ପଦ୍ମପୁର ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୩୧୯ଟି ବୁଥରେ ମତଦାନ କରୁଛନ୍ତି ପଦ୍ମପୁର ଭୋଟର। ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ...
ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବର୍ଷା ସିଂ ବରିହା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୩୧୯ଟି ବୁଥରେ ଚାଲିଛି ମତଦାନ। ପଦ୍ମପୁର ଉପନିର୍ବାଚନରେ ମତଦାନ ସାବସ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ...
ଏଲଆଇସି ପକ୍ଷରୁ ସ୍ଵତନ୍ତ୍ର ‘ହ୍ଵାଟ୍ସଆପ୍ ସେବା’ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ପକ୍ଷରୁ ସ୍ଵତନ୍ତ୍ର ‘ହ୍ଵାଟ୍ସଆପ୍ ସେବା’ର ଶୁଭାରମ୍ଭ କରାଯାଇଛି। ଏଲଆଇସିର ଚେୟାରମ୍ୟାନ୍ ଏମ୍.ଆର୍. କୁମାର ଏହି ହ୍ଵାଟ୍ସଆପ୍ ସେବାକୁ ଆରମ୍ଭ କରିଛନ୍ତି। ଏଲଆଇସିର ବୀମାଧାରକ ଯେଉଁମାନେ ଏଲଆଇସିର...
ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ୩୧୯ଟି ବୁଥରେ ଚାଲିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଶାନ୍ତିଶୃଙ୍ଖଳାର ସହ ମତଦାନ ଲାଗି ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୩୧୯ଟି ବୁଥରେ...
ରାଉରକେଲାରେ ରାହଗିରି ‘ପ୍ରେରଣା’: ପଥ ଉତ୍ସବରେ ହକି ଫିଭର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ruV1WcS_vWo]ପୁରୁଷ ହକି ବିଶ୍ୱକପ୍-୨୦୨୩ ପୂର୍ବରୁ ରାଉରକେଲା ସହରରେ ହକିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ରାହଗିରି 'ପ୍ରେରଣା'। ହନୁମାନ ବାଟିକା...
ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଲାଗି ପଡ଼ିବ ଭୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର ସରିଛି ଏବଂ ପ୍ରସ୍ତୁତି ମଧ୍ୟ ସରିଛି। ଆସନ୍ତାକାଲି ସକାଳ ୭ଟାରୁ ଉପନିର୍ବାଚନ ପାଇଁ ମତଦାନ କରିବେ ପଦ୍ମପୁର ଭୋଟର।
ଡିସେମ୍ବର ୫ ତାରିଖ ସକାଳ ୭ଟାରୁ...
ମେକ୍ ଇନ୍ ଓଡ଼ିଶା କ୍ଲନକ୍ଲେଭ-୨୦୨୨ରେ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଓଡ଼ିଶା ପାଇଁ ବଡ଼ ସଫଳତା ଆଣିଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମେଗା ଇଭେଣ୍ଟରେ ସାଢ଼େ ୧୦ ଲକ୍ଷ...
ନୌସେନାରେ ୩୪୧ ମହିଳା ଅଗ୍ନିବୀର ନିଯୁକ୍ତ, ଆବେଦନ କରିଥିଲେ ୮୨ ହଜାର ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ନୌସେନା ପ୍ରଥମ କରି ଅଗ୍ନିବୀର ଯୋଜନାରେ ମହିଳା ନାବିକଙ୍କୁ ସାମିଲ କରିଛି। ନୌସେନା ମୁଖ୍ୟ ଆଡ୍ମିରାଲ ଆର୍. ହରି କୁମାର ଶନିବାର ଏ ନେଇ ସୂଚନା ଦେଇଛନ୍ତି। ଅଗ୍ନିବୀର ଯୋଜନାରେ...
କୋଣାର୍କ ନୃତ୍ୟ ଉତ୍ସବ ତୃତୀୟ ସନ୍ଧ୍ୟା: ଦେଶଭକ୍ତିରେ ଦର୍ଶକ ବିଭୋର
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ଓଡ଼ିଶୀ ନୃତ୍ୟରେ ନମଃ ଭାରତମ୍ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଦର୍ଶକମାନେ ଏହି ନୃତ୍ୟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକ...
ଉନ୍ମୋଚିତ ହେଲା ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨: ପର୍ଯ୍ୟଟନ କ୍ଷେତ୍ର ପାଇଁ ୭ ହଜାର କୋଟିର ନିବେଶ ପ୍ରତିଶ୍ରୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉନ୍ମୋଚିତ ହେଲା ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ପର୍ଯ୍ୟଟନ ଶିଳ୍ପ ଉପରେ ଆୟୋଜିତ ଅଧିବେଶନରେ ‘ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨’ ଉନ୍ମୋଚିତ ହୋଇଛି। ରାଜ୍ୟର ପର୍ଯ୍ୟଟନ...





















