Independence Day

ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା, ଖୋଲିବେ ଅର୍ଚ୍ଚନାଙ୍କ ଗୁମର!

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଟଙ୍କା ମାଗିବା ଘଟଣାର ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା ବୁଧବାର ଦିନ ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ଦ୍ୱିତୀୟ ଦିନ ହାଜର ହେଲେ ଅକ୍ଷୟ ପରିଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଚ୍ଚର୍ନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। ଆଜି ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଅକ୍ଷୟ ପରିଜାଙ୍କୁ...

କାଲିଠୁ ପୁଣି ଥରିବ ଓଡ଼ିଶା, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବଢ଼ିବ ଶୀତ। ଅନେକ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଫଳରେ ରାଜ୍ୟରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ...

ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଉଡାଣ, ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର

ଓଡ଼ିଶା ଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ସିଙ୍ଗାପୁର, ବ୍ୟାଙ୍କକ୍‌, ଦୁବାଇକୁ ବିମାନ ସେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।...

ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଶିଳ୍ପପତିମାନେ ଓଡ଼ିଶା ମୁହାଁଇଛନ୍ତି – ଏନ୍ ଚନ୍ଦ୍ରଶେଖରନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=EaWp_nwpv8Q?list=PLKig8_kZBmDMeTEvyVIIHe74opLsrLZIh]“ଓଡ଼ିଶା ସହିତ ଟାଟାର ସମ୍ପର୍କ ବହୁ ବର୍ଷର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁ ଆଜି ଶିଳ୍ପପତି ମାନେ ଓଡ଼ିଶା ଆଡ଼କୁ ମୁହାଁଇଛନ୍ତି। ଟାଟା ଯାଜପୁର ଜିଲ୍ଲା କଳିଙ୍ଗନଗରରେ...

ଆଜି ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଦେବେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ସକାଳ ୧୦ଟାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଦିନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏହି ପରୀକ୍ଷା ନଭେମ୍ବର ୨୩ରୁ ଆରମ୍ଭ ହୋଇ ଆସନ୍ତା ୩୦...

ମାଲକାନଗିରି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସବୁବେଳେ ମୋ ପାଇଁ ସ୍ଵତନ୍ତ୍ର - ମୁଖ୍ୟମନ୍ତ୍ରୀ "ଜିଲ୍ଲାର ସାମାଜିକ ଓ ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବ" ମାଲକାନଗିରି ଜିଲ୍ଲା ପାଇଁ ମଙ୍ଗଳବାର ଦିନ ୨୫ କୋଟି ଟଙ୍କାର...

ଆସନ୍ତାକାଲି ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା  ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ...

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ କାରାଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାରିପଦାରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ମଙ୍ଗଳବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସୁମିତା ଜେନା...

ନୟାଗଡ଼ରେ ଗ୍ରାହକଙ୍କୁ ଭୂଆଁ ବୁଲାଉଛି ଟାଟା ପାୱାର!

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଆଳ ଦେଖାଇ ଟାଟା ପାୱାର ଗ୍ରାହକଙ୍କୁ ଭୂଆଁ ବୁଲାଉଛି। ଏପରି ଗୁରୁତର ଅଭିଯୋଗ  ଆଣିଛନ୍ତି ନୟାଗଡ଼ ଜିଲ୍ଲାର ବଦ୍ୟୁତ୍ ଉପଭୋକ୍ତାମାନେ। ରକ୍ଷଣାବେକ୍ଷଣ ପାଇଁ ରବିବାର...