Independence Day

ବାରିପଦାଠାରେ ବିଶ୍ୱ ମୃତ୍ତିକା ଦିବସ ୨୦୨୨ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ...

ପଦ୍ମପୁର ବିଧାନସଭା ଉପନିର୍ବାଚନରେ ୮୦.୫ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତିଶୃଙ୍ଖଳାର ସହ ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଉପନିର୍ବାଚନ ଅପରାହ୍ଣ ୪ଟାରେ ଶେଷ ହୋଇଛି। ଏହି...

ଝିଅ ପାଇଁ ନୂଆ ଜୀବନ: ଲାଲୁ ପ୍ରସାଦ ଯାଦବଙ୍କୁ କିଡନୀ ଦେଲେ ଝିଅ ରୋହିଣୀ ଆଚାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପିତାଙ୍କୁ କିଡନୀ ଦେଇ ସମସ୍ତଙ୍କ ପାଇଁ ଉଦାହଣ ପାଲଟିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ। ସିଙ୍ଗାପୁର ସ୍ଥିତ ହସ୍ପିଟାଲରେ ଲାଲୁ ପ୍ରସାଦଙ୍କର କିଡନୀ ପ୍ରତ୍ୟାରୋପଣ ସଫଳ ହୋଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ...

ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ୩୦ଟି ଜିଲ୍ଲାରେ ନିର୍ମାଣ ହେବ କ୍ଷୁଦ୍ର ଶିଳ୍ପ ଉଦ୍ୟାନ – ମୁଖ୍ୟମନ୍ତ୍ରୀ ନବୀନ...

 ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=KGKS3h6rQzI]‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ର ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି। ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ଆୟୋଜିତ ‘ମହିଳା ଉଦ୍ୟୋଗୀ ଅଧିବେଶନ’ରେ ମୁଖ୍ୟ ଅତିଥି...

ପଦ୍ମପୁର ଉପନିର୍ବାଚନ: ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୩୧୯ଟି ବୁଥରେ ମତଦାନ କରୁଛନ୍ତି ପଦ୍ମପୁର ଭୋଟର। ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ...

ଭୁବନେଶ୍ୱର କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଝାରପଡା ଜେଲରୁ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ କୋର୍ଟରେ ହାଜର କରାଯାଇଛି। କୋର୍ଟକୁ...

ବଙ୍ଗୋପସାଗରରେ ଭୂମିକମ୍ପ, ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ବଙ୍ଗୋପସାଗରରେ ଭୂମିକମ୍ପ ହୋଇଛି। ସକାଳ ୮ଟା ୩୨ ମିନିଟରେ ଅନୁଭୂତ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି। ବଙ୍ଗୋପସାଗରର ସମୁଦ୍ରତଳରୁ ୧୦ କିମି ଗଭୀରରେ ଏହାର କେନ୍ଦ୍ରସ୍ଥଳ...

ପଦ୍ମପୁର ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୩୧୯ଟି ବୁଥରେ ମତଦାନ କରୁଛନ୍ତି ପଦ୍ମପୁର ଭୋଟର। ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ...

ଆମେରିକା ଓ ଲଣ୍ଡନ ବଜାରରେ ବିକ୍ରି ହେବ ଓଡ଼ିଶା ମହିଳା ଏସ୍‌ଏଚ୍‌ଜିର ସାମଗ୍ରୀ – ସୁଜାତା ଆର୍. କାର୍ତ୍ତିକେୟନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=RkYqHot4-LQ]‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ର ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ବଡ଼ ବଡ଼...

ପଦ୍ମପୁର ବିଧାନସଭା ଉପନିର୍ବାଚନ: ୭ଟି ଇଭିଏମ ଅଚଳ, କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାସନଭା ଉପନିର୍ବାନ ପାଇଁ ମତଦାନ କରିବା ସମୟରେ ପ୍ରାୟ ୭ଟି ଇଭିଏମ୍ ମେସିନ ଅଚଳ ହୋଇପଡ଼ିଥିଲା। ଫଳରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତ୍ରୁଟି ସଜଡ଼ା ଯିବା...