି ସୁପ୍ରିମୋ ଭର୍ଚୁଆଲ...

ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭା ଶୀତ ଅଧିବେଶନ। ବିରୋଧୀଙ୍କ ହଟ୍ଟଗୋଳରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ମାତ୍ର ୮ ଦିନ ଚାଲି ଶେଷ ହୋଇଛି। ଶୁକ୍ରବାର ଦିନ ଗୃହକୁ...