ବଲାଙ୍ଗୀରର ବିଚ୍ଛୁପାଲି ରେଳ ଷ୍ଟେସନରୁ ସୋନପୁର ଝାରତରଭା ରେଳ ଷ୍ଟେସନକୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଜି ବଲାଙ୍ଗୀର ଜିଲ୍ଲାରୁ ସୋନପୁର ଜିଲ୍ଲାକୁ ପରୀକ୍ଷାମୂଳକ ଭାବେ ରେଳ ଗଡ଼ିଛି। ବଲାଙ୍ଗୀରର ବିଚ୍ଛୁପାଲି ରେଳ ଷ୍ଟେସନରୁ ସୋନପୁର ଜିଲ୍ଲା ଝାରତରଭା ରେଳ ଷ୍ଟେସନ...
ମୁଁ ନିଜକୁ ଚିହ୍ନିବା ପୂର୍ବରୁ ଲୋକମାନେ ମତେ ମାଇଚିଆ ଡାକୁଥୁଲେ – ଆଇଶା ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Efsa4tg2n20]ଅଶୋକ ପଣ୍ଡାରୁ ଆଇଶା ପଣ୍ଡାର ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ନିଜେ ନିଜକୁ ଜାଣିବା ପୂର୍ବରୁ ସମାଜ ତାଙ୍କୁ ମାଇଚିଆର ନାଁ ଦେଇଦେଇଥିଲା। ନିଜର ପରିଚୟ ପାଇଁ...
ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୬ ଜଣ ହତ୍ୟାକାରୀ। ଏ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬...
ରୁଷ ଆସି ଅଧାରେ ଥିବା ମେଡ଼ିକାଲ ପାଠପଢ଼ା ଶେଷ କର
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁକ୍ରେନ୍ରେ ମେଡିକାଲ ପାଠପଢା ଅଧାରୁ ଛାଡ଼ିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ଆସି ପାଠପଢ଼ା ସାରିବାକୁ ରୁଷ ସରକାର ପ୍ରସ୍ତାବ ଦେଇଛନ୍ତି। ଚେନ୍ନାଇରେ ରୁଷର ବାଣିଜ୍ୟିକ ଦୂତ ଓଲେଗ ଅବଦିଭ ଏହା କହିଛନ୍ତି।
ଓଲେଗ...
ଓଡ଼ିଆରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହି ଲୋକାର୍ପଣ କଲେ ରାଷ୍ଟ୍ରପତି : କହିଲେ, ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା...
ଓଡ଼ିଶା ଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ...
ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପୁରୁଣା ଦିନର ସ୍ମୃତି ସାଉଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପୁରୁଣା ଦିନର ସ୍ମୃତି ସାଉଣ୍ଟିଛନ୍ତି ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର...
ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡ଼ି, ଅଳ୍ପକେ ବର୍ତ୍ତିଲେ କୁନି କୁନି ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଲେପୁର ମାହାଙ୍ଗାସ୍ଥିତ ଲଳିତଗିରି ଗାଁରେ ଅଭାବନୀୟ ଘଟଣା। ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡ଼ି କେନ୍ଦ୍ର। ପାଚିକା ରୋଷେଇ କରୁଥିବା ବେଳେ ହଠାତ୍ ନିଆଁ ଜଳି ଉଠିଥିଲା। ନିଆଁ ଜଳିବା ଦେଖି...
ଲଣ୍ଡନ ବିଶ୍ଵ ଟ୍ରାଭେଲ୍ ମାର୍ଟରେ ଓଡ଼ିଶା ପର୍ଯ୍ୟଟନର ପ୍ୟାଭେଲିୟନ
ଓଡ଼ିଶା ଲାଇଭ୍ ବ୍ୟୁରୋ
ଲଣ୍ଡନରେ ୭ ରୁ ୯ ନଭେମ୍ବର ଯାଏଁ ଚାଲିଥିବା ବିଶ୍ଵ ଟ୍ରାଭେଲ୍ ମାର୍ଟରେ ସ୍ଥାନ ପାଇଥିଲା ଓଡ଼ିଶା ପର୍ଯ୍ୟଟନ ବିଭାଗର ଏକ ପ୍ୟାଭେଲିୟନ। ରାଜ୍ୟର ସମସ୍ତ ମୁଖ୍ୟ ପର୍ଯ୍ୟଟନସ୍ଥଳୀର ଫୋଟୋଚିତ୍ର...
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ହୃଷିକେଶ ଭୋଇ ଚଳିତ ବର୍ଷର କଂସ ମହାରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଶେଷ ଦିନରେ ବରଗଡ଼ ଧନୁଯାତ୍ରା ପାଇଁ ମିଳିଛନ୍ତି କଂସ ମହାରାଜ। ଚଳିତ...
ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନାଗରିକ ସମ୍ବର୍ଦ୍ଧନା, ଉପହାର ମିଳିଲା ମାଣ୍ଡିଆ କିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମଭୂମି ଓଡ଼ିଶା ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ମାଟିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ମହାମହିମଙ୍କୁ। ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧା...





















