ପୁଣି ଦିଲ୍ଲୀରେ ଚାଞ୍ଚଲ୍ୟ: ନିଶା ଔଷଧ ଦେଇ ହତ୍ୟା କରିବା ପରେ ସ୍ଵାମୀର ଶବକୁ ୧୦ ଖଣ୍ଡ କଲା...
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଶା ଔଷଧ ଦେଇ ସ୍ଵାମୀକୁ ହତ୍ୟା କରିବା ପରେ ଶବର ୧୦ ଖଣ୍ଡ କରିଥିଲା ସ୍ତ୍ରୀ। ରାତିର ଅନ୍ଧାରରେ ପାପ ଘୋଡ଼ାଇବାକୁ ଚାଲିଥିଲା ପ୍ରୟାସ।
ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଦିଲ୍ଲୀରୁ ଆସିଲା ଆଉ...
କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଲା ସହାୟତା: ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁପତ୍ର ତୋଳାଳିଙ୍କ ନିମନ୍ତେ ୪୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କେନ୍ଦୁପତ୍ର ତୋଳାଳିଙ୍କୁ ୧,୦୦୦ ଟଙ୍କା ଏବଂ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ୧,୫୦୦ ଟଙ୍କା...
ଦୌଡ଼ ରାଣୀ ପିଟି ଉଷା ହେବେ ଭାରତୀୟ ଅଲିମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କିମ୍ବଦନ୍ତୀ ଧାବିକା ପିଟି ଉଷାଙ୍କୁ ବଡ଼ ଦାୟିତ୍ଵ। ଦୌଡ଼ ରାଣୀ ହେବେ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ପ୍ରଥମ ମହିଳା ଅଧ୍ୟକ୍ଷା।
ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଦୌଡ଼ ରାଣୀ...
ଜିଆଇ ଟ୍ୟାଗ ଦୌଡ଼ରେ ଓଡ଼ିଶାରୁ ପାଞ୍ଚଟି ଉତ୍ପାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇରେ ଡିସେମ୍ବର ମାସ ୬ ତାରିଖରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରିର ବୈଠକ ଅନୁଷ୍ଠିତ ହେବ। ଏହି ଜିଆଇ ଟ୍ୟାଗ ପାଇଁ ଓଡ଼ିଶାରୁ ଗଜପତି ଜିଲ୍ଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ...
କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରପଡ଼ା ଜିଲ୍ଲା ବାଲିଆ ବଜାର ବାଣ ପ୍ରତିଯୋଗିତା ଓ ବିସ୍ଫୋରଣ ଘଟଣାରେ ସୋମବାର ଦିନ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି। ଆଜି କଟକ ବଡ଼ ମଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ...
ବିଧାନସଭା ଶୀତ ଅଧିବେଶନ: ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ସୋମବାର ପୁଣି ଏହାର ପୁନରାବୃତ୍ତି ହୋଇଛି। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ...
ଓଡ଼ିଶାରେ ଶୀତର ପ୍ରଭାବ ବୃଦ୍ଧି, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୀତର ପ୍ରଭାବ ବହୁଳ ଭାବେ ବୃଦ୍ଧି ପାଇଛି। ସାରା ରାଜ୍ୟରେ ଜାରି ରହିଛି ଶୀତଲହରୀ। ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହ୍ରାସ ଓ ମେଘମୁକ୍ତ ଆକାଶ ଫଳରେ ଥଣ୍ଡା ପବନ...
ଚାକିରି ଛାଡ଼ି ସଫଳ ଚାଷୀ ପାଲଟିଛନ୍ତି ରାୟଗଡ଼ାର ଯୁବ ଇଂଜିନିୟର ସତ୍ୟ ପ୍ରବୀଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପେସାରେ ଜଣେ ଇଂଜିନିୟର, ହେଲେ ନିଶା ତାଙ୍କର ଚାଷ। ଏକ ପ୍ରତିଷ୍ଠିତ କମ୍ପାନିର ଚାକିରି ଛାଡ଼ି ଚାଷ କାର୍ଯ୍ୟ କରି ସ୍ୱାବଲମ୍ବୀ ହେବା ସହ ଆଉ...
କେନ୍ଦୁପତ୍ର ତୋଳାଳିଙ୍କୁ ଧମକ: ପାଇକମାଲ ଥାନାରେ ଅଭିଯୋଗ କଲେ ଟେମରି ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବାବେଳେ ଏହାରି ମଧ୍ୟରେ ଶନିବାର ଦିନ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାଇକମାଳ ବ୍ଲକ ଟେମରି ଗ୍ରାମର ଲୋକେ।
ପାଇକମାଳ ଥାନାରେ...
ଲାଞ୍ଚ ନେବା ଅଭିଯୋଗରେ ଏଆରଆଇ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଏଆରଆଇ ଅମିତ କୁମାର ବେହେରା। ଜମି ପଟ୍ଟା କରାଇଦେବାକୁ ଜୟପୁର ସହରର ପାରାବେଢ଼ା ଛକଠାରେ ଟଙ୍କା ନେଉଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା...



















